ଯେମତି ଆପଣ ସମସ୍ତେ ଜାଣିଛନ୍ତି କି ଶନିଦେବ ସୂର୍ଯ୍ୟଙ୍କର ପୁତ୍ର ଅଟନ୍ତି ଓ ତାଙ୍କୁ ଧର୍ମ ଓ ନ୍ୟାୟର ଦେବତା କୁହାଯାଏ । ଶନିବାର ଦିନଟି ବିଶେଷ ରୂପରେ ଶନିଦେବଙ୍କୁ ସମର୍ପିତ ଅଟେ । ଏହି ଦିନରେ ବିଶେଷ ରୂପରେ ଶନିଦେବଙ୍କର ପୂଜା ଅର୍ଚନା କରିବା ଦ୍ଵାରା ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି । ଏହା ଛଡା ବି ଅନ୍ୟ କିଛି ବ୍ୟକ୍ତିମାନେ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ବି କରନ୍ତି ।
ଏମିତିରେ ଶନିବାର ଦିନ ଯଦି ଆପଣ ଏମିତି କିଛି ଛୋଟ ଛୋଟ ଉପାୟ କରିବେ ତେବେ ଏହା ଦ୍ଵାରା ଆପଣଙ୍କର ଭାଗ୍ୟ ବଦଳି ଯାଇପାରେ ।
ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଏହିଭଳି ବିଶେଷ ରୂପରେ ଶନିବାର ଦିନ କରାଯାଉଥିବା କିଛି ଉପାୟ ବିଷୟରେ ସୂଚନା ଦେବାକୁ ଯାଉଛୁ ।
ଆସନ୍ତୁ ଜାଣିବା ଶନିବାର ଦିନ କେଉଁ ଉପାୟ ଗୁଡିକ କରିବା ଦ୍ଵାରା ଚମକିବ ଭାଗ୍ୟ
· ଶନିଦେବଙ୍କୁ କଳା ଓ ନୀଳ ରଙ୍ଗ ଅତି ପ୍ରିୟ ଅଟେ । ସେଥିପାଇଁ ଆପଣ ଶନିବାର ଦିନ କଳା କିମ୍ବା ନୀଳ ରଙ୍ଗର ହିଁ ବସ୍ତ୍ର ଧାରଣ କରନ୍ତୁ ।
· ଆପଣ ଶନିବାର ଦିନ ହନୁମାନଙ୍କ ମନ୍ଦିରକୁ ଯାଇ ମିଠା ପାନ ଅର୍ପଣ କରନ୍ତୁ ଓ ହନୁମାନଙ୍କର ପୂଜା ଅବଶ୍ୟ କରନ୍ତୁ । ଏହା ଦ୍ଵାରା ହନୁମାନ ଆପଣଙ୍କ ଉପରେ ପ୍ରସନ୍ନ ହେବେ ।
· ଯଦି ଆପଣ ନିଜ ଘରୁ କୌଣସି କାର୍ଯ୍ୟ ପାଇଁ ବାହାରକୁ ଯାଉଛନ୍ତି ତେବେ ସେହି ସମୟରେ ପାଖରେ ନୀଳ ରଙ୍ଗର ରୁମାଲ ରଖି ବାହାରକୁ ବାହାରନ୍ତୁ ଯାହା ଦ୍ଵାରା ଆପଣଙ୍କର କାର୍ଯ୍ୟଟି ସଫଳ ହୋଇଯିବ । ଏହା ସହିତ ଆପଣ “ଓଁ ପ୍ରାଂ ପ୍ରୀଂ ପ୍ରୌଂ ସ: ଶନୈଶ୍ଚରାୟ ନମ:” ମନ୍ତ୍ର ଜପ କରି ଘରୁ ବାହାରକୁ ବାହାରନ୍ତୁ ।
· ଆପଣ ଶନିବାର ଦିନ ନିଜ ଘର ପାଖରେ ଥିବା ଶନି ମନ୍ଦିରକୁ ଯାଇ ଶନିଦେବଙ୍କୁ ନୀଳ କିମ୍ବା ଜାମୁନି ରଙ୍ଗର ଫୁଲ ଅର୍ପଣ କରନ୍ତୁ, ଏହା ଦ୍ଵାରା ଶନିଦେବଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ସର୍ବଦା ରହିବ ।
· ଶନିବାର ଦିନ ଆପଣ ରାଶିର ସେବନ ଅବଶ୍ୟ କରନ୍ତୁ ।
ଶନିବାର ଦିନ କରାଯାଉଥିବା ଉପରୋକ୍ତ ଛୋଟ ଛୋଟ ଉପାୟ ବହୁତ ପ୍ରଭାବଶାଳି ଅଟେ । ଯଦି ଆପଣ ଏହାକୁ ନିୟମିତ ରୂପରେ କରିବେ ତେବେ ଜୀବନରେ ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିବ ।
ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।