Jyotish Shastra- ସାରା ଜୀବନ ଗୋଟିଏ ହିଁ ଝିଅକୁ ପ୍ରେମ କରିଥାନ୍ତି ଏହି 2 ଟି ନାମର ଝିଅ

ପ୍ରତେକ ମଣିଷ ଜୀବନରେ ପ୍ରେମ ଏକ ମହତ୍ବପୂର୍ଣ୍ଣ ବନ୍ଧନ ଭାବେ ସ୍ଥାନ ପାଇଥାଏ । ପ୍ରତେକ ମଣିଷକୁ କେବେ ନା କେବେ ପ୍ରେମ ହୋଇଥାଏ । ଯେତେବେଳେ ପ୍ରେମ ଭାବନା ଆମ ମନକୁ ଆସିଥାଏ ସେତେବେଳେ ଆମେ ଆଉ କୌଣସି କଥାକୁ ମନରେ ଆଣି ନ ଥାଉ । ପ୍ରେମ କରୁଥିବା ବ୍ୟକ୍ତି ନିଜ ସ୍ଵପ୍ନକୁ ଅନ୍ୟ ସହ ଯୋଡି ଥାଏ । ପ୍ରେମ ଏକ ଏମିତି ଭାବନା ଯାହା ଯେଉଁ ବ୍ୟକ୍ତି କରିଥାଏ ସେ ତା ସାଥୀକୁ ଦିନେ ନ ଦେଖିଲେ ରହି ପାରେ ନାହି ।

ପ୍ରେମ ବିନା ଜୀବନ ନିରାଶ ଓ ବେକାର ଲାଗିଥାଏ । ସତ୍ୟ ପ୍ରେମ ତାକୁ ହିଁ କୁହାଯାଏ ଯେଉଁଥିରେ ନିଜ ସ୍ଵାର୍ଥକୁ ଭୁଲି ନିଜ ସାଥିର ଭାବନାକୁ ବୁଝାଯାଏ । କିଛି ଲୋକଙ୍କ ପାଇଁ ପ୍ରେମ କିଛି ହୋଇନଥାଏ । କିନ୍ତୁ ଆଉ କିଛି ଲୋକଙ୍କ ପାଇଁ ପ୍ରେମ ତାଙ୍କ ଜୀବନରେ ସବୁ କିଛି ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ନାରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ପ୍ରେମ ପ୍ରତି ଗଭୀର ଓ ନିବିଡ ହୋଇଥିବା ସହ ନିଜ ଜୀବନରେ ଗୋଟିଏ ପୁରୁଷକୁ ହିଁ ଭଲ ପାଇଥାନ୍ତି ।

୧- “R”ନାମ ଥିବା ମହିଳା ମାନେ : ଏହି ନାମର ଝିଅ ମାନେ ବହୁତ ଭଲ ହେବା ସହ ଏମାନଙ୍କର ହୃଦୟ ବହୁତ ସଫା ହୋଇଥାଏ । ଏମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି । ଏମାନଙ୍କର ସ୍ଵଭାବ ଓ ସଚୋଟତା ଏମାନଙ୍କୁ ଜୀବନରେ ସଫଳତା ଦେଇଥାଏ । ଏମାନଙ୍କ ଜୀବରେ ସଫଳତା ଆସିବାକୁ ଅଧିକ ସମୟ ଲାଗିଲେ ମଧ୍ୟ ନିଶ୍ଚିନ୍ତ ରୂପେ ସଫଳ ହୋଇଥାଏ । ଏମାନେ ପାଠପଢା, କଳା, ମନୋରଞ୍ଜନ କ୍ଷେତ୍ରରେ ସବୁଠାରୁ ଆଗରେ ରହିଥାନ୍ତି ।

ଏମାନେ ନିଜ ଜୀବନ ସାଥୀକୁ ନିଜ ଠାରୁ ଅଧିକ ଭଲ ପାଆନ୍ତି । ଏମାନେ ନିଜ ସ୍ବାମୀଙ୍କର ସବୁ କଥା ମାନିବା ସହ ନିଜ ସ୍ଵାମୀଙ୍କୁ ଇଶ୍ଵର ବୋଲି ମାନନ୍ତି । ଏମାନେ ଅନ୍ୟକୁ ସାହାଜ୍ଯ କରିବା ସହ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି । ଏମାନେ କୌଣସି କାମକୁ ନିଜ ଅନ୍ଦାଜରେ କରିବାକୁ ପସନ୍ଦ କରନ୍ତି ।

୨- “A” ନାମର ମହିଳା ମାନେ : ଏହି ନାମର ଝିଅ ମାନଙ୍କର ବୁଦ୍ଧି ବହୁତ ତୀବ୍ର ହୋଇଥାଏ । ଏମାନେ ପାଠପଢାରେ ବହୁତ ଆଗରେ ରହିବା ସହ ଜୀବନରେ ସଫଳତା ପାଇଁ ନିଜର ଜୋର ଲଗାଇ ଦିଅନ୍ତି । ଏମାନଙ୍କର ଦାଂପତ୍ଯ ଜୀବନ ବହୁତ ସଫଳ ହୋଇଥାଏ ।ଏମାନେ ବହୁତ ଦୟାଳୁ ଓ କୋମଳ ସ୍ଵଭାବର ହୋଇଥାନ୍ତି । ଏମାନେ କାହାର କ୍ଷତି କରନ୍ତି ନାହି କି ଅନ୍ୟର କ୍ଷତିକୁ ଦେଖି ପାରନ୍ତି ନାହି । ଏମାନେ ସଦାବେଳେ ସତର ସାଥ ଦେଇଥାନ୍ତି ।

ଏମାନେ ନିଜ ପାର୍ଟନରଙ୍କୁ ବହୁତ ଭଲ ପାଆନ୍ତି । ସୁଖ ଦୁଖ ସମୟରେ ନିଜ ଜୀବନ ସାଥିଙ୍କ ସହ ଏହି ନାମର ଝିଅମାନେ ହାତ ଛାଡନ୍ତି ନାହି । ଏମାନେ ହୃଦୟରୁ ନିଜ ସାଥୀଙ୍କୁ ନିସ୍ଵାର୍ଥ ଭାବେ ଭଲ ପାଆନ୍ତି । ଏମାନେ ଭୁଲ କଥାକୁ କେବେ ବି ସମର୍ଥନ କରନ୍ତି ନାହି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।