ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶମାନଙ୍କର ସୂଚୀରେ ଭାରତ ଏହି ନମ୍ବରରେ, ପାକିସ୍ତାନକୁ ମିଳିଛି ଏହି ସ୍ଥାନ….

ଆପଣମାନେ ପ୍ରାୟତଃ ଚିନ୍ତା କରୁଥିବ କି ବିଶ୍ଵର ସବୁଠୁ ଶକ୍ତିଶାଳୀ ଦେଶ କିଏ ଅଟେ ? କିନ୍ତୁ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଉଛୁ । ଏବଂ କହିବୁ କି ଭାରତ ଏହି ଲିସ୍ଟରେ କେଉଁ ସ୍ଥାନରେ ଅଛି ଏବଂ ପାକିସ୍ତାନକୁ କେଉଁ ସ୍ଥାନ ମିଳିଛି । ତେବେ ଚାଲନ୍ତୁ ଜାଣିବା ଏହି ଲିସ୍ଟ ବିଷୟରେ । ଆପଣଙ୍କୁ କହି ଦେଉଛୁ ଯେ ଯେତେବେଳେ ଆପଣ ଜାଣିବେ କି ପାକିସ୍ତାନକୁ କେଉଁ ସ୍ଥାନ ଦିଆ ଯାଇଛି ତେବ ଆପଣ ହସି ହସି ଗଡି ଯିବେ ।

ଇଣ୍ଡିଆ : –

କହି ଦେଉଛୁ ଯେ ସବୁଠୁ ଶକ୍ତିଶାଳି ଦେଶର ଲିସ୍ଟ ଜାରି ହୋଇ ସାରିଛି । ଯେଉଁଥିରେ ଭାରତକୁ ଚତୁର୍ଥ ସ୍ଥାନ ମିଳିଛି । ବର୍ତ୍ତମାନ ଭାରତ କୌଣସି ଦେଶକୁ ବି ନିଜ ଆଗରେ ମୁଣ୍ଡ ତଳକୁ କରିବା ପାଇଁ ବାଧ୍ୟ କରି ପାରିବ । ଆମେ ଆପଣକୁ କହି ଦେଉଛୁ ଯେ ଭାରତ ବର୍ତ୍ତମାନ ଏକ ସକ୍ଷମ ଦେଶ ଅଟେ ଏବଂ ସେ କୌଣସି ବି ପରିସ୍ଥିତିକୁ ବି ସାମନା କରି ପାରିବ ।

ସବୁଠୁ ଶକ୍ତିଶାଳି ଦେଶର ସୂଚୀ : –

ଏକ ସର୍ବେ କରିବା ପରେ ବାହାରିଛି କି କେଉଁ ଦେଶ କେତେ ଶକ୍ତିଶାଳି ଅଟେ । ଏବଂ କେଉଁ ସ୍ଥାନରେ କେଉଁ ଦେଶର ନାମ ଆସୁଛି । କାରଣ ବିଶ୍ଵରେ ଏମିତି ବହୁତ ଦେଶ ଅଛି ଯେଉଁମାନେ ବହୁତ ଶକ୍ତିଶାଳି ଅଟନ୍ତି । ଯାହାଙ୍କ ସାମନା କେହି ବି କରି ପାରିବେ ନାହିଁ । ଏହି ଲିସ୍ଟରେ ଭାରତ ଚତୁର୍ଥ ସ୍ଥାନରେ ଅଛି । ବର୍ତ୍ତମାନ ଭାରତ ଯେ କୌଣସି ଦେଶ ସହିତ ବି ଟକ୍କର ନେଇ ପାରିବ ।

ଏବଂ ବର୍ତ୍ତମାନ ଭାରତ ଏକ ବିକଶିତ ଦେଶ ଅଟେ । ବର୍ତ୍ତମାନ ଭାରତ ପାଖରେ ନୂଆ ନୂଆ ଟେକ୍ନୋଲଜୀ ଅଛି ଯାହାର ବଳରେ ଭାରତ ବହୁତ କିଛି କରି ପାରିବ ।

ପାକିସ୍ତାନ –

ଏହି ଲିସ୍ଟରେ ପାକିସ୍ତାନକୁ ବର୍ତ୍ତମାନ ସମୟ ଅନୁସାରେ ୧୩ ନମ୍ବର ଦିଆ ଯାଇଛି । ଏହି ଲିସ୍ଟକୁ ଦେଖି ପାକିସ୍ତାନ ବହୁତ ଡରି ଯାଇଛି କାରଣ ପାକିସ୍ତାନ ବହୁତ ପଛରେ ଅଛି ଏବଂ ଭାରତ ବହୁତ ଆଗରେ ଅଛି । ପାକିସ୍ତାନ ବର୍ତ୍ତମାନ ବହୁତ ଚିନ୍ତିତ ଅଛି କାରଣ ସବୁ ଜିନିଷରେ ସେ କମଜୋର ଅଛି ଭାରତ ଆଗରେ । ଏହାର କାରଣ ୨୫ ଦେଶର ଏହି ଲିସ୍ଟକୁ ଦେଖିଲେ ଆପଣ ଜାଣି ପାରିବେ ।

ଆପଣମାନଙ୍କୁ ପାକିସ୍ତାନର ସ୍ଥାନ ଏହି ଲିସ୍ଟରେ ଦେଖି ବହୁତ ଖୁସି ଲାଗିବ କାରଣ ବର୍ତ୍ତମାନ ଆପଣ ଜାଣି ପାରିବେ କି ପାକିସ୍ତାନ ଭାରତ ଆଗରେ କେତେ କମଜୋର ଅଟେ ।

ଆଶାକରୁଛୁ ଆମର ଏହି ଆର୍ଟିକୀଲ ଟି ଆପଣଙ୍କୁ ଭଲ ଲାଗିଥିବ, ଆମ ଦେଶ ପାଇଁ ଗର୍ବରେ ଗୋଟେ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ଯୋଡି ହେବା ପାଇଁ ପେଜକୁ ଲାଇକ କରନ୍ତୁ ।