କୋଭିଡ ପାଇଁ ରାଜ୍ୟରେ ବଦଳିଲା ବ୍ୟାଙ୍କିଙ୍ଗ ର ସମୟ

କୋରୋନା ଏବେ ସାରା ଦେଶର ସମସ୍ଯା ହୋଇ ସାରିଛି ତେବେ ଏହା ସହ ଲଢିବା ପାଇଁ ସରକାର ଅନେକ ଉପାୟ କରୁଛି । ଦେଶରେ କୋରୋନା ବଢିବାରେ ଲାଗିଛି । ଏହାର ସେକେଣ୍ଡ ଫେଜ ଅଧିକ ଘାତକ ଅଟେ । ତେଣୁ କରି ଏହା ପାଇଁ ନାଇଟ କରଫିଉ ମଧ୍ୟ ଲାଗିଛି । କିଛି ଜାଗାରେ ଏହା ସନ୍ଧ୍ୟା ୬ ରୁ ଆରମ୍ଭ ହୋଇ ସକାଳ ୫ ଟା ଯାଏ ରହୁଛି । ଅନ୍ୟ କେତେକ ଜିଲ୍ଲାରେ ଏ ରାତି ୯ ରୁ ଆରମ୍ଭ ହୋଇ ସକାଳ ୫ ଟା ଯାଏ । ଅଛି ।

ଶନିବାର ଓ ରବିବାର ସଟ ଡାଉନ ଘୋଷଣା କରା ଯାଇଛି । ଏହା ସହ କିଛି କାର୍ଯ୍ୟଳାୟରେ କର୍ମଚାରିଙ୍କୁ ବାହାର କରି କମ କର୍ମ ଚାରି ରକ୍ଷା ଯାଇଛି । ତେବେ ବ୍ଯାଙ୍କ ପାଇଁ ମଧ୍ୟ ନିସ୍ପତି ନେଇଛି ସରକାର । ଆସନ୍ତୁ ଜାଣିବା ଏହା କଣ ଅଟେ ।

କୋଭିଡ ସ୍ଥିତିକୁ ଆଖିରେ ରଖୀ ଗ୍ରାହାକ ସେବାକର ସମୟ କମାଇ ଦିଆ ଯାଇଛି । ଏଥିରେ କୁହା ଯାଇଛି କି ବ୍ଯାଙ୍କ ଜେଭଳି ସକାଳ ୧୦ରୁ ୪ ଥିଲା ସେଭଳି ରହିବ ମାତ୍ର ଗ୍ରାହକ ମାନେ କେବଳ ସକାଳ ୧୦ ରୁ ଦିନ ୨ ଟା ଯାଏ ବ୍ୟାଙ୍କୁ ଯାଇ ନିଜର କାମ କରି ପାରିବେ ।

ଏହି ନୂଆ ନିୟମ ରହିବା ମେ ମାସ ୧୫ ତାରିଖ ଯାଏ । ଏହି ନୂଆ ନିୟମକୁ ନେଇ ବ୍ଯାଙ୍କ କମିଟିକୁ ନିର୍ଦେଶ ଦେଇଚୀ ଅର୍ଥ ବିଭାଗ । ରୋଟେସନ ପଦ୍ଧତିରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବ ବ୍ଯାଙ୍କ ତେବେ  ଅଧା ଅଧା କରି କର୍ମଚାରି ଏବେ ବ୍ୟାଙ୍କରେ କାମ କରିବେ ନିଜର ଦିନ ହିସାବରେ ।

ଯାହା ପାଇଁ ବ୍ଯାଙ୍କ ଗହଳି କମ ହୋଇ ପାରିବ । ଏହା ଛଡା ATM ରେ ପର୍ଯ୍ୟାପ୍ତ ପରିମାଣରେ ଟଙ୍କା ରଖିବାକୁ ନିର୍ଦେଶ ଦିଆ ଯାଇଛି ବ୍ଯାଙ୍କ ମାନଙ୍କୁ । ସରକାର ନିଜର ଏହି ପଦକ୍ଷେପ ନେଇଛନ୍ତି ଲୋକଙ୍କୁ ଗହଳୀରୁ ଦୂରେଇ ରଖିବା ପାଇଁ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।