ସାଙ୍ଗ ମାନଙ୍କୁ ଘରକୁ ଆସିବାକୁ ମନା କଲେ Shahrukh, ଫୋନ୍ ବନ୍ଦ୍ କରି ଅନୁରୋଧ କଲେ ଓ କହିଲେ କିଛି ଏମିତି…ଦେଖନ୍ତୁ Video

ମୁମ୍ବାଇ କୃଜ ଡ୍ର-ଗ ପା-ର୍ଟି-ରେ ପୁଅ ଆର୍ୟନ ଖାନ ଗି-ର-ଫ ହେବା ପରେ ଏବେ ଚିନ୍ତାରେ ଅଛନ୍ତି ଶାହରୁଖ ଖାନ । ଏମିତି କି ନିଜ ବନ୍ଧୁ ମାନଙ୍କ ଫୋନ ମଧ୍ୟ ଉଠାଉ ନାହାନ୍ତି । ପୁଅ ଆର୍ୟନ N-C-B ଦ୍ଵାରା ଗି-ର-ଫ ହେବା ପରେ ସତେ ବା ଏକ ବଡ ପାହାଡ ଭା-ଙ୍ଗି ପଡିଛି ଖାନ ପରିବାର ଉପରେ । ଯେଉଁ ମନ୍ନତ ଆଗରେ ଶହ ଶହ ଲୋକ ଆସି ଭିଡ ଜମାଉଥିଲେ, ଏବେ ସେଠାରେ ଯାଇ ଭିଡ ନ କରିବାକୁ ସ୍ପେଶାଲ ନିର୍ଦ୍ଦେଶ ଦିଆଯାଇଛି ।

ଶାହରୁଖଙ୍କ ବି-ପ-ଦ ସମୟରେ କୌଣସି ଅ-ପ୍ରୀ-ତି-କ-ର ପରିସ୍ଥିତି ସୃଷ୍ଟି ନ କରିବା ପାଇଁ ମଧ୍ୟ ଶାହରୁଖଙ୍କ ଟିମ୍ ତାଙ୍କ ଫ୍ୟାନ୍ସଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟପଟେ ଶାହରୁଖ ଖାନଙ୍କ ନିକଟତର ବନ୍ଧୁ କରଣ ଜୋହର, କାଜଲ, ଦୀପିକା ପାଦୁକୋନ ଏବଂ ଅନ୍ୟମାନେ ଶାହରୁଖ ଖାନଙ୍କୁ ନିୟମିତ କଣ୍ଟାକ୍ଟ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ସୂଚନା ମିଳିଛି କି ଶାହରୁଖ ଖାନ କାହା ସହ ମଧ୍ୟ ଅଧିକ କଥା ହେଉ ନାହାନ୍ତି ।

ଆର୍ୟନଙ୍କୁ ବେଲ୍ ନ ମିଳିବା ପରେ ମା-ନ-ସି-କ ସ୍ତ-ର-ରେ ଭା-ଙ୍ଗି ପଡିଛନ୍ତି ଶାହରୁଖ ଖାନ ଓ ଘରକୁ ଆସିବା ପରେ ସେ କାହା ସହ ବେଶୀ କଥା ହେଉ ନାହାନ୍ତି । ଆଉ ଅନ୍ୟପଟେ ଗୌରି ଖାନ ମଧ୍ୟ ନିଜକୁ ସଂପୂର୍ଣ୍ଣ ଏକୁଟିଆ ରଖୁଛନ୍ତି । ତେବେ ଶାହରୁଖଙ୍କ ପୁଅ ଆର୍ୟନଙ୍କ ସମର୍ଥନ ଅନେକ ନେତା ମନ୍ତ୍ରୀ ଓ ବଲିଉଡ ସୁପରଷ୍ଟାର ମାନେ ମଧ୍ୟ ଟ୍ବିଟ ଅରୁଛନ୍ତି । ତଥାପି ପୁଅ ଏହିଭଳି ଅବସ୍ଥାରେ ଥିବା ବେଳେ ଶାହରୁଖ ନିଜ ମନକୁ ବୁଝାଇ ପାରୁ ନାହାନ୍ତି ।

ଶୁଣିବାକୁ ମିଳୁଛି ଯେ ଶାହରୁଖଙ୍କ ନିକଟ ଲୋକମାନେ ତାଙ୍କୁ ଫୋନ କରି ସାନ୍ତ୍ଵନା ଦେବାକୁ ଚାହୁଁଛନ୍ତି, କିନ୍ତୁ ଶାହରୁଖ ନିଜ ବ୍ୟକ୍ତିଗତ ଦୁଇଟି ଯାକ ନମ୍ବର ବନ୍ଦ କରି ରଖିଛନ୍ତି । ଶାହରୁଖ କହୁଛନ୍ତି ଦୟାକରି ମୋତେ ଏକୁଟିଆ ରହିବାକୁ ଦିଅନ୍ତୁ । ତେବେ ୭ ତାରିଖ ଦିନ ଆର୍ୟନଙ୍କ N-C-B ରି-ମା-ଣ୍ଡ ଅବଧି ଶେଷ ହେଉଛି । ଶାହରୁଖ ଏହା ପୂର୍ବରୁ ନିଜ ପୁଅକୁ ନିଶ୍ଚୟ ମୁ-କୁ-ଳା-ଇ-ବା-କୁ ଚେଷ୍ଟା କରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।