କେବଳ ଏହି ୩ ଟି ପ୍ରଶ୍ନ ନିଜ ପ୍ରେମୀ ବା ପ୍ରେମିକାଙ୍କୁ ପଚାରି ଦେଖନ୍ତୁ, ସତ ଜାଣି ପାରିବେ କି ଆପଣଙ୍କ ପ୍ରେମ ସଚ୍ଚା ନା ଆଉ କିଛି …Krishna Vani

ଆମେ ଯେତେବେଳେ କାହାକୁ ପ୍ରେମ କରୁ କିମ୍ବା କେହି ଆମ କୁ ପ୍ରେମ କରୁଥିବ । ମନରେ ଏକ ଡର ଆସିଥାଏ କି ସାମନାରେ ଥିବା ମନୁଷ୍ୟ ଆମକୁ ପ୍ରେମ କରୁଛି କି ମିଛ କହୁଛି କାହିଁକି ନା ଆଜିକାର ଜମାନା ରେ ଲୋକ ମାନେ ପ୍ରେମ କରିବାର ଅଭିନୟ କରନ୍ତି । ସେ ପୁଅ ହେଉ କି ଝିଅ ହେଉ । ନିରୀହ ଲୋକମାନେ ତାଙ୍କର ଏହି ଅଭିନୟ କୁ ବୁଝିପାରନ୍ତି ନାହିଁ ଓ ତାଙ୍କ ଜାଲରେ ଫଶୀ ଯାଅନ୍ତି ।

କେମିତି ଜାଣିବେ କେହି ଆପଣଙ୍କୁ ପ୍ରେମ କରୁଛି କି ପ୍ରେମ କରିବାର ଅଭିନୟ କରୁଛି । କେବଳ ଆପଣ ତାଙ୍କୁ ଏହି ୩ ଟି ପ୍ରଶ୍ନ ପଚାରିବେ ଆଉ ଆପଣ ଜାଣିପାରିବେ ଯେ ସେ ଆପଣଙ୍କୁ ପ୍ରକୃତ ରେ ପ୍ରେମ କରୁଛନ୍ତି କି ନାହିଁ ।

୧ – ଆପଣ ମତେ କାହିଁକି ପ୍ରେମ କରୁଛନ୍ତି

ଆପଣଙ୍କ ସାଥି ଏହି ପ୍ରଶ୍ନର ବହୁତ କିଛି ଜବାବ ଦେବେ କି ଆପଣ ବହୁତ ସୁନ୍ଦର ଦେଖାଯାଉଚନ୍ତି କିମ୍ବା ଆପଣ ବହୁତ ଭଲ ଲାଗୁଛନ୍ତି   । ଆପଣଙ୍କୁ ଦେଖୁ ଦେଖୁ ପ୍ରେମ ହୋଇଗଲା । କିନ୍ତୁ ଆପଣ ଭାବନ୍ତୁ ପ୍ରେମ ଭଲ ଖରାପ , ସତ ମିଛ ଦେଖି ହୁଏ ନାହିଁ ।

ଯଦି କେବେ ସେ ସୁନ୍ଦର ଦେଖା ଯିବେନି କିମ୍ବା ଏଥିରେ କିଛି ଉଚା ନିଚା ହୋଇଯାଏ ତେବେ ତ ତାଙ୍କ ପାଇଁ ପ୍ରେମ ଖତମ ହୋଇଯିବ । ତାର ପ୍ରକୃତ ଉତ୍ତର ହେବ କି ସେ ଆପଣଙ୍କୁ କାହିକି ପ୍ରେମ କରୁଛି ତାକୁ ଜଣା ନାହିଁ କିନ୍ତୁ ପ୍ରେମ ହୋଇଗଲା । ଏହି ପ୍ରେମ ଜୀବନ ସାରା ରହିବ ।

୨ – ଆପଣଙ୍କ ପାଖରେ ଯଦି ଅନ୍ତିମ ୨୪ ଘଣ୍ଟା ଥିବ ତେବେ ଆପଣ ମୋ ସହ କଣ କରିବେ

ଏହି ପ୍ରଶ୍ନର ବହୁତ ଭଲ ଭଲ ଜବାବ ମିଳିବ । ମୁଁ ଆପଣଙ୍କୁ ବହୁତ ପ୍ରେମ କରିବି । ମୁଁ ଆପଣଙ୍କୁ ଦେଖା କରିବା ଚାହୁଁଛି । ମୁଁ ସେହି ୨୪ ଘଣ୍ଟା ଆପଣଙ୍କ ସହ ବିତେଇବାକୁ ଚାହୁଁଛି । ଏମିତି ବହୁତ ଜବାବ ମିଳିବ । ଏହି ଜବାବ କିଛି ଭୁଲ ନାହିଁ ଏହି ଜ୍ବାବରୁ ଜଣାପଡୁଛି କି ସେ ଆପଣଙ୍କୁ କେତେ ଭଲ ପାଉଛନ୍ତି । କିନ୍ତୁ ଆପଣଙ୍କୁ ପ୍ରକୃତରେ ଯେ କେହି ଭଲ ପାଉଥିବ ସେ ଆପଣଙ୍କୁ କହିବ କି ମୁଁ ଆପଣଙ୍କ କୋଳରେ ମରିବାକୁ ଚାହୁଁଛି । ପୁଅ ହେଉ କି ଝିଅ ହେଉ ଏହି କଥା କହିବ ।

୩ – ଆପଣଙ୍କ ପରିବାର ଯଦି ଆପଣକ ବିବାହ ଅନ୍ୟ କେଉଁ ଠାରେ ବିବାହ କରିଦେବେ ତେବେ ଆପଣ କଣ କରିବେ ?

ଜବାବରେ ଉତ୍ତର ମିଳିବ କି ଯଦି ପରିବାର ଅନ୍ୟ କେଉଁ ଠାରେ ବିବାହ କରିଦେବେ ତ ମୁଁ କଣ କରିପାରିବି । ପରିବାରର ଖୁସି ହିଁ ସବୁଠୁ ବଡ ଖୁସି । ମୋ ବିବାହ ଅନ୍ୟ କେଉଁଠାରେ ହୋଇଗଲେ ବି ମୁଁ ତୁମକୁ ପ୍ରେମ କରୁଥିବ । ଆପଣ ଆପେ ଆପେ ଜାଣିଯିବେ କି ସେ ଆପଣଙ୍କୁ କଣ କହିବାକୁ ଚାହୁଁଛନ୍ତି । ପ୍ରକୃତ ପ୍ରେମ କରିବା ବାଲା ଉତ୍ତର ଦେବ କି କାହାର ବି ସାହା ନାହିଁ ଯାହାକି ମୋର ବିବାହ ଆଉ କାହା ସାଙ୍ଗରେ କରି ଦେବ । ମୁଁ ଏଥିପାଇଁ କାହା ସହ ବି ଲଢିଯିବି । କିନ୍ତୁ ଯାହା ହେଉବି ତୁମକୁ ଭୁଲି ପାରିବି ନାହିଁ । ଏଥିରୁ ଆପଣ ଜାଣି ପାରିବେ କି ପ୍ରକୃତରେ କିଏ ପ୍ରେମ କରୁଛି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।