ଏହି ମନ୍ତ୍ରକୁ ସକାଳୁ ଉଠି ୩ ଥର କରନ୍ତୁ ଜପ, ଭିକାରିକୁ ବି କରିଦେବ କୋଟିପତି ଏହି ମନ୍ତ୍ର

ବର୍ତ୍ତମାନ ସମୟରେ ସବୁ ବ୍ୟକ୍ତି ଟଙ୍କା ଆୟ କରିବାର ପ୍ରତିଯୋଗିତାରେ ଦୌଉଡୁ ଥିବାର ଦେଖିବାକୁ ମିଳୁଛି। କିନ୍ତୁ ଟଙ୍କା ସମସ୍ତଙ୍କ ଭାଗ୍ୟରେ ନଥାଏ । କିଛି ଲୋକମାନେ କୌଣସି ପରିଶ୍ରମ ନ କରି ତାଙ୍କୁ ସବୁ କିଛି ମିଳିଯାଇଥାଏ କିନ୍ତୁ କିଛି ଲୋକ କଠିନ ପରିଶ୍ରମ କରିବା ସତ୍ବେ ବି ତାଙ୍କର ଧନ ସମ୍ବନ୍ଧିତ ସମସ୍ୟା ଦୂର ହୁଏ ନାହିଁ । ହିନ୍ଦୁ ଧର୍ମ ଶାସ୍ତ୍ରରେ ସକାଳୁ ଉଠି କିଛି ବିଶେଷ କାମ କରିବା ପାଇଁ କୁହାଯାଇଛି । ଏମିତି କୁହାଯାଉଛି କି ଯଦି କୌଣସି ବ୍ୟକ୍ତି ସକାଳୁ ଉଠି ଏହି କାର୍ଯ୍ୟ ଗୁଡିକ ନିଜ ମନର ସହିତ ପୁରା କରିବ ତେବେ ତାହାର ଜୀବନରେ କେବେ ବି ଧନ ସମ୍ବନ୍ଧିତ ସମସ୍ୟା ରହିବ ନାହିଁ ।

Image courtesy: Google

ଏହା ସହିତ ଆପଣ ସକାଳୁ ନିଜର ହାତ ଦେଖିବା ଶୁଭ ବୋଲି କୁହାଯାଇଛି । ହାତ ଦେଖିବା ସଙ୍ଗେ ସଙ୍ଗେ ଆପଣ ଯଦି ଏହି ମନ୍ତ୍ରର ଉଚ୍ଚାରଣ କରିବେ ତେବେ ତାହା ଆହୁରି ଲାଭଦାୟକ ଏବଂ ମଙ୍ଗଳମୟ ରହିବ ।

କରଗ୍ରେ ବସତେ ଲକ୍ଷ୍ମି କରମଧ୍ୟେ ସରସ୍ୱତି ।

କରମୂଳେ ତୁ ଗୋବିନ୍ଦ ପ୍ରଭାତେ କରଦର୍ଶନମ୍ ॥

ଅର୍ଥ : ହାତର ଅଗ୍ର ଭାଗରେ ଦେବୀ ଲକ୍ଷ୍ମୀ, ମଧ୍ୟରେ ଦେବୀ ସରସ୍ଵତୀ ଏବଂ ମୂଳ ଭାଗରେ ବ୍ରହ୍ମା ବାସ କରିଥାନ୍ତି । ସେଥିପାଇଁ ନିଜର ହାତରେ ଏମାନଙ୍କର ଦର୍ଶନ କରିବା ଉଚିତ ।

Image courtesy: Google

ଏହି ମନ୍ତ୍ରକୁ ଧନର ମନ୍ତ୍ର ବୋଲି ମଧ୍ୟ କୁହାଯାଉଛି । ଏହାକୁ ଜପ କରିବା ଦ୍ଵାରା ଆମର ଆର୍ଥିକ ସମସ୍ୟା ଗୁଡିକ ସମାଧାନ ହୋଇ ପାରିବ । ସେଥିପାଇଁ ଆପଣ ଯଦି ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଗୁଡିକରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଏହି ମନ୍ତ୍ରକ ଗୁଡିକୁ ପ୍ରୟୋଗ କରନ୍ତୁ ।

Image courtesy: Google

ଏହି ମନ୍ତ୍ରକୁ ସକାଳୁ ଜାପ କରିବା ସମୟରେ ଏହି କଥାର ଧ୍ୟାନ ରଖିବେ କି ଆପଣଙ୍କର ନଜର ନିଜର ହାତ ଉପରେ ହିଁ ଥିବ । ମନ୍ତ୍ରକୁ ତିନିଥର ଜପ କରନ୍ତୁ ଏବଂ ଏହା ପରେ ନିଜର ହାତକୁ ନିଜର ମୁହଁରେ ବୁଲାଇ ଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କୁ ଭଗବାନଙ୍କର ଆଶୀର୍ବାଦ ମିଲିଥାଏ ।

Image courtesy: Google

ହିନ୍ଦୁ ଧର୍ମରେ ଗାଈଙ୍କୁ ଦେବୀ ବୋଲି କୁହାଯାଏ । ଯଦି ଆପଣ ବୁଧ ପୁଷ୍ପ୍ୟ ଯୋଗରେ ୫୦୦ ଗ୍ରାମ ଦୁଧ ସହିତ ଶ୍ରୀ ଗଣେଶ ଏବଂ ଲକ୍ଷ୍ମୀଙ୍କର ପ୍ରତିମାର ପୂଜା କରିବେ ଏବଂ ବୁଧୁବାର ଦିନ ମନ୍ଦିରରେ କ୍ଷୀର ଦାନ କରନ୍ତୁ । ଏତଦ୍ ବ୍ୟତିତ ଆପଣ ଶନିବାର ଦିନ ଗୋଟିଏ କଳା ପଥରକୁ ରାଶି ତେଲରେ ବୁଡାଇ ୭ ଥର ନିଜ ଏବଂ ନିଜ ଟଙ୍କା ରଖୁ ଥିବା ସ୍ଥାନରେ ପକାନ୍ତୁ ।

ଏହା ପରେ ସେହି ପଥରକୁ ନିଆରେ ପକାଇ ଦିଅନ୍ତୁ । ଏହା ପରେ ନିଆଁ ଲିଭିବା ପରେ ସେହି ପଥରକୁ ଆଣି ଗୋଟିଏ କୂଅରେ ପକାଇ ଦିଅନ୍ତୁ ଏବଂ ଏହି ମନ୍ତ୍ରକୁ ଜପ କରନ୍ତୁ –

ଓଁ ଶନ୍ ଶନିଶ୍ଚରାୟ ନମଃ

ବନ୍ଧୁଗଣ ଆଶା କରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକ୍ଲ ପସନ୍ଦ ଆସିଥିବ, ପସନ୍ଦ ଆସିଲେ ଶେୟାର ନିଶ୍ଚୟ କରିବେ। ଆଗକୁ ମଧ୍ୟ ଏହି ଭଳି ନୂଆ ନୂଆ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।