ସକାଳୁ ଉଠି ଏହି 5ଟି କାମ କରି ଦିଅନ୍ତୁ ହୋଇଯିବେ କୋଟିପତି

ଆପଣମାନେ ଜାଣିଥିବେ ଯେ ନିୟମିତ ଜୀବନ ଶୈଳୀ ଆମ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ ।ଯାହାକୁ ଆପଣ ଆପଣଙ୍କ ଜୀବନରେ ବହୁତ ପରିବର୍ତ୍ତନ କରିପାରିବେ ଯାହାକି ଶାସ୍ତ୍ର ମଧ୍ୟରେ ଲେଖାହୋଇଛି । ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ସକାଳୁ ଉଠି ଏହିକାମ କରିବା ଦ୍ୱାରା ଆପଣଙ୍କ ଜୀବନରେ ଥିବା ସମସ୍ତ ଦୁଃଖ ନିବାରଣ ହେବାସହ ଆପଣ ବହୁତ ଫଳପ୍ରଦ ମଧ୍ୟ ହେବେ ଏହିକାମ କରିବାଦ୍ୱାରା । ଆସନ୍ତୁ ଜାଣିବା ସେହି 5 ଟି କାର୍ଯ୍ୟ ବିଷୟରେ ।

1. ସର୍ବଦା ସକାଳେ ଓ ସନ୍ଧ୍ୟା ସମୟରେ 5 କନ୍ୟା ଯଥା: ଅହଲ୍ୟା,ମନ୍ଦଦରୀ,କୁନ୍ତୀ ତାରା ଓ ଦ୍ରୋପଦିଙ୍କ ନାମକୁ ଉଚ୍ଚାରଣ କରିବା ଉଚିତ । କୁହାଯାଇଛି ଯେ ଏହି ମହିଳାଙ୍କ ନାମ ନେବାଦ୍ୱାର ଅତ୍ୟନ୍ତ ଶୁଭ ହୋଇଥାଏ ଓ ଜାତକରେ ଥିବା ମହାପାପ ମଧ୍ୟ ଦୂର ହୋଇଥାଏ । ତେଣୁ ଆପଣ ପ୍ରତିଦିନ ସକାଳୁ ଉଠି ଏହି ନାରୀମାନଙ୍କର ନାମକୁ ଉଚ୍ଚାରଣ କରନ୍ତୁ ।

2. ଧର୍ମଶାସ୍ତ୍ରରେ କୁହାଯାଇଛି କି ସର୍ବପ୍ରଥମେ ଆଖି ଖୋଲିବା ଦ୍ୱାରା ଆପଣ ନିଜର ପାପୁଲିକୁ ଯୋଡି ଦେଖନ୍ତୁ । ଏହାପରେ କରାଗ୍ରେ ବସତି ଲକ୍ଷ୍ମୀ । କର ମଧ୍ୟେ ସରସ୍ଵତୀ । କରମୂଳେ ତୁ ଗୋବିନ୍ଦମ ପ୍ରଭାତେ କର ଦର୍ଶନମଃ । ଏହି ମନ୍ତ୍ରକୁ ଉଚ୍ଚାରଣ କରନ୍ତୁ । ଏହି ମନ୍ତ୍ର ଜପ କରିବା ଦ୍ୱାରା କୁହାଯାଇଛି କି ଆପଣଙ୍କ ସୌଭାଗ୍ୟ ବୃଦ୍ଧି ହୋଇଥାଏ ।

3. ଯେତେବେଳେ ଆପଣ ସକାଳୁ ଉଥାନ୍ତି ପ୍ରଥମେ ଭୂମିରେ ପାଦ ଦେବା ଆଗରୁ ମାତା ବସୁଧାଙ୍କୁ ସ୍ପର୍ଷ କରି ପ୍ରଣାମ କରନ୍ତୁ ଏମିତି କରିବା ଦ୍ୱାରା ମାତା ପୃଥୁବୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରାହିଥାନ୍ତି ଓ ଆପଣଙ୍କୁ ସର୍ବଦା ଯଶ ପ୍ରାପ୍ତି ହୋଇଥାଏ । ସର୍ବଦା ମନେ ରଖନ୍ତୁ କି ନିଦରୁ ଉଠି ଆପଣ ବସୁଧାଙ୍କୁ ଛୁଇଁ ସର୍ବଦା ପ୍ରଣାମ କରି ,ପରେ ନିଜର ପାଦ ଭୂମିରେ ରଖନ୍ତୁ ।

4. ଧର୍ମଶାସ୍ତ୍ର ଅନୁସାରେ କୁହାଯାଇଛି କି ସକାଳୁ ଉଠିବା ଦ୍ୱାରା ସର୍ବପ୍ରଥମେ ଦର୍ପଣ ଦେଖନ୍ତୁ ନାହିଁ । କାରଣ ଏପରି କରିବା ଦ୍ୱାରା ଦିନସାରା ସମସ୍ତ ନାକାରାତ୍ମକ ପ୍ରଭାବ ଆପଣଙ୍କ ଉପରେ ପଡିଥାଏ । ପ୍ରଥମେ ଚେହେରା କୁ ଧୋଇ ନିଜର ଇଷ୍ଟ ଦେବକୁ ଦର୍ଶନ କରିବା ପରେ ଦର୍ପଣ ଦେଖନ୍ତୁ ।

5. ଧର୍ମଶାସ୍ତ୍ର ଅନୁସାରେ ସକାଳୁ ଉଠିବା ମାତ୍ରେ ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ । ଏହାପରେ ଗୋଟିଏ ପାତ୍ରରେ ପାଣି ନେଇ ସେଥିରେ କିଛି ରୁଟି ଖଣ୍ଡ ଖଣ୍ଡ କରି ପକାଇ ତାକ ଛାତ ଉପରେ ରଖିଦିଅନ୍ତୁ । ଜାହାଦ୍ବାର କାଉ ଓ ଅନ୍ୟାନ୍ୟ ପକ୍ଷୀମାନେ ତାକୁ ଖାଇପାରିବେ । ଏହିପରି କରିବା ଦ୍ୱାରା ଗ୍ରହ ରେ ଲାଗିଥିବା ସମସ୍ତ ଦୋଷ ଦୁର ହେବାସହ ଶତ୍ରୁମାନଙ୍କର ଭୟ ରହିନଥାଏ।

ଏହାଥିଲା ସେହି 5ଟି ସୂଚନା ଯାହାକୁ ଆପଣ ପ୍ରତିଦିନ ଉଠିବା ମାତ୍ରେ ଏହିସବୁ କାର୍ଯ୍ୟ କଲେ ଆପଣ ସାରା ଦିନ ଖୁସି ରହିବା ସହ । ଆପଣଙ୍କ ଜୀବନରେ କୌଣସି ସମସ୍ୟମାନ ଆସିନଥାଏ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।