ଚାଷୀ ମାନଙ୍କ ଉପରେ ଗାଡି ଚଢାଉଥିବା ଭିଡ଼ିଓ ଦେଖାଇ Modi ଙ୍କୁ କିଛି ଏମିତି ପ୍ରଶ୍ନ କଲେ Priyanka Gandhi, ଶୁଣିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ଗତ କିଛି ଦିନ ଧରି ଉତ୍ତରପ୍ରଦେଶର ଲଖୀମପୁର ଖେରୀରେ କୃଷକ ହିଂ-ସା-କା-ଣ୍ଡ ମା-ମ-ଲା ଦେଶରେ ଚର୍ଚ୍ଚାର ପାଲଟିଛି । ଆ-ନ୍ଦୋ-ଳ-ନ ସମୟରେ କୃଷକଙ୍କ ଉପରେ ଗାଡି ଚ-ଢା-ଇ-ଦେ-ବା ଘ-ଟ-ଣା-ରେ ଉ-ତ୍ତେ-ଜି-ତ ରହିଛି ଲଖୀମପୁର ଖେରୀ ଇଲାକା । ତେବେ କଂଗ୍ରେସ ସଚିବ ପ୍ରିୟଙ୍କା ଗାନ୍ଧୀ ପୀଡିତଙ୍କ ପରିବାରକୁ ଭେଟିବାକୁ ଯାଇଥିବା ବେଳେ ତାଙ୍କୁ ପୋ-ଲି-ସ ଦ୍ଵାରା ଅ-ଟ-କ ରଖାଯାଇ ଥିଲା ଓ ଗି-ର-ଫ କରି ସୀତାପୁରର ଏକ ଗେଷ୍ଟ ହାଉସରେ ରଖା ଯାଇଥିଲା ।

ସେଠାରେ ସରକାର କୃଷକଙ୍କ ସ୍ଵର ଦ-ବେ-ଇ-ବା-କୁ ଚେଷ୍ଟା କରୁଥିବା କହିଥିଲେ ପ୍ରିୟଙ୍କା । ଆଜି ସ୍ଵାଧୀନତାର ଅମୃତ ଉତ୍ସବ ପାଳନ କରିବାକୁ ମୋଦୀ ଲକ୍ଷ୍ନୌ ଆସୁଛନ୍ତି ବୋଲି ଶୁଣି, ପ୍ରିୟଙ୍କା ଏକ ଭି-ଡି-ଓ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସିଧାସଳଖ ପ୍ରଶ୍ନ କରିଛନ୍ତି । ଭି-ଡି-ଓ-ରେ ସେ କୃଷକଙ୍କ ଉପରେ ଗାଡି ଚ-ଢି-ବା ଦୃଶ୍ୟକୁ ଦେଖାଇ କହୁଛନ୍ତି, ଏହି ଭି-ଡି-ଓରେ ମୋଦୀ ସରକାରଙ୍କ ଜଣେ ମନ୍ତ୍ରୀଙ୍କ ପୁଅ କୃଷକଙ୍କ ଉପରେ ଗାଡି ଚଢାଉଥିବାର ଦେଖିବାକୁ ମିଳୁଛି ।

ପ୍ରିୟଙ୍କା ମୋଦୀଙ୍କୁ କହୁଛନ୍ତି ଏହି ଭି-ଡି-ଓ-କୁ ଦେଖି ଦେଶବାସୀଙ୍କୁ ଜବାବ ଦିଅନ୍ତୁ କି ଏହି ମନ୍ତ୍ରୀଙ୍କୁ କଣ ପାଇଁ ଏବେ ଯାଏଁ ବରଖାସ୍ତ କରାଯାଇ ନାହିଁ ଓ ତାଙ୍କ ପୁଅକୁ ଏବେ ଯାଏଁ ଗି-ର-ଫ କାହିଁକି କରାଯାଇ ନାହିଁ ? ପ୍ରିୟଙ୍କାଙ୍କ ପରି କେତେକେ ବିପକ୍ଷ ନେତାଙ୍କୁ ବିନା କୌଣସି ୱା-ରେ-ଣ୍ଟ-ରେ ଗି-ର-ଫ କରାଯାଇଛି । କିନ୍ତୁ କୃଷକଙ୍କ ମୃ-ତ୍ୟୁ ପାଇଁ ଦାୟୀ ଏହି ବ୍ୟକ୍ତି ସ୍ଵାଧୀନ ଭାବେ କାହିଁକି ବୁଲୁଛି ବୋଲି ସେ ପ୍ରଶ୍ନ କରିଛନ୍ତି ?

ସେ ଆହୁରି ମଧ୍ୟ କହିଛନ୍ତି, “ମୋଦୀଜି ଆଜି ଯେତେବେଳେ ଆପଣ ସ୍ଵାଧୀନତାର ଅମୃତ ଉତ୍ସବ ପାଳନ କରିବା ପାଇଁ ମଞ୍ଚରେ ବସିବେ ସେତେବେଳେ ମନେ ପକାଇବେ କି ଆମକୁ କୃଷକ ମାନେ ହିଁ ସ୍ଵାଧୀନତା ଦେଇଛନ୍ତି । ସୀମାରେ ଏହି କୃଷକଙ୍କ ପୁଅ ହିଁ ଆଜି ଦେଶର ସୁରକ୍ଷାରେ ନିୟୋଜିତ ଅଛନ୍ତି । ଅନେକ ମାସ ଧରି କୃଷକ ଆକୁଳ ହୋଇ ନିଜ ସ୍ଵର ଉଠାଉଛି କିନ୍ତୁ ଆପଣ ଏହାକୁ ଅଣଶୁଣା କରି ଦେଉଛନ୍ତି । ଯେଉଁମାନେ ଆମ ଦେଶର ଅନ୍ନଦାତା ଏବଂ ଆତ୍ମା ସେମାନଙ୍କ ପାଖକୁ ଆସି ତାଙ୍କ ପୀ-ଡା ବୁଝନ୍ତୁ ।

ସେମାନଙ୍କ ସୁରକ୍ଷା କରିବା ଆପଣଙ୍କ ଧର୍ମ ଅଟେ ଓ ଯେଉଁ ସମ୍ବିଧାନରେ ଆପଣ ଶପଥ ନେଇଛନ୍ତି ତାହାର ଧର୍ମ ଅଟେ । ସେମାନଙ୍କ ପ୍ରତି ଆପଣଙ୍କ କର୍ତ୍ତବ୍ୟ ରହିଛି । ଜୟ ହିନ୍ଦ ଜୟ କିଶାନ ।” ଆପଣଙ୍କୁ ପ୍ରିୟଙ୍କାଙ୍କ କଥା କେତେ ଦୂର ଯୁକ୍ତିଯୁକ୍ତ ଲାଗିଲା ଆମକୁ କମେଣ୍ଟ କରି ଜଣାଇବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।