ଲଙ୍ଗ କ୍ୟାନ୍ସରରେ ପୀଡିତ Sanjay Dutt ଙ୍କ Fluid ରିପୋର୍ଟ ଆସିଲା ସାମନାକୁ, ରୋଗକୁ ନେଇ ହେଲା…

ବଲିଉଡ୍ ଆକ୍ଟର ସଂଜୟ ଦତ୍ତ ଏବେ ବହୁତ୍ ଖରାପ ସମୟକୁ ସାମ୍ନା କରୁଛନ୍ତି । ସଂଜୟ ଦତ୍ତ ଫିଲ୍ମ୍ ଇଣ୍ଡଷ୍ଟ୍ରିରୁ ବ୍ରେକ ନେଇଛନ୍ତି ଏହା ମଧ୍ୟ ବହୁତ୍ ପ୍ରକାରର କଥା ଶୁଣିବାକୁ ମିଳିଥିଲା ଶେଷରେ ଜଣା ପଡିଛି କି ସଂଜୟ ଦତ୍ତ କ୍ୟାନ୍ସର ଭଳି ମାରାତ୍ମକ ରୋଗ ଦ୍ଵାରା ପୀଡ଼ିତ । ଏହି ଖବର ସଂଜୟ ଦତ୍ତ ଙ୍କ ଫ୍ୟାନ୍ସ୍ ଙ୍କୁ ବହୁତ୍ ବଡ଼ ଝଟକା ଦେଇଛି । ଏବେ ପର୍ଯ୍ୟନ୍ତ ସଂଜୁ ବାବା ଙ୍କ ଦ୍ଵାରା କିଛି ଖାସ୍ ତଥ୍ୟ ମିଳିନାହିଁ କିନ୍ତୁ ତାଙ୍କ ପତ୍ନୀ ମାନ୍ୟତା ଲୋକଙ୍କୁ ପରିବାର ର ଚିନ୍ତା କରୁଥିବା ଯୋଗୁଁ ଧନ୍ୟବାଦ୍ କହିଛନ୍ତି ।

ମିଳିଥିବା ଖବର ଅନୁସାରେ ସଂଜୟ ଦତ୍ତ କ୍ୟାନ୍ସର ର ତୃତୀୟ ଷ୍ଟେଜ ରେ ସଂକ୍ରମିତ ହୋଇଛନ୍ତି କିନ୍ତୁ ଏବେ ଖବର ମିଳିଛି କି ସଂଜୟ ଦତ୍ତ ଙ୍କୁ ଷ୍ଟେଜ ୩ ର କ୍ୟାନ୍ସର ହୋଇ ନାହିଁ । ମିଡ଼ିଆଙ୍କ ଅନୁସାରେ ସଂଜୟ ଦତ୍ତଙ୍କୁ ଷ୍ଟେଜ ୩ ନୁହଁ ବରଂ ଷ୍ଟେଜ ୪ କ୍ୟାନ୍ସର ହୋଇଛି । ଏହାର ପରେ ସଂଜୟ ଙ୍କ ଫ୍ଲୁଇଡ ସାମ୍ପଲ୍ଲ ରିପୋର୍ଟ୍ ଆସିଥିଲା ।

ଖବର ମିଳିଛି ତାଙ୍କର ଅକ୍ସିଜେନ୍ ଲେଭଲ୍ ବହୁତ୍ କମ୍ ଅଛି, ଲଙ୍ଗରେ ଫ୍ଲୁଇଡ୍ ଜମା ହେଇଯାଇଚି, ନିଃଶ୍ୱାସ ନେବାକୁ ତାଙ୍କୁ ଅସୁବିଧା ହେଉଛି । ବୁଧବାର ଦିନ ତାଙ୍କର ରିପୋର୍ଟ ଆସିଚି ଯେଉଁଥିରେ ଏହା କନ୍ଫର୍ମ ହେଇଯାଇଛି କି ତାଙ୍କର କ୍ୟାନ୍ସର ୪ ଷ୍ଟେଜ ରେ ପହଞ୍ଚି ସାରିଛି ।

ସଂଜୟ ଦତ୍ତ ଙ୍କ କ୍ୟାନ୍ସର ଖବର ଶୁଣି ତାଙ୍କ ଫ୍ୟାନ୍ସ୍ ଏହା ପ୍ରାର୍ଥନା କରୁଛନ୍ତି କି ସେ ଖୁବ୍ ଶୀଘ୍ର ଭଲ ହେଇଯାନ୍ତୁ ଏବଂ ତାଙ୍କ ପତ୍ନୀ ମାନ୍ୟତା ସବୁ ଫ୍ୟାନସ୍ ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ଏବଂ କହିଛନ୍ତି ଗତ ୧ ବର୍ଷ ରୁ ପରିବାର ବହୁତ୍ ଖରାପ ସ୍ଥିତି କୁ ସାମ୍ନା କରୁଛି କିନ୍ତୁ ମୋତେ ବିଶ୍ୱାସ ଅଛି ଏହା ମଧ୍ୟ ଜଲ୍ଦୀ ଠିକ୍ ହେଇଯିବ ।

ଆପଣଙ୍କ ଭଲ ପାଇବା ଏବଂ ସପ୍ପୋର୍ଟ୍ ଆମକୁ ନିଶ୍ଚୟ ସାହାଯ୍ୟ କରିବ । ସଂଯୁ ଜଣେ ଯୋଦ୍ଧା ଅଟନ୍ତି ଏବଂ ସେ ନିଶ୍ଚୟ ଠିକ୍ ହେବେ । ଆମକୁ ଆପଣଙ୍କ ଆଶୀର୍ବାଦ ଏବଂ ସପୋର୍ଟ ଦରକାର୍ । ଆମେ ନିଶ୍ଚୟ ଏହି ପରିସ୍ଥିତି କୁ ସାମ୍ନା କରି ବିଜୟ ଲାଭ କରିବୁ । ସଂଜୟ ଦତ୍ତ ଙ୍କ ରିପୋ୍ଟ ଆସିଲା ପରେ ଜଣା ପଡ଼ିଛି ସେ ୪ ଷ୍ଟେଜ କ୍ୟାନ୍ସର ରେ ପୀଡ଼ିତ । ଆମେ ଭଗବାନଙ୍କ ପାଖରେ ପର୍ଥାନା କରୁଛୁ କି ସେ ଖୁବ୍ ଶୀଘ୍ର ସୁସ୍ଥ ହେଇଯାନ୍ତୁ ।

ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।