Vastu Tips- ସକାଳୁ ଉଠିବା ପରେ ରୋଷେଇ ଘରେ ଭୁଲରେ ବି ଦେଖନ୍ତୁ ନାହିଁ ଏହି ଜିନିଷ ନଚେତ ଦିନେ ନା ଦିନେ କାଙ୍ଗାଳ ହେଇ ବୁଲିବେ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀଵନ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଜୀବନ ର ପ୍ରତ୍ୟେକ ଟି କଥା ସମ୍ପର୍କରେ ଶାସ୍ତ୍ର ରେ ଲେଖା ରହିଥାଏ । ଶାସ୍ତ୍ର ରେ ମନୁଷ୍ୟ ର ସମସ୍ତ କର୍ମ ଓ ତାହାର ଫଳାଫଳ ସମ୍ପର୍କରେ ମଧ୍ୟ ଲେଖା ହୋଇଥାଏ । ଶାସ୍ତ୍ର ରେ ଲିଖିତ ପ୍ରତ୍ୟେକ ଟି କଥା ସତ୍ୟ ହୋଇଥାଏ । ଏହା ପ୍ରମାଣିତ ମଧ୍ୟ ହୋଇଛି । ଭଗବାନ ଶିବ ଶଙ୍କର ମଧ୍ୟ କହିଛନ୍ତି ଯେ ଶାସ୍ତ୍ର ରେ ଲିଖିତ ପ୍ରତ୍ୟେକ ଟି କଥା ସତ୍ୟ ହୋଇଥାଏ । ହିନ୍ଦୁ ଧର୍ମ ରେ ଶାସ୍ତ୍ର କୁ ବହୁତ ବିଶ୍ୱାସ କରିଥାନ୍ତି । ବନ୍ଧୁଗଣ ଶାସ୍ତ୍ର ରେ ଲେଖା ଯାଇଛି ଯେ ସକାଳେ ଉଠିବା ପରେ କେବେ ମଧ୍ୟ ଏହି ଜିନିଷ ଗୁଡିକୁ ଦେଖନ୍ତୁ ନାହିଁ ।

କାରଣ ଏହି ସବୁ ଜିନିଷ କୁ ଦେଖିବା ଦ୍ୱାରା ରାହୁ ଓ କେତୁ ଙ୍କର ଖରାପ ନଜର ଆପଣଙ୍କ ଘର ଉପରେ ପଡିଥାଏ । ଯାହା ଦ୍ୱାରା ଆପଣଂକର ବହୁତ ଅନିଷ୍ଟ ହୋଇଥାଏ । ତେଣୁ ଏଭଳି ଭୁଲ ବିଲକୁଲ ବି କରନ୍ତୁ ନାହିଁ । ତେବେ ବନ୍ଧୁଗଣ ତାହା କେଉଁ ଜିନିଷ ଅଟେ ଯାହାକୁ ସକାଳେ ଉଠି ଦେଖିବା କଥା ନୁହେଁ ସେ ବିଷୟରେ ଆମେ ଆଜି ଆଲୋଚନା କରିବା ।


ବନ୍ଧୁଗଣ ରୋଷେଇ ଘର ସମ୍ପୂର୍ଣ୍ଣ ଘର ର ମୁଖ୍ୟ ଅଂଶ ହୋଇଥାଏ । ତେଣୁ ଏହାକୁ ବାସ୍ତୁ ଅନୁସାରେ ଠିକ ସ୍ଥାନ ରେ ରଖିବା ଉଚିତ । ରୋଷେଇ ଘର ସବୁବେଳେ ଅଗ୍ନି କୋଣ ରେ ରହିବା ଉଚିତ । ଅର୍ଥାତ ରୋଷେଇ ଘର ସର୍ବଦା ଦକ୍ଷିଣ ପୂର୍ବ ଦିଗ ରେ ରହିବା ଉଚିତ । ରୋଷେଇ ଘରେ ମାଆ ଅନ୍ନପୂର୍ଣ୍ଣା ଙ୍କ ର ଚିତ୍ର ରହିବା ନିହାତି ଆବଶ୍ୟକ ହୋଇଥାଏ । ଏହା ଦ୍ଵାରା ଆପଣଂକର ସମ୍ପୂର୍ଣ୍ଣ ପରିବାର ଉପରେ ଭଲ ପ୍ରଭାବ ପଡିଥାଏ ।

