ସକାଳ 3ଟା ରୁ 5ଟା ଭିତରେ ନିଦ ଭାଙ୍ଗିଯାଉଛି କି ? ଏହି ସମୟରେ ନିଦ ଭାଙ୍ଗିବାର ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟ ଙ୍କ ରଚିତା ଏକ ମହାନ ଗ୍ରନ୍ଥ ଅଟେ । ଯେଉଁଠି ରେ ଜୀବନକୁ ସୁଖରେ ଓ ସଫଳତା ବନେଇବା ପାଇଁ ଉପଯୋଗ ମଧ୍ୟ ଦିଆ ଯାଇଛି । ଏହି ଗରନ୍ଥର ମୁଖ୍ୟ ବିଷୟ ମାନବ ସମାଜର ଜୀବନ ର ପ୍ରତେକ ବିଷୟର ବ୍ୟବହାରିକ ଶିକ୍ଷା ଦିଆଯାଇ ଅଛି । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ଯିଏ ନିଜର ନୀତି ନିୟମ ଦ୍ଵାରା ରାଜା ଚନ୍ଦ୍ରଗୁପ୍ତ ଙ୍କୁ ରାଜଗାଦି ରେ ବସାଇ ଥିଲେ । ଆଜି ଆମେ ଆପଣଙ୍କୁ ନିଦ ବିଷୟରେ କହିବାକୁ ଯାଉଛୁ । ଅର୍ଥାତ ଯଦି ଆପଣଙ୍କର ନିଦ ସକାଳ ୩ଟା ରୁ ୫ଟା ଭିତରେ ଭାଙ୍ଗିଯାଏ ତେବେ ଏହାର ଅର୍ଥ କଣ ହୋଇଥାଏ ।

ଶାସ୍ତ୍ର ଅନୁଯାୟୀ ସକାଳ ୩ଟା ରୁ ୫ଟା ଭିତରେ ନିଦ ଭାଙ୍ଗୁଥିଲେ ଏହାର କୌଣସି ନା କୌଣସି ଦଇବ ଶକ୍ତିର ଇସାରା ଲୁଚିକି ରହିଥାଏ । କିଛି ଲୋକଙ୍କର ଯେତେ ଗାଢ ନିଦରେ ସୋଇଥିଲେ ବି ସକଳ ୩ଟା ରୁ ୫ଟା ମଧ୍ୟରେ ନିଦ ଭାଙ୍ଗିଯାଏ କିନ୍ତୁ ଏହାକୁ ସେମାନେ ଅଣଦେଖା କରି ସୋଇ ପଡନ୍ତି । କିନ୍ତୁ ଜାଣି ରଖନ୍ତୁ ଯଦି ହଠାତ ଏମିତି ନିଦ ଭାଙ୍ଗି ଯାଉଛି ତେବେ ବାସ୍ତବରେ ଏହା ସାଧାରଣ କଥା ନୁହେଁ । ମାନ୍ୟତା ଅଛି ଏହି ସମୟକୁ ବ୍ରହ୍ମ ମୁହୁର୍ତ୍ତରେ ସମୟ କୁହାଯାଏ ।

ଏହି କାରଣ ଅଛି କି ଏହା ଦ୍ଵାରା ଆଲୋକିତ ଶକ୍ତି ଗୁଡିକର ପ୍ରଭାବ ରହିଥାଏ । ଏହି ଶକ୍ତି ଗୁଡିକ ଆପଣଙ୍କୁ ଅନେକ ପ୍ରକାରର ସଂକେତ ମଧ୍ୟ ଦେଇଥାଏ ଯାହାକୁ ବୁଝିବାକୁ ପଡିଥାଏ । ୧- ଯଦି ଆପଣ ନିଦ ୩ଟା ରୁ ୫ଟା ଭିତରେ ଖୋଲି ଯାଇଥାଏ ତେବେ ଆପଣଙ୍କୁ ଖୁସି ଦେଖିବା ବା ଦେବା ପାଇଁ ଭଗବାନ ଇସାରା ଦେଇଥାନ୍ତି । ଏହି ସମୟରେ ନିଦ ଭାଙ୍ଗିଲେ ଆପଣ ବାସ୍ତବରେ ଭାଗ୍ୟଶାଳୀ ଅଟନ୍ତି ।

୨- ଯଦି ଆପଣଙ୍କ ନିଦ ସକାଳ ୩ଟା ରୁ ୫ଟା ମଧ୍ୟରେ ଖୋଲି ଯାଇଛି ତେବେ ଆପଣଙ୍କ ଘରେ ଧନର ବୃଦ୍ଧି ହେବାର ସୂଚନା ମିଳିଥାଏ । ଆପଣଙ୍କ ଜୀବନରେ ସଫଳତା ମିଳିବାର ଅଛି ।

୩- ଆପଣଙ୍କ ନିଦ ଯଦି ୩ଟା ରୁ ୫ଟା ଭିତରେ ଭାଙ୍ଗି ଯାଇଛି ତେବେ ସେମାନଙ୍କ ଭିତରେ ଏନର୍ଜି ବା ଫୁର୍ତ୍ତି ଅନୁଭବ ହୋଇଥାଏ । ଏହା ସହ ପ୍ରକୃତିର ଭରପୁର ଆନନ୍ଦ ମଧ୍ୟ ନେଇଥାନ୍ତି ।

୪- ଶାସ୍ତ୍ର ଅନୁଯାୟୀ ସକଳ ୩ଟା ରୁ ୫ ଟା ମଧ୍ୟରେ ନିଦ ହଠାତ ଖୋଲି ଯାଇଥାଏ ବା ସେମାନେ ଉଠିଥାନ୍ତି ସେହି ଲୋକ ମାନେ ବାସ୍ତବରେ ଭାଗ୍ୟଶାଳୀ ହୋଇଥାନ୍ତି ।

୫- ଯେଉଁ ମାନେ ବିଦ୍ୟାର୍ଥୀ ସେମାନେ ୩ଟା ରୁ ୫ଟା ଭିତରେ ନିଦରୁ ଉଠି ପାଠ ପଢନ୍ତି ତେବେ ଏହି ସମୟ ଟି ଅତ୍ୟନ୍ତ ଫଳଦାୟୀ ହୋଇଥାଏ । କାରଣ ଏହି ସମୟରେ ଯେଉଁ ପାଠ ପଢାଯାଏ ତାହା କେବେ ଭୁଲାଯାଏ ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଶ୍ଚୟ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।