ସକାଳୁ ଉଠି ଏହି କାର୍ଯ୍ୟ କରିବା ଦ୍ଵାରା ଘରକୁ ଆସିନଥାଏ ଦାରିଦ୍ରତା- Krishna Vani

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଘର ପରିବାରକୁ ସୁଖ ଶାନ୍ତିରେ ରଖିବାକୁ ଚାହୁଁଥିଲେ । ଘରର ବାସ୍ତୁଦୋଷକୁ ନିୟନ୍ତ୍ରଣରେ ରଖିବା ଉଚିତ । ଯାହା ଦ୍ଵାରା ଘର ପରିବାରରେ କୌଣସି ପ୍ରକାର ସମସ୍ଯା ଆସିନଥାଏ । ତେଣୁ ଘରେ କରୁଥିବା କାର୍ଯ୍ୟ କିମ୍ବା ଘରେ ରଖୁଥିବା ଜିନିଷ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ । ଯେଉଁ କାର୍ଯ୍ୟ ଯେପରି କରାଯାଏ ତାହାକୁ ସେହିପରି କରିବା ଦ୍ଵାରା ହିଁ ଏହାର ଉଚିତ ଫଳ ଆପଣଙ୍କୁ ମିଳିଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ୨ ରୁ ଅଧିକ ଛୁରୀ କିମ୍ବା ଧାରୁଆ ଅସ୍ତ୍ର ରଖିବା ଅନୁଚିତ । ଏହା ଦ୍ଵାରା ନକରାତ୍ମକ ଊର୍ଜା ବଢିଥାଏ । ଏହା ସହିତ ଘରେ ଅଶାନ୍ତି ମଧ୍ୟ ଦେଖା ଦେଇଥାଏ । ଏହା ସହ ଧନର ମଧ୍ୟ କ୍ଷତି ଘଟିଥାଏ । ଯଦି ଘରେ କଣ୍ଟା ଥିବା ଗଛ ରଖିବା ତେବେ ଏହା ଘର ପାଇଁ ଶୁଭ ହୋଇନଥାଏ । ଏହାରି ପ୍ରଭାବରେ ଘରେ ଅକାଳ ମୃତ୍ୟୁ ହେବାର ମଧ୍ୟ ସମ୍ଭାବନା ରହିଥାଏ ।

ଘର ପାଖରେ କଣ୍ଟା ଗଛ ରହିଥିଲେ । ସବୁବେଳେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଯୁକ୍ତି ତର୍କ ହୋଇଥାଏ । ଏହା ସହ ଦାମ୍ପତ୍ୟ ଜୀବନ କଳହପୂର୍ଣ୍ଣ ହୋଇଯାଇଥାଏ । କାରଣ କଣ୍ଟା ପ୍ରେମର ପ୍ରତୀକ ହୋଇନଥାଏ । କଣ୍ଟା କେବଳ ନକରାତ୍ମକ ଶକ୍ତି ବୃଦ୍ଧି କରିବାର ପ୍ରମୁଖ କାରଣ ଅଟେ । ତୁଳସୀ ଗଛ ପାଖରେ କୌଣସି କଣ୍ଟା ଥିବା ଗଛ ଲଗାଇବା କଥା ନୁହେଁ ।

ଯଦି ମହିଳା ମାନେ ନିଜର ମାସିକ ଧର୍ମ ସମୟରେ ଗଛରେ ପାଣି ଦେଇଥାନ୍ତି । ତେବେ ଏହା ଘରକୁ ଅଶୁଭତ୍ଵ ଆଣିଥାଏ । ଯାହା ଦ୍ଵାରା ଘରେ ଦରିଦ୍ରତା ଦେଖା ଦେଇଥାଏ । ବିଶେଷ କରି ଭୁଲରେ ମଧ୍ୟ ମହିଳା ମାନେ ନିଜର ମାସିକଧର୍ମ ଚାଲୁଥିବା ସମୟରେ ତୁଳସୀ ଗଛରେ ପାଣି ଦେବା ଉଚିତ ନୁହେଁ । ଘରେ ଭଙ୍ଗା ପଥର, ବା ଭାଙ୍ଗିଯାଇଥିବା ଇଟା ବହୁ ସମୟ ଧରି ପଡି ରହିଥାଏ । ଏହା ଘର ପାଇଁ ଶୁଭଙ୍କର ହୋଇନଥାଏ ।

ଏହାକୁ ଯଥା ଶୀଘ୍ର ଘର ଆଖପାଖରୁ ହଟାଇଦେବା ଉଚିତ । ଘରେ ମଧ୍ୟ କୌଣସି ପ୍ରକାର ଭଙ୍ଗା ଜିନିଷ ଯେପରି କାଚ, ବାସନ, ଆଇନା ଘଣ୍ଟା ଆଦି ବସ୍ତୁ ରଖିବା ଉଚିତ ନୁହେଁ । ସକାଳୁ ଉଠି ପ୍ରଥମେ ନିଜର ୨ ପାପୁଲିକୁ ଯୋଡି ଦେଖିବା ସହ ପ୍ରଣାମ କରନ୍ତୁ ।

ଏହାପରେ କୌଣସି ଭଗବାନଙ୍କ ନାମ ନେଇ ବା ତାଙ୍କର ଫୋଟ ଦେଖି ନିଜର ଦିନର ଶୁଭାରମ୍ଭ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