ସକାଳୁ ଉଠିବା ପରେ ମହିଳାଙ୍କର ଏହି ୧ ଜିନିଷ କେବେ ବି ଦେଖନ୍ତୁ ନାହିଁ, ପୁରା ପରିବାର ହେଇଯାଏ ଭିକାରି- Chanakya Niti

ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ୱାରା ରଚିତ ଏକ ନୀତିଗ୍ରଣ୍ଠ ଅଟେ । ଏଥିରେ ଜୀବନକୁ ଶୁଖି ଶାନ୍ତି ମେ ରଖିବାର ଉପଯୋଗ ନିୟମ ବିଷୟ ରେ ବର୍ଣ୍ଣନା କରାଯାଇଛି । ଏହି ଗ୍ରାଁଥର ମୁଖ୍ୟ ଉଦେଶ୍ୟ ମାନବ ସମାଜକୁ ଜୀବନର ସବୁ ଅବସ୍ଥାର ବ୍ୟବହାରିକ ଶିକ୍ଷା ଦେଇଥାଏ । ଚାଣକ୍ୟ ଏହି ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରାଇପାରିଥିଲେ । ଆଜି ଆସନ୍ତୁ ଜାଣିବା ଚାଣକ୍ୟଙ୍କ ଏପରି କିଛି ଗୁରୁତ୍ୱପୂର୍ଣ୍ଣ କଥା ବିଷୟ ରେ ଯାହାକି ଜୀବନର କୌଣସି ନା କୌଣସି ପରିସ୍ଥିତି ରେ କାମରେ ଆସିବ ।

ଚାଣକ୍ୟ ନୀତି ଅନୁସାରେ ସକାଳୁ ଉଠି ମହିଳାଙ୍କର ଏହି ଜିନିଷ ଦେଖିବା ଦ୍ୱାରା ଘରେ ଦାରିଦ୍ର୍ୟତା ବୃଦ୍ଧି ହଉଥାଏ । ପ୍ରତ୍ୟେକ ସକାଳ ସବୁ ବ୍ୟକ୍ତିଙ୍କ ପସିନ କିଛି ନୂଆ ଆଶା ନେଇ ଆସିଥାଏ ।

ଯଦି ସକାଳ ସମୟଟି ଖୁସିରେ ବିତିଥାଏ ତେବେ ପୁରା ଦିନଟି ଖୁସି ରେ ବିତିଥାଏ । ଯଦି ସକାଳୁ କୌଣସି ଅଶୁଭ ଜିନିଷ ଦେଖାନ୍ତି ତେବେ ପୁରା ଦିନଟି ନଷ୍ଟ ହୋଇଯାଏ । ଆଜି ଆମେ ଆପଣଙ୍କୁ ଏହି ପରି ୫ ଟି ଅଶୁଭ ତତ୍ୱ ବିଷୟରେ ଜଣାଇବୁ ଯାହାକି ସକାଳୁ ଉଠି ଦେଖିଲେ ଆପଣଙ୍କ ଦିନଟି ଅଶୁଭ ହୋଇଥାଏ ।

୧ – ସକାଳୁ ଉଠି ପ୍ରଥମେ କୌଣସି ଅହଙ୍କାରୀ ବ୍ୟକ୍ତି ବା ଚାରିତ୍ରହୀନା ମହିଳାଙ୍କ ଚେହେରା ଦେଖିବା ଉଚିତ ନୁହେଁ । ଏହାଦ୍ୱାରା ଆପଣଙ୍କ ମନୋବଳ ଦୁର୍ବଳ ହୋଇଥାଏ କୌଣସି କାମରେ ମନ ଲାଗେନାହିଁ । ଏଥିପାଇଁ ସକାଳୁ ଉଠି ଭଗବାନ ନଚେତ ନିଜର ପିତା ମାତାଙ୍କ ଦେଖନ୍ତୁ ସବୁ କାର୍ଯ୍ୟ ସଫଳ ହେବ ।

୨ – କୌଣସି ଭଙ୍ଗା ଆଇନାର ସକାଳୁ ଉଠି ନିଜର ଚେହେରାକୁ ଦେଖନ୍ତୁ ନାହିଁ । ଏହାଦ୍ୱାରା ବ୍ୟକ୍ତି କାଙ୍ଗାଳ ହୋଇଯାଏ । କାହିଁକି ଏଥିରେ ନକରାତ୍ମକ ଅଭାବ ବହୁତ ଅଧିକ ଥାଏ । ଯାହାଦ୍ବାରାକି ଆପଣଙ୍କର ସକରାତ୍ମକ ପ୍ରଭାବ ନଷ୍ଟ ହୋଇ ନକରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ । ଏଥିପାଇଁ ସକାଳୁ ଉଠି ଭଙ୍ଗା ଆଇନା ଦେଖିବା ଉଚିତ ନୁହେଁ ।

୩ – ସକାଳୁ ଉଠି ଓଲଟିଯାଇଥିବା ଚପଲ , ବୁଢିଆଣି ବସା ଓ ଧାରୁଆ ଜିନିଷ କୁ ଦେଖିବା ଉଚିତ ନୁହେଁ । ଏହାଦ୍ୱାରା ବ୍ୟକ୍ତି ରୋଗଗ୍ରସ୍ତ ହୋଇଥାଏ ଓ ପୁରା ଦିନଟି ନକରାତ୍ମକ ପ୍ରଭାବ ରହିଥାଏ । ଏଥିପାଇଁ ସକାଳୁ ଉଠି ଏହି ଜିନିଷ ଦେଖିବା ଉଚିତ ନୁହେଁ ।

୪ – ସକାଳୁ ଉଠି ଖାଲି ବାସନ କୁସନ , ଖାଲି ପର୍ସ ଏବଂ କୌଣସି ଖାଲିଥିବା ଜିନିଷ ଦେଖିବା ଉଚିତ ନୁହେଁ ଏହା ଦ୍ୱାରା ବ୍ୟକ୍ତିର ପ୍ରଗତିରେ ବାଧା ସୃଷ୍ଟି ହୋଇଥାଏ । ଏଥି ପାଇଁ ସକାଳୁ ଉଠି ଏହି ଜିନିଷ ଦେଖିବା ଉଚିତ ନୁହେଁ ।

୫ – ସକାଳୁ ଉଠି କୌଣସି କଲି ଝଗଡା ଦେଖନ୍ତୁ ନାହିଁ ଏହା ଦ୍ୱାରା ବ୍ୟକ୍ତି ମନରେ କୁପ୍ରଭାଵ ପଡିଥାଏ ଯାହାଦ୍ବାରାକି ସେ କୌଣସି କାର୍ଯ୍ୟରେ ସଫଳତା ପାଏ ନାହିଁ । ଏଥି ପାଇଁ ସକାଳୁ ଉଠି ଏହି ଜିନିଷ ଦେଖିବା ଉଚିତ ନୁହେଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