ACFO ସୌମ୍ଯଙ୍କ ମୃତ୍ୟୁ ମାମଲାରେ ନୂଆ ଟ୍ଵିଷ୍ଟ, କଳା ପଲିଥିନରେ ସୌମ୍ଯଙ୍କ ପୋଡା କପଡା କାହିଁକି ନେଉଥିଲେ OIC Mamata Panda ଆଉ IIC Bibekananda Swain, ଦେଖନ୍ତୁ Video

ବହୁଚର୍ଚ୍ଚିତ ACFO ସୌମ୍ଯ ରଞ୍ଜନ ମୃ-ତ୍ୟୁ ମା-ମ-ଲା-ରେ ସାମନାକୁ ଆସିଛି ଏକ ନୂଆ ଭି-ଡି-ଓ । ଭି-ଡି-ଓ-ରେ ଆପଣ ଦେଖି ପାରୁଥିବେ ଓଆଇସି ମମତା ପଣ୍ଡାଙ୍କୁ । ସେ ହାତରେ ଧରିଛନ୍ତି ଏକ କଳା ପଲିଥିନ ଓ ଆଉ ଜଣେ ସୌମ୍ଯଙ୍କ ଘରେ ପଡିଥିବା ପୋ-ଡା କ-ପ-ଡା ଗୁଡିକୁ ସେହି ପଲିଥିନରେ ଭର୍ତ୍ତି କରି ଦେଉଛନ୍ତି । ସେଠାରେ ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ଵାଇଁ ମଧ୍ୟ ଉପସ୍ଥିତ ଅଛନ୍ତି । ସେ ACFO ସୌମ୍ଯ ରଞ୍ଜନ ମୃ-ତ୍ୟୁ ମା-ମ-ଲା-ର ପ୍ରଥମେ ତ-ଦ-ନ୍ତ କରୁଥିଲେ ।

ଏହାପରେ ସମସ୍ତେ ଘର ବନ୍ଦ କରି ଚାଲି ଆସୁଛନ୍ତି । ହାତରେ ରହିଛି ଏକ ନୋଟ ବୁକ ଓ ପ୍ର-ମା-ଣ ତ-ଥ୍ୟ । କିନ୍ତୁ ଏହା ଦେଖିଲେ ପ୍ରଶ୍ନ ଉଠୁଛି ଏହା କେଉଁ ପ୍ରକାର ପ୍ର-ମା-ଣ ତ-ଥ୍ୟ ସଂଗ୍ରହ ? ଏକ କଳା ପଲିଥିନରେ ଏହି ପୋ-ଡା କ-ପ-ଡା-କୁ କାହିଁକି ପୁରା ଗଲା ? ଦ୍ଵିତୀୟତଃ ଏହି ରୁମର ଚାବି ମମତା ପଣ୍ଡାଙ୍କ ପାଖେ ଥିବା ମଧ୍ୟ କହିଥିଲେ ସୌମ୍ୟଙ୍କ ବାପା । ଏହା ପରେ ଏହି ଭି-ଡି-ଓ ନେଇ ଆହୁରି ଅନେକ ପ୍ରଶ୍ନ ଉଠୁଛି । ରୁମକୁ କାହିଁକି ସାଧାରଣ ଭାବେ ତାଲା ପକାଯାଉଛି ? କାହିଁକି ସି-ଲ୍ କରାଯାଉ ନାହିଁ ?

