Mumbai କୃଜ ଡ୍ରଗ ପାର୍ଟିରେ Odisha ଲିଙ୍କ, Aryan ଙ୍କ ସହ ଏହି ଓଡିଆ ବ୍ୟକ୍ତି ମଧ୍ୟ ହୋଇଛନ୍ତି ଗିରଫ

ମୁମ୍ବାଇରେ କର୍ଡେଲିଆ କୃଜ ଡ୍ର-ଗ ପା-ର୍ଟି-ରେ ଗି-ର-ଫ-ଙ୍କ ସଂଖ୍ୟା ୧୧ କୁ ବୃଦ୍ଧି ପାଇଛି । ଆର୍ୟନ, ତାଙ୍କ ବନ୍ଧୁ ଅରବାଜ ଓ ମୁନମୁନଙ୍କ ପରେ ଅନ୍ୟ ଆଠ ଜଣଙ୍କୁ ମଧ୍ୟ ଗି-ର-ଫ କରିଛି N-C-B । ତେବେ ସବୁଠୁ ବଡ କଥା ହେଉଛି ସେମାନଙ୍କ ମଧ୍ୟରେ ଜଣେ ଓଡିଆ ବ୍ୟକ୍ତି ଥିବା ନେଇ ମଧ୍ୟ ଚର୍ଚ୍ଚା ଜୋ-ର ଧରିଛି । ଜାତୀୟ ଗ-ଣ-ମା-ଧ୍ୟ-ମ-ର ଖବର ଅନୁସାରେ ଗି-ର-ଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଓଡିଆ ମଧ୍ୟ ରହିଛନ୍ତି । ତେବେ ତାଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ତଥ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସାମନାକୁ ଆସିନାହିଁ ।

ବର୍ତ୍ତମାନ କିଙ୍ଗ ଖାନଙ୍କ ପୁଅ ଆର୍ୟନ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ N-C-B ରି-ମା-ଣ୍ଡ-ରେ ରହିଛନ୍ତି । ଆର୍ୟନ କୃଜ ପାର୍ଟିରେ କଣ କରୁଥିଲେ, ଆଗରୁ କେତେ ଥର ଯାଇଥିଲେ ଓ ଡ୍ର-ଗ୍ସ ନେଇଥିଲେ କି ନାହିଁ ଏହି ସବୁର ତ-ଦ-ନ୍ତ କରିବ N-C-B । ତେବେ ମୁମ୍ବାଇର ସମୁଦ୍ର ଭିତରେ କୃଜରେ ରେ-ଭ ପା-ର୍ଟି ମାମଲାରେ ଆର୍ୟନଙ୍କ ସହ ଜଣେ ଓଡିଆ ମଧ୍ୟ ଗି-ର-ଫ ହୋଇଥିବା ନେଇ ସବୁଆଡେ ଚର୍ଚ୍ଚା ହେଉଛି । ତେବବେ ଓଡିଶାର ଏହି ବ୍ୟକ୍ତିଙ୍କୁ ମିଶାଇ ପ୍ରାୟ ୧୧ ଜଣ ଏହି ଡ୍ର-ଗ୍ସ ମା-ମ-ଲା-ରେ ଗି-ର-ଫ ହୋଇ ସାରିଲେଣି ।

ତେବେ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଗି-ର-ଫ ହୋଇଥିବା ଏହି କୃଜ ପାର୍ଟିର ଖିଅ କେଉଁ ପର୍ଯ୍ୟନ୍ତ ଲମ୍ବିଛି ? ଡ୍ର-ଗ୍ସ କେଉଁ ଠାରୁ ଆସିଛି ? ଆର୍ୟନ ସାମିଲ ହୋଇଥିବା ଡ୍ର-ଗ୍ସ ପା-ର୍ଟି-ର ଲିଙ୍କ ଖୋଜୁଥିବା N-C-B ହାତରେ ଲାଗିଛି ଏବେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଆର୍ୟନଙ୍କ ମୋବାଇଲରେ ଥିବା ଚାଟ୍, ଫଟୋ ଏବଂ ଭି-ଡି-ଓ-ରୁ କିଛି ବଡ ସୁରାକ ମିଳିଛି । ଡ୍ର-ଗ୍ସ ଏବଂ ଏହି ସମ୍ପର୍କିତ ସାମଗ୍ରୀ ବିଦେଶରୁ ଆସୁଥିଲା ବୋଲି ପଚରା ଉଚରା ସମୟରେ ଆର୍ୟନଙ୍କ ବୟାନ ଏହି ଦିଗରେ ଇଙ୍ଗିତ କରୁଥିବା ଜଣାପଡିଛି ।

ମୁମ୍ବାଇରୁ କେଉଁ ଦେଶକୁ ଲମ୍ବିଛି ଏହି ଡ୍ର-ଗ୍ସ କା-ର-ବା-ର ତାକୁ ଧରିବାକୁ ତ-ଦ-ନ୍ତ ପରିସୀମାକୁ ବଢାଯାଇଛି । ମୁମ୍ବାଇ N-C-B ସହ ଦିଲ୍ଲୀ N-C-B ର ଏକ ସ୍ଵତନ୍ତ୍ର ଟିମ୍ ମଧ୍ୟ ଏହି ମା-ମ-ଲା-ରେ ତ-ଦ-ନ୍ତ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।