Jyotish Shastra- ଭ୍ୟାଲେନ୍ଟାଇନ ଡେ ୨୦୨୧, ଏହି ୧୨ ଟି ନାମର ଲୋକଙ୍କୁ ମିଳିବ ସଚ୍ଚା ପ୍ରେମ, ଦେଖନ୍ତୁ କଣ ଆପଣଙ୍କ ନାମ ଅଛି ଏଥିରେ ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆଜି ଆମେ ତାଙ୍କ ବିଷୟରେ ଜଣାଇବାକୁ ଯାଉଛୁ ଯାହାକୁ କି ଏହି ୨୦୨୧ ମସିହା ଭାଲେଣ୍ଟାଇନ ଡେ ରେ ତାଙ୍କୁ ତାଙ୍କର ପ୍ରକୃତ ପ୍ରେମ ମିଳିବାକୁ ଯାଉଛି । ଭାଲେଣ୍ଟାଇନ ଡେ ର ଅପେକ୍ଷା ସମସ୍ତେ ହିଁ ଧର୍ଯ୍ୟ ର ସହ କରିଥାନ୍ତି । ଖାସ କରି ଭଲ ପାଉଥିବା ଲୋକଙ୍କ ପାଇଁ ଭାଲେଣ୍ଟାଇନ ଡେ ବହୁତ ଖାସ ହୋଇଥାଏ । ଆମ ଭିତରେ ଏମିତି ବହୁତ ଲୋକ ଅଛନ୍ତି ଯିଏ କି ଏହି ୨୦୨୧ ମସିହାରେ ନିଜର ଜୀବନସାଥୀ ଏବଂ ପ୍ରେମୀ ଙ୍କ ପାଇଁ ଅପେକ୍ଷା କରିଥିବେ ।

ଆଜି ଆମେ ଆପଣଙ୍କୁ ଜ୍ୟୋତିଷ ବିଦ୍ୟା ଅନୁସାରେ କିଛି ଏମିତି ଲୋକ ଙ୍କ ନାମ କହିବାକୁ ଯାଉଛୁ ଯାହାକୁ କି ଏହି ବର୍ଷ ଭାଲେଣ୍ଟାଇନ ଡେ ରେ ତାଙ୍କୁ ତାଙ୍କର ପ୍ରକୃତ ପ୍ରେମ ମିଳିପାରେ । ନ ହେଲେ ଏମିତି ବି କହିପାରିବା କି ଏହି ବର୍ଷ ତାଙ୍କର ପ୍ରକୃତ ପ୍ରେମ ର ଅପେକ୍ଷା ପୁରା ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ଲୋକମାନଙ୍କ ବିଷୟରେ ।

A, L, C ନାମ ଥିବା ଲୋକ । ପ୍ରେମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଲୋକଙ୍କ ନାମ A, C ବା L ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କ ପାଇଁ ଏହି ୨୦୨୧ ମସିହା ବହୁତ ହିଁ ଖାସ ରହିବ । ୧୪ ଫେବ୍ରୁଆରୀ ମାନେ ଭାଲେଣ୍ଟାଇନ ଡେ ର ମୌକା ରେ ଏହି ରାଶି ମାନଙ୍କର ମନ ରେ ଭଲ ଭାବନା ଆସିପାରେ ଏବଂ ଏମିତି ଜଣେ ବ୍ୟକ୍ତି ର ପ୍ରବେଶ ଆପଣଙ୍କ ଜୀବନରେ ହେବ ଯିଏ କି ଆପଣଙ୍କର ଜୀବନ ସାରା ସାଥ ଦେଵ ଏବଂ ଆପଣଙ୍କୁ ପ୍ରେମ ରଙ୍ଗ ରେ ରଙ୍ଗେଇ ଦେଵ ।