ସ୍ତ୍ରୀ ଲୋକ ମାନେ ସର୍ବଦା ରୋଷେଇ ଘରକୁ ସ୍ନାନ କରି ସାରିବା ପରେ ପ୍ରବେଶ କରିବା ଉଚିତ । ଯଦି ଆପଣ ବିନା ସ୍ନାନ ରେ ସକାଳୁ ଉଠି ରୋଷେଇ ଘରେ ପ୍ରବେଶ କରୁଛନ୍ତି ତେବେ ଚାକୁ, ଛୁରୀ ଭଳି ଧାରୁଆ ଅସ୍ତ୍ର ଦେଖିବା ଉଚିତ ନୁହେଁ । ଏହା ଦ୍ବାରା ଆପଣଙ୍କ ଘର ଉପରେ ବହୁତ କୁ ପ୍ରଭାବ ପଡିଥାଏ । ଯାହା ଦ୍ୱାରା ଆପଣଙ୍କ ଘରେ ଅନେକ ପ୍ରକାର ଅଶାନ୍ତି ଦେଖିବାକୁ ମିଳିଥାଏ । ଆପଣଙ୍କ ଘରକୁ ବିଭିନ୍ନ ପ୍ରକାର ଦାରିଦ୍ର୍ୟତା ମାଡି ଆସିଥାଏ । ତେବେ ବନ୍ଧୁଗଣ ଆପଣଙ୍କ ଘରେ ଯଦି ଏପରି ହେବାର ଦେଖୁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । ନଚେତ ବହୁତ ବଡ଼ ସମସ୍ୟାରେ ପଡି ପାରନ୍ତି ।


ଯଦି ରୋଷେଇ ଘରେ ଆପଣଙ୍କ ହାତ ରୁ କ୍ଷୀର ପଡି ଯାଉଛି କିମ୍ବା ଗରମ ତେଲ ରେ କିମ୍ବା ଅଗ୍ନି ରେ ହାତ ଜଳି ଯାଉଛି ତେବେ ଆପଣ ବୁଝିନେବା କଥା ଯେ ଆପଣଙ୍କ ଘରେ ବାସ୍ତୁ ଦୋଷ ରହିଛି । ଆପଣଙ୍କ ଘରେ ନକରାତ୍ମକ ଶକ୍ତି ର ପ୍ରବେଶ ହୋଇ ସାରିଛି । ଏପରି ସଂକେତ ପାଇବା ଦ୍ୱାରା ଆପଣ ସତର୍କ ହୋଇ ଯାଆନ୍ତୁ । ତେଣୁ ଏଥିରୁ ବଂଚିବା ପାଇଁ ଆପଣ କିଛି ଉପାୟ ମଧ୍ୟ ଆପଣାଇ ପାରିବେ ।

ଯେପରି ଘର ର ପ୍ରଥମ ରୁଟି କୁ ଗାଈ କୁ ଖାଇବାକୁ ଦିଅନ୍ତୁ ଓ ଶେଷ ରୁଟି କୁ କୁକୁର କୁ ଖାଇବାକୁ ଦିଅନ୍ତୁ । ଏହା ଦ୍ବାରା ଘରେ ବାସ୍ତୁ ଦୋଷ ଠିକ ହୋଇ ଯାଇଥାଏ । ଏବଂ ରାହୁ ଓ କେତୁ ଙ୍କ ର ପ୍ରଭାବ କମିଯାଇଥାଏ । ଏବଂ ଶନି ଦେଵ ଙ୍କର କୃପା ମଧ୍ୟ ରହିଥାଏ । ଯାହା ଦ୍ୱାରା ଆପଣଙ୍କ ଘର ଉପରେ କୌଣସି ଖରାପ ପ୍ରଭାବ ପଡି ନ ଥାଏ ଓ ଆପଣ ବହୁତ ଖୁସି ରେ ନିଜର ପରିବାର ସହିତ ବାସ କରିଥାନ୍ତି ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।