ସକାଳୁ ଉଠି କଣ କରିବେ ନାହିଁ ? ପଢନ୍ତୁ ଆଜିର 20 + Anuchinta

ପ୍ରତେକ ଦିନ ସକାଳର ଆରମ୍ଭରେ କଣ କଣ କରିବା ଉଚିତ ଓ କଣ କଣ କରିବା ଅନୁଚିତ । ଦୈନଦିନ ଜୀବନରେ ଆମେ ଅନେକ କିଛି କରୁ । ତେବ ଏମିତି କିଛି କାମ ଅଛି ଯାହାକୁ ଆମେ କରିବା ଦ୍ଵାରା ଆମେ ଆମର ଦିନଟିକୁ ଭଲ କରି ପାରିବା । ଜୀବନର ଆରମ୍ଭ ହେଉଛି ସକାଳ ଯଦି ଆମେ ସକାଳ କୁ ଭଲ କରି ପାରିବା ନାହିଁ ତେବେ ସାରା ଦିନ ଟି ଖରାପ ଜୀବ ଏହା ଛଡା ଆମକୁ ନିଜକୁ ଚିଡ ଚିଡ ଲାଗିବା । ତେବେ କଣ କାମ ଆମ ସକାଳୁ କରିବା ଦ୍ଵାରା ଭଲ ହୋଇଥାଏ ଓ କଣ କଣ କରିବା ଦ୍ଵାରା ଆମେ ଅନେକ ଆସୁବିଧାରେ ପଡିବା  ଆସନ୍ତୁ ଜାଣିବା

ସକାଳୁ ଉଠି କେବେବି ନିଜ ମୁହଁକୁ ଆଇନାରେ ଦେଖିବେ ନାହିଁ କାରଣ ଏହା ଦ୍ଵାରା ଆପଣଙ୍କ ଜୀବନରେ ନାକାରାତ୍ମକ ପ୍ରଭାବ ପଡିବ । ଆପଣ ଉଠିବା ମାତ୍ରେ ନିଜର ହାତର ପାପୁଲି ଦେଖିଲା  ମାତ୍ରେ ଏହା ଆପଣଙ୍କ ପାଇଁ ଶୁଭ ହୋଇ ଥାଏ ।

ସକାଳୁ ଉଠିଲେ ଯଦି ଆପଣ ଶଙ୍ଖ ଧ୍ୱନି ଓ ମନ୍ଦିରର ପୂଜାର ଆବାଜ ଶୁଣିବେ ତାହେଲେ ଏହା ଆପଣଙ୍କୁ ସକାରାତ୍ମକ ପ୍ରଭାବ ପକାଇବା । ସକାଳୁ ଉଠି ନ୍ଯୁଜ ପେପର କିମ୍ବା ନ୍ଯୁଜ ଶୁଣିବା କଥା ନୁହେଁ । ସକାଳୁ ଉଠି ଯଦି ଆପଣ ପ୍ରଥମେ ଗାୟତ୍ରୀ ମନ୍ତ୍ର ଶୁଣୁଛନ୍ତି ତାହେଲେ ଆପଣଙ୍କ ଆଖ ପାଖରେ ଖରାପ ଜିନିଷ ଦୂରେଇ ଜୀବ । ସକାଳୁ କେବେବି ହିଂ-ସ୍ର ଜୀବଙ୍କ ଫଟୋ ଦେଖିବେ ନାହିଁ ତାହା ଭଲ ନୁହେଁ ।

ସକାଳୁ ଉଠି ଆପଣ ଆଗେ ନିଜର ଦାନ୍ତ ସାଫା କରିବେ ତା ପରେ କଫି କି ଚା ପିବେ କାରଣ କଫି କି ଚା ଯଦି ଆମେ ବୀନା ଦାନ୍ତ ଘଷି ପିଉ ତେବେ ରାହୁ ଓ କେତୁ ଆମ ପଛ ଛାଡିବେ ନାହିଁ । ନିଜେ ପିନ୍ଧୁଥିବା ଘଡି କାହାକୁ ଦେବା ନାହିଁ । ଅନ୍ୟ କାହାର ଘଡି ମଧ୍ୟ ଆମେ ନିଜେ ପିନ୍ଧିବା ଅନୁଚିତ । ନିଜ ସମ୍ବନ୍ଧୀୟ ମାନଙ୍କୁ ପାଇସା ଦେବା କିମ୍ବା ତାଙ୍କ ପାଖରୁ ପଇସା ଆଣିବା ନାହିଁ ଏଭଳି କଲେ ଆମର ସମ୍ପର୍କ ଖରାପ ହୋଇଥାଏ ।

ଯଦି ଆପଣ କାହାକୁ କିଛି ଉପହାର ଦେଉଛନ୍ତି ତେବେ ମନେ ରଖିବେ ନିଜର ସକ୍ଷମ ଅନୁସାରେ ଦିଅନ୍ତୁ । ନିଜର ସାମର୍ଥ୍ୟ ବାହାରେ ଯାଇ ଯଦି ଆପଣ ଏଭଳି କରିବେ ତେବେ ଅସୁବିଧାରେ ପଡି ପାରନ୍ତି । ନିଜେ ଲେଖୁଥିବା କଲମ କାହାକୁ ଦେବା ଅନୁଚିତ । ସେହିଭଳି ଅନ୍ୟର କଲମ ଆମେ ବ୍ୟବହାର କରିବା ଅନୁଚିତ ଏହା ଦ୍ଵାରା ଆମର ଧନର ହାନି ହୋଇଥାଏ ।   ରାତିରେ ଅନେକ ଲୋକ ଅନିଦ୍ରା ରୁହନ୍ତି ନିଜର କର୍ମକୁ ନେଇକି ହେଲେ ଆପଣଙ୍କୁ କହି ରଖୁଚୁ କେବେବି ରାତି ୧ ରୁ ରାତି ୩ଟା ଯାଏ ଜଗିବେ ନାହିଁ ।

କିଛି ଲୋକ ନିଜର ଆମଦାନୀ ଠାରୁ ଖର୍ଚ ଅଧିକ କରନ୍ତି ସେଭଳି ଲୋକ ମାନେ ଅନେକ ଦୁଃଖ  ପାଇ ଥାନ୍ତି । ସଂସାରରେ ୩ଟି ରତ୍ନ ହେଉଛି ଶସ୍ଯ , ପାଣି, ଜ୍ଞାନ । ଏହାକୁ ପ୍ରାପ୍ତି ପାଇଁ ଚେଷ୍ଟା କରିବା ଅନ୍ଯଥା ଏହି ଜିନିଷକୁ ଦରକାର ନଥିଲେ ବ୍ୟବହାର କରିବା ଅନୁଚିତ । ନିଜକୁ ଓ ନିଜର ଘରକୁ ପରିଷ୍କାର ରଖିବା ଦିଗରେ ସଚେତନ ହେବା ଦରକାର ଏହା ଛାଡ ନିତ୍ୟ ସନ୍ଧ୍ୟା ଓ ସକାଳେ ତୁଲସୀ ଚଉରାରେ ପାଣି ଦେଲେ ଶୁଭ ଫଳ ମିଳି ଥାଏ । ଶେଷରେ ଏକ କଥା ଘରେ ହୋଇଥିବା ଖାଦ୍ୟକୁ ପ୍ରଥମେ ଭଗବାନଙ୍କୁ ଅର୍ପଣ କରି ଖାଇବା ଉଚିତ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।