T, P, B ନାମ । ପ୍ରେମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଲୋକ ମାନଙ୍କ ନାମ T, B ଏବଂ P ଅକ୍ଷର ରୁ ଆରମ୍ଭ ହୋଇଥାଏ ତାଙ୍କୁ ଏହି ଭାଲେଣ୍ଟାଇନ ଡେ ରେ ବହୁତ ବଡ଼ ଉପହାର ମିଳିପାରେ । ଆପଣଙ୍କ ର ହଜିଯାଇଥିବା ଭଲପାଇବା ଆପଣଙ୍କ ପାଖକୁ ଫେରି ଆସିପାରେ । ତା ଛଡା ଏହି ଭାଲେଣ୍ଟାଇନ ଡେ ଆପଣଙ୍କୁ କିଛି ରୋମାଣ୍ଟିକ ମୁହୂର୍ତ୍ତ ଦେଇଯିବ । ଯଦି ପ୍ରେମିକ ଓ ପ୍ରେମୀ ତାଙ୍କ ର ଏହି ପ୍ରେମ ସମ୍ପର୍କ କୁ ବିବାହ ରେ ପରିବର୍ତ୍ତନ କରିବାକୁ ଭାବୁଛନ୍ତି ତେବେ ତାଙ୍କର ଏହି ଇଚ୍ଛା ପୁରା ହେବାର ସମ୍ଭାବନା ରହିଛି ।

R, N ଓ M ନାମ । ପ୍ରେମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଙ୍କ ନାମ R, N ଏବଂ M ରୁ ଆରମ୍ଭ ହେଉଛି ତାଙ୍କ ପାଇଁ ଏହି ଭାଲେଣ୍ଟାଇନ ଡେ ର ଡେଟ ପୁରା ମନ ରହିବାକୁ ଯାଉଛି । ଏହି ବର୍ଷ ଏହି ନାମ ର ବ୍ୟକ୍ତି ଚାହିଁବେ ଯଦି ତାଙ୍କର ପ୍ରେମ ଯାଏ ନିଶ୍ଚିତ ପହଞ୍ଚି ପାରିବେ । କିଛି ଲୋକଙ୍କୁ ତାଙ୍କ ମନ ପସନ୍ଦ ର ଜୀବନସାଥୀ ମିଳିପାରେ । ବିବାହିତ ଲୋକଙ୍କ ସମ୍ପର୍କ ପୂର୍ବ ଠାରୁ ଆହୁରି ମଜବୁତ ହୋଇଯିବ । ସବୁଆଡୁ ଏହି ଦିନ ଆପଣଙ୍କୁ ଖୁସି ଦେଇ ଯିବ ।

G, E ଓ S ନାମ- ପ୍ରେମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଙ୍କର ନାମ G ଓ S ଅକ୍ଷର ରୁ ଆରମ୍ଭ ହେଉଛି ତାଙ୍କ ପାଇଁ ଏହି ୨୦୨୧ ମସିହା ୧୪ ଫେବ୍ରୁଆରୀ ଭାଲେଣ୍ଟାଇନ ଡେ ବହୁତ ଲକି ହୋଇପାରିବ । କାରଣ ଏହି ଜାତକ ରେ ଏହି ଲୋକ ମାନେ ବହୁତ ସମୟରୁ ନିଜ ଜୀବନସାଥୀ କୁ ଖୋଜୁଛନ୍ତି ନହେଲେ ରାଗିଯାଇଥିବା ତାଙ୍କ ସାଥି ଙ୍କୁ ମନେଇବାର ଚେଷ୍ଟା ରେ ଲାଗିଛନ୍ତି । ତାଙ୍କର ଏହି ଚେଷ୍ଟା ଏହି ବର୍ଷ ପୁରା ହେବାର ସମ୍ଭାବନା ରହିଛି । ଏବଂ ଆପଣଙ୍କୁ ଆପଣଙ୍କ ପ୍ରେମ ମିଳିବାର ବହୁତ ଅଧିକ ସମ୍ଭାବନା ରହିଛି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।