ଆରମ୍ଭରୁ ଏହି କଥା ମଧ୍ୟ ଉଠାଇଥିଲେ ସୌମ୍ୟଙ୍କ ବାପା ଓ ଭାଇ । ତେବେ ଏହା କେଉଁ ଦିନର ଘ-ଟ-ଣା ? ଭି-ଡି-ଓ ଦେଖିଲେ ଲାଗୁଛି ଏହା ଜୁଲାଇ ୧୨ ତାରିଖ ରାତି ତଥା ଘ-ଟ-ଣା ଦିନର ଭି-ଡି-ଓ ବୋଲି । ଏହି ଭି-ଡି-ଓ ନେଇ ମନକୁ ଆନ୍ଦୋଳିତ କରୁଛି ଅନେକ ପ୍ରଶ୍ନ । ଭାରତୀୟ ବିକାଶ ପରିଷଦର ଜଗତସିଂପୁର ଜିଲ୍ଲା ସଭାପତି ସୁବ୍ରତ କୁମାର ଦାସ ମଧ୍ୟ ଏହି ଭି-ଡି-ଓ-କୁ ନେଇ ପ୍ରଶ୍ନ କରିଛନ୍ତି । ସୌମ୍ୟଙ୍କ ବିଷୟରେ ଜାଣିବା ପରେ ତାଙ୍କ ପରିବାରକୁ ନ୍ୟା-ୟ ଦେବା ପାଇଁ ସେ କେନ୍ଦ୍ର ମାନବାଧିକାର କମିଶନଙ୍କ ଦ୍ଵାରସ୍ଥ ହୋଇଥିଲେ ।

ଏହାପରେ କେନ୍ଦ୍ର ମାନବାଧିକାର କମିଶନ ଏହି କେ-ସ୍ କୁ ଅନୁଧ୍ୟାନ କରିବା ସହ ଗତ ଅଗଷ୍ଟ ୨୩ ତାରିଖରେ ଜଙ୍ଗଲ ବିଭାଗର ମୁଖ୍ୟ ଶାସନ ସଚିବ ଓ ଓଡିଶା ପୋଲିସ ଡିଜିଙ୍କୁ ତୁରନ୍ତ ସମସ୍ତ ତ-ଦ-ନ୍ତ ରି-ପୋ-ର୍ଟ ଦେବା ପାଇଁ ଅର୍ଡର କରିଥିଲେ । ଏହାସହ ଏହି ମା-ମ-ଲା-ରେ ସୁବ୍ରତ ମାନ୍ୟବର କମିଶନଙ୍କ ପାଖରେ ୧୧ ଗୋଟି ତଥ୍ୟ ଦାଖଲ କରିଥିଲେ । ତେବେ ବର୍ତ୍ତମାନ ଏହି ସ-ମ୍ବେ-ଦ-ନ-ଶୀ-ଳ ଭି-ଡି-ଓ-କୁ ନେଇ ମଧ୍ୟ ସେ NHRC ଙ୍କ ନିକଟରେ ଏ-ତ-ଲା ଦେଇଛନ୍ତି ।

ତାଙ୍କର ବିଶ୍ବାସ କି NHRC ଏହି ମା-ମ-ଲା-ର ତ-ଦ-ନ୍ତ କଲେ ସୌମ୍ୟଙ୍କ ମୃ-ତ୍ୟୁ ର-ହ-ସ୍ୟ ଉପରୁ ନିଶ୍ଚୟ ଶୀଘ୍ର ପରଦା ଉଠିବ । ଏହି କେ-ସ୍ ରେ ସେମାନେ ହାଇକୋର୍ଟର ଦ୍ଵାରସ୍ଥ ହୋଇ C-B-I ତ-ଦ-ନ୍ତ ମଧ୍ୟ ଦାବି କରିଛନ୍ତି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ସେମାନେ ସୌମ୍ଯଙ୍କ ପରିବାର ସହ ସର୍ବଦା ଅଛନ୍ତି ବୋଲି କହିଛନ୍ତି । ତେବେ ଏହି ସମସ୍ତ କାର୍ଯ୍ୟକାରୀ ହେଲେ ସୌମ୍ୟଙ୍କ ମୃ-ତ୍ୟୁ ତ-ଦ-ନ୍ତ-ରେ ନିଶ୍ଚୟ ଏକ ନୂଆ ଦିଗ ସମାନାକୁ ଆସିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।