କହିଲ ଦେଖି ତାହା କଣ ଯାହା, ସକାଳେ 4ଟି ଗୋଡରେ ଚାଲେ, ଦ୍ଵିପ୍ରହରେ 2ଟି ଗୋଡରେ ଚାଲେ ଓ ସନ୍ଧ୍ୟା ସମୟରେ 3ଟି ଗୋଡରେ ଚାଲିଥାଏ  ? ଏହା ସହ ଜାଣନ୍ତୁ ଆହୁରି 20ଟି Q&A

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।

୧- ଏମିତି କେଉଁ ପଶୁ ଅଛି ଯିଏ ୩୦ ଫୁଟ୍ ଯାଏଁ ଡିଆଁ ମାରିପାରେ /

ଉ: କଙ୍ଗାରୁ ।

୨- ମହାତ୍ମା ଗାନ୍ଧୀଙ୍କ ଜନ୍ମ ଭାରତର କେଉଁ ରାଜ୍ୟରେ ହୋଇଥିଲା ?

ଉ: ଗୁଜୁରାଟ ରାଜ୍ୟରେ ।

୩- ଗୌତମ ବୁଦ୍ଧ ନିଜ ପ୍ରଥମ ଉପଦେଶ କେଉଁଠି ଦେଇଥିଲେ ?

ଉ: ସାରନାଥରେ ।

୪- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ଚାହା ଚାଷ କରାଯାଏ ?

ଉ: ଆସାମ ରାଜ୍ୟରେ ।

୫- ଭାରତର ସବୁଠୁ ବଡ ସହର କେଉଁଟି ?

ଉ: ମୁମ୍ବାଇ ।

୬- ଭାରତର ପ୍ରଥମ ଗୃହମନ୍ତ୍ରୀ ଗୃହମନ୍ତ୍ରୀ କିଏ ଥିଲେ ?

ଉ: ବଲ୍ଲଭ ଭାଇ ପଟେଲ ।

୭- ମାଙ୍କଡର ଆୟୁଷ କାଳ କେତେ ବର୍ଷ ହୋଇଥାଏ ?

ଉ: ୨୫ ବର୍ଷ ।

୮- ଭାରତର ତୃତୀୟ ସର୍ବାଧିକ କୁହା ଯାଉଥିବା ଭାଷା କଣ ?

ଉ: ତେଲୁଗୁ ।

୯- ନବୋଦୟ ବିଦ୍ୟାଳୟରେ କେଉଁ ଶ୍ରେଣୀରୁ ଦାଖିଲା ଆରମ୍ଭ ହୋଇଥାଏ ?

ଉ: ଷଷ୍ଠ ଶ୍ରେଣୀରୁ ।

 

 

୧୦- କେଉଁ ଦେଶର ସରକାର ଛୁଆ ଜନ୍ମ ହେଲେ ଉପହାର ଦେଇଥାନ୍ତି ?

ଉ: ସିଙ୍ଗାପୁର ।

୧୧- ଭାରତର କେଉଁ ରାଜ୍ୟରେ ଭାସମାନ ରାଷ୍ଟ୍ରୀୟ ପାର୍କ ରହିଛି ?

ଉ: ମଣିପୁରରେ ।

୧୨- ଭାରତୀୟ ସମ୍ବିଧାନର ଜନକ କାହାକୁ କୁହାଯାଏ ?

ଉ: ଡକ୍ଟର ଭୀମରାଓ ଆମ୍ବେଦକର ।

୧୩- ଭାରତରେ ସର୍ବପ୍ରଥମେ କେଉଁ ରାଜ୍ୟରେ ସୂର୍ଯ୍ୟ ଉଦୟ ହୋଇଥାଏ ?

ଉ: ଅରୁଣାଚଳ ପ୍ରଦେଶରେ ।

୧୪- ଭୂମିକମ୍ପ ହେବା ପୂର୍ବରୁ ହିଁ କେଉଁ ଜୀବକୁ ଏହାସ ଆଭାସ ମିଳି ଯାଇଥାଏ ?

ଉ: ମାଛକୁ ।

୧୫- କେଉଁ ଦେଶକୁ ଦୁନିଆର ସବୁଠୁ ସୁରକ୍ଷିତ ଦେଶ ବୋଲି ମାନାଯାଏ ?

ଉ: ଜାପାନକୁ ।

୧୬- କେଉଁ ଗ୍ରହକୁ ଲାଲ ଗ୍ରହ ନାମରେ ମଧ୍ୟ ଜଣା ଯାଇଥାଏ ?

ଉ: ମଙ୍ଗଳ ଗ୍ରହକୁ ।

୧୭- କେଉଁ ଫଳ ଆମ ଶରୀରରେ ଥିବା ରକ୍ତର ଅଭାବକୁ ପୂରଣ କରିଥାଏ ?

ଉ: ଡାଳିମ୍ବ ।

୧୮- ଭାରତରର ରାଷ୍ଟ୍ରୀୟ ଗୀତ ସର୍ବ ପ୍ରଥମେ କେଉଁଠି ବୋଲା ଯାଇଥିଲା ?

ଉ: କଲିକତାରେ ।

୧୯- କେଉଁ ପଶୁ ମରିବା ପରେ ବି ଠିଆ ହୋଇ ରହିଥାଏ ?

ଉ: ଘୋଡା ।

୨୦- କହିଲ ଦେଖି ତାହା କଣ, ସକାଳେ 4ଟି ଗୋଡରେ ଚାଲେ, ଦ୍ଵିପ୍ରହରେ 2ଟି ଗୋଡରେ ଚାଲେ ଓ ସନ୍ଧ୍ୟା ସମୟରେ 3ଟି ଗୋଡରେ ଚାଲିଥାଏ  ?

ଉ: ମଣିଷ ବାଲ୍ୟବସ୍ଥାରେ ଚାରିଗୋଡରେ ଅର୍ଥାତ ଗୁରୁଣ୍ଡି ଗୁରୁଣ୍ଡି ଚାଲେ, ଯୌବନାବସ୍ଥାରେ ଦୁଇ ଗୋଡରେ ଚାଲେ ଓ ବୃଦ୍ଧାବସ୍ଥାରେ ବାଡି ଧରି ଅର୍ଥାତ ତିନି ଗୋଡରେ ଚାଲିଥାଏ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।