ଗଭୀର ଜଳରେ ଛାଡିଲେ ଶେଷ ନିଶ୍ଵାସ, କାନ୍ଦି କାନ୍ଦି ମା’ଙ୍କ ଅବସ୍ଥା ଖରାପ, Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ଏ ସବୁ ଭାଗ୍ଯର ଖେଳ । ନଦୀକୁ ଗାଧୋଇବା ପାଇଁ ଯାଇଥିଲେ ବାପା, ପୁଅ ଓ ଝିଅ । କିନ୍ତୁ ମହାନଦୀର ଗଭୀର ଜଳରେ ଚିରଦିନ ପାଇଁ ଏକା ସାଙ୍ଗେ ଆଖି ବୁଜି ଦେଲେ । କିଏ ଜାଣିଥିଲା ଗଭୀର ଜଳରେ ଛ-କି ବସିଥିଲା କା-ଳ । ଏକା ସାଙ୍ଗେ ଘରର ତିନି ତିନି ଜଣଙ୍କୁ ହ-ରା-ଇ ଭା-ଙ୍ଗି ପଡିଛି ପୁରା ପରିବାର । ବାପାଙ୍କ ସହ ପୁଅ ଓ ଝିଅ ଦୁଇ ଜଣଙ୍କୁ ମହାନଦୀର ପ୍ର-ଖ-ର ସ୍ରୋ-ତ ଟା-ଣି-ନେଲା । ପାଣି ପିଇ ପିଇ ଅଣ-ନିଃ-ଶ୍ବା-ସୀ ହୋଇଗଲେ, ଆଉ ଶେଷରେ ଗଭୀର ଜଳରେ ଶେଷ ନିଃଶ୍ଵାସ ଛାଡି ଆରପାରିକୁ ଚାଲିଗଲେ ।

ବାପା ଓ ପୁଅଙ୍କ ମୃ-ତ-ଦେ-ହ ଉ-ଦ୍ଧା-ର ହେବା ପରେ ଗତକାଲି ଝିଅର ମୃ-ତ-ଦେ-ହ ମଧ୍ୟ ଉ-ଦ୍ଧା-ର ହୋଇଥିଲା । ଗୋଟିଏ ପରିବାରର ଏକା ଥରେ ତିନିଜଣଙ୍କ ମୃ-ତ୍ୟୁ ପରେ ପରିବାର ଉପରେ ଯାହା ବିତୁଥିବ ତାହା କହିବା କ-ଷ୍ଟ-କ-ର ହେବ । ବାପା ଓ ପୁଅଙ୍କ ମୃ-ତ-ଦେ-ହ ଉ-ଦ୍ଧା-ର ହେବା ପରେ ଝିଅର ମୃ-ତ-ଦେ-ହ ଖୋଜିବା ଅ-ଗ୍ନି-ଶ-ମ ବିଭାଗ ପାଇଁ ଏକ ଚ୍ୟାଲେଞ୍ଜ ହୋଇ ଯାଇଥିଲା । ପାଣି ତଳେ ପ୍ରାୟ ୩୦ ଫୁଟ ତଳେ ଏକ ଗଛରେ ଝିଅର ମୃ-ତ-ଦେ-ହ ଅ-ଟ-କି ରହି ଯାଇଥିଲା ।

ଭିତରକୁ ଯାଇ ଖୋଜାଖୋଜି କରିବା ପରେ ଯାଇ ଝିଅର ଶ-ରୀ-ର ଉପରକୁ ଭା-ସି ଉଠିଥିଲା । ମୃ-ତ-କ ବାପାଙ୍କ ନାମ ହେଉଛି ମହମ୍ମଦ ଅଲତାବ । ଘରେ ପତ୍ନୀ, ଦୁଇ ଝିଅ ଓ ପୁଅକୁ ନେଇ ତାଙ୍କ ସଂସାର । ଏକ ଛୋଟ ହୋଟେଲରେ ଜଳଖିଆ ବିକ୍ରି କରି ଜୀବନ ଅତିବାହିତ କରୁଥିଲେ । ଅତ୍ୟନ୍ତ ଗରିବ ପରିବାରର କହିଲେ ଚଳେ । ମହାନଦୀକୁ ପୁଅ ଓ ଝିଅକୁ ନେଇ ଗାଧୋଇବାକୁ ଯାଇଥିଲେ କିନ୍ତୁ କ୍ଷଣକରେ ଉ-ଜୁ-ଡି-ଗଲା ସୁନାର ସଂସାର । ଏକ ବେଳେ ସ୍ଵାମୀ, ପୁଅ ଓ ଝିଅକୁ ହରାଇ ଅସମ୍ଭାଳ ହୋଇ ପଡିଛନ୍ତି ପତ୍ନୀ ।

ଏତେ ବଡ ଦୁଃଖର ପାହାଡ ତାଙ୍କ ଉପରେ ଲଦି ହୋଇ ପଡିଛି, ଯାହା ବର୍ଣ୍ଣନା କରିବା କଷ୍ଟକର ଅଟେ । ଏବେ କାହା ସାହାରାରେ ବଞ୍ଚିବେ ପତ୍ନୀ ? ଅସମୟରେ ଚାଲିଗଲା ତିନୋଟି ଜୀବନ । କୌଣସି ବି ସାହାଯ୍ୟ ଏହି ପରିବାରର କ୍ଷତିପୂରଣ କରିପାରିବ ନାହିଁ । ତଥାପି ଏହି ଦୁଃଖୀ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରୁଛନ୍ତି ସ୍ଥାନୀୟ ଲୋକେ ଓ ତାଙ୍କ ସମ୍ପର୍କୀୟ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।