Vastu Shastra- ସକାଳୁ ଉଠିବା ମାତ୍ରେ ଘରର ମୁଖ୍ୟ କବାଟରେ କରନ୍ତୁ ଏହି 1 କାମ, ରୋଡପତି ରୁ ହେଇଯିବେ କୋଟିପତି

ଆଜି କାଲି ଦୁନିଆରେ ସମସ୍ତେ ଧନି ହେବାକୁ ଛନ୍ତି । କିନ୍ତୁ କିଛି ଲୋକ ତ ଡାନି ହୋଇଯାନୟୀ କିନ୍ତୁ କିଛି ଲୋମ ଫାହାଣୀ ହୋଇନପାରେ ବହୁତ ଦୁଃଖ କରିଥାନ୍ତି ଓ ବହୁତ ଅନୁତାପ କରନ୍ତି । ଏହା ହୋଇଥାଏ କେବଳ ଆମ ନିଜର ଖରାପ ଦିନଚାର୍ଯ୍ୟ ଯୋଗୁଁ । କିନ୍ତୁ ଏହା ସମ୍ଭବ ଯେ ଆପଣ ନିଶ୍ଚୟ ଧନୀ ହୋଇପାରିବେ । ଆପଣ ସକାଳୁ ଉଠି ଏହିପରି ଏକ କାର୍ଯ୍ୟ ଘରେ କରନ୍ତୁ ଯାହାଫଳରେ ଆପଣଙ୍କର ଧନ ଓ ସୁଖର କେବେ ଅଭାବ ରହିବ ନାହିଁ ।

ଆମେ ସବୁବେଳେ ଘରର ମୁଖ୍ୟ ଦୁଆରକୁ ବହୁତ ସୁନ୍ଦର ସାଜ୍ଯ ସଜା ରେ ରଖିଥାଉ । ଘର ମୁଖ୍ୟ ଦୁଆର ବଡ଼ ହେବା କଥା । କବାଟ ଖୋଲିବା ଓ ବନ୍ଦ କରିବା ବେଳେ କୌଣସି ଶବ୍ଦ ନ ହେବା କଥା ।

ଦ୍ଵିତୀୟରେ ଘରର ମୁଖ୍ୟଦ୍ୱାର ସୁନ୍ଦରଓ ସ୍ଵଛ ରଖିବା ଆବଶ୍ୟକ । ପ୍ରତି ସୋମବାର ଓ ଗୁରୁବାର ଦିନ ଘରର ମୁଖ୍ୟ ଦୁଆର ରେ ଆମ୍ବ ପତ୍ର କୌଣସି ରସି ବା ସୁତୁଲି ଦ୍ୱାରା ବାନ୍ଧି ଦୁଆର ସମ୍ମୁଖରେ ଝୁଲାଇ ଦିଅନ୍ତୁ । ଏହାଫଳରେ ଘରେ ସକରାତ୍ମକ ପ୍ରଭାବ ବୃଦ୍ଧି ପାଇଥାଏ । ଧନ ବୃଦ୍ଧି ହୋଇଥାଏ ଓ ସ୍ୱାସ୍ଥ୍ୟ ଭଲ ରହିବ । ଏହି କାର୍ଯ୍ୟ ଆପଣ ସବୁ ସପ୍ତାହ ବା ମାସକୁ ଥରେ କରନ୍ତୁ ।

ଏହା ଖରାପ ହୋଇଗଲେ ପୁଣି ଥରେ ଲଗାନ୍ତୁ । ଆପଣ ଘରର କବାଟ ବା ଦୁଆର ମୁହଁରେ ସ୍ୱସ୍ତିକ ଚିନ୍ହ କରନ୍ତୁ । ଏହାଦ୍ୱାରା ଘରେ ସକରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ । ଆପଣ ସକାଳେ ଉଠି ଘର ମୁଖ୍ୟ ଦ୍ୱାର ଖୋଲି ପ୍ରଥମେ କିଛି ଗଙ୍ଗା ଜଳ ଘରର ସମୁଖ ରେ ଛିଚନ୍ତୁ । ଆପଣ ଯେତେବେଳେ ଘର ପୋଛା ଲଗାଉଛନ୍ତି ସେହି ପାଣିରେ କିଛି ଫିଟିକିରି ମିଶାଇ ପୋଛା ଲଗାନ୍ତୁ ।

ଘରର ମୁଖ୍ୟ ଦୁଆର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଲଲକଳାରଣ ଏହି ବାଟରେ ହିଁ ଆପଣ ଜା ଆସ କରନ୍ତି । ଏହି ଦ୍ୱାର ଦ୍ୱାରା ହିଁ ଆପଣଙ୍କର ସମୃଦ୍ଧି ହୋଇଥାଏ । ଏହି ମୁଖ୍ୟ ଦୁଆରକୁ କେହି ନଜର ଲଗାଇ ପାରନ୍ତି ଅର୍ଥାତ କେହି ଗୁଣି ଗାରେଡି ବି କରି ଦେଇ ପାରିଥାନ୍ତି ସେଥିପାଇଁ ଆପଣଙ୍କର ସମସ୍ୟା ଉତ୍ପନ୍ନ ହୋଇଥାଏ ।

ଏପାଇଁ ଆପଣ ଶନିବାର ଓ ରବିବାର ଦିନ ଦୁଆର ମୁହଁରେ କିଛି ପାଣି ପକାଇ ଝାଡୁ ଲଗାନ୍ତୁ ଏହା ଫଳରେ ଜେକେହି ଆପନଞ୍ଜ ବିରୁଦ୍ଧରେ ଗୁଣି ଗାରେଡି କରିଥିବେ ତାହା ତାଙ୍କ ଆଡକୁ ଚାଲିଯାଏ । ଏହା ପରେ ଆପଣ ଆଉ ଗୋଟିଏ ଉପାୟ କରନ୍ତୁ ଆପଣ ଘରର ମୁଖ୍ୟ ଦୁଆରର ଭିତର ପଟକୁ ଡାହାଣ ପଟେ ତଳେ କିଛି ଫୁଲ ପାଖୁଡା ରଖି  ତା ଉପରେ ଗୋଟିଏ ପାତ୍ରରେ ପାଣି ରଖି ସେଥିରେ କିଛି ଫୁଲର ପାଖୁଡା ରଖନ୍ତୁ । ଏହା ଘରର ସବୁ ସଦସ୍ୟଙ୍କ ସୁରକ୍ଷା ଦେବ । ଏହି ପାଣିକୁ ସବୁଦିନ ବଦଳାଇ ଦିଅନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।