ଝିଅମାନଙ୍କର ଜିନ୍ସରେ ବି ଥାଏ ଚେନ, କଣ ଆପଣଙ୍କୁ ଜଣା ଅଛି ଏହା ପଛର କାରଣ ! ଜାଣନ୍ତୁ

ପୁଅ ହେଉ କିମ୍ବା ଝିଅ ସମସ୍ତଙ୍କୁ ଜିନ୍ସ ପିନ୍ଧିବାକୁ ଭଲ ଲାଗିଥାଏ । ଆମେ ଜିନ୍ସର ବିଷୟରେ ଏଥିପାଇଁ କହୁଛୁ କାରଣ ଆଜି ଆମେ ଏହି ପୋଷ୍ଟରେ ଆପଣଙ୍କୁ ଜିନ୍ସ ସହିତ ଜଡିତ ଏକ ମଜାଦାର ପ୍ରଶ୍ନ କରିବୁ । ପୁଅମାନଙ୍କର ଜିନ୍ସରେ ଚେନ ରହିବା ସ୍ଵାଭାବିକ ଅଟେ କିନ୍ତୁ କଣ ଆପଣ କହି ପାରିବେ କି ଝିଅମାନଙ୍କ ଜିନ୍ସରେ ବି କାହିଁକି ଚେନ ଥାଏ ? ଚାଲନ୍ତୁ ଏହାର ଉତ୍ତର ଆମେ ଆପଣଙ୍କୁ ଦେଇ ଦେଉଛୁ ।

କାହିଁକି ରହିଥାଏ ଜିନ୍ସରେ ଚେନ

Image courtesy: Google

ଆମେ ଆପଣଙ୍କୁ କହିଦେଉଛୁ କି ଝିଅମାନଙ୍କର ଜିନ୍ସରେ ଚେନ ଏଥିପାଇଁ ଦିଆଯାଇଥାଏ ଯାହା ଦ୍ଵାରା ସେ ତାକୁ ସହଜରେ ପିନ୍ଧି ପାରିବେ । କହିବାକୁ ଗଲେ ଯେଉଁ ଓରିଜିନଲ ଡେନିମ ଜିନ୍ସ ହୋଇଥାଏ ତାହା ବହୁତ କମ ସ୍ଟ୍ରେଚେବଲ ହୋଇଥାଏ ଓ ପୁଅ ମାନଙ୍କ ତୁଳନାରେ ଝିଅ ମାନଙ୍କର ଅଣ୍ଟା ଅଧିକ ବଡ ହୋଇଥାଏ ।

କଣ ଆବଶ୍ୟକ ଥାଏ ଜିନ୍ସରେ ଛୋଟ ପକେଟର

Image courtesy: Google

ବର୍ତ୍ତମାନ ଅନ୍ୟ ଏକ ମୁଖ୍ୟ ପ୍ରଶ୍ନ ଆସୁଛି କି ଜିନ୍ସରେ ଛୋଟ ପକେଟ କାହିଁକି ଥାଏ । ଏହା ପଛରେ ବି ଏକ କାରଣ ଅଛି । କହିଦେଉଛୁ କି ଜିନ୍ସରେ ଛୋଟ ପକେଟର କଂସେପ୍ଟ ପ୍ରଥମେ ଲିୱାଇସ ଜିନ୍ସ ଆରମ୍ଭ କରିଥିଲା । ଜିନ୍ସରେ ଛୋଟ ପକେଟକୁ ୱାଚ ପକେଟ ନାମରେ ଜଣା ଯାଉଥିଲା । ଏହି ପକେଟକୁ ଖାସକରି ପୁଅ ପିଲାମାନଙ୍କ ପାଇଁ ପ୍ରସ୍ତୁତ କରାଯାଉଥିଲା ଯାହା ଦ୍ଵାରା ସେମାନେ ଏଥିରେ ନିଜ ଘଡି ରଖି ପାରିବେ ।

୧୮ ତମ ଶତାବ୍ଦୀରେ ପୁଅମାନେ ଚେନ ବାଲା ଘଡି ବ୍ୟବହାର କରୁଥିଲେ । ସେଥିପାଇଁ ଜିନ୍ସରେ ପକେଟ ଥିଲା । ଏହା ଛଡା ଏହି ପକେଟରୁ ଘଡି ହଜିଯିବାର ଡର ବି ନ ଥିଲା । ତାଙ୍କର ଘଡି ଅନ୍ୟ ପକେଟରେ ରଖାଯାଇଥିବା ଜିନିଷ ଅପେକ୍ଷା ଅଧିକ ସୁରକ୍ଷିତ ଥିଲା । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।