ଆପଣ ସଜନା ଶାଗ (Moringa Leaves) ଖାଉଛନ୍ତି କି ? ତେବେ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା– Health Tips

ସଜନା ଗଛ  ଯାହା ଆମେ ସାଧାରଣ ଭାବେ ନିଜ ବାରି ପଟେ ଲଗାଇ ଥାଉ । କିନ୍ତୁ ଆମେ ଏହାର ଉପକାରିତା ବିଷୟରେ ଜାଣିନୁ । ଏହାକୁ କେହି ତରକାରୀ ରେ ପକାଇ ଖାଇ ଥାଏ ତ କେହି ସଜନା ଗଛର ପତ୍ରକୁ ଆଣିକି ଏହାର ଭଜା ମଧ୍ୟ ଆଣି ଥାନ୍ତି । ସଜନା ଗଛ କୁ ଆମେ ଜାଣିଛେ ଏହା ମଧ୍ୟ ଆମେ ଜାଣିଛେ କି ଏହା ଆମ ଶରୀର ପାଇଁ ବହୁତ ଉପକାରୀ । ଏହାର ପତ୍ରରେ ଭିଟାମୀନ ସି ରହି ଥାଏ ।

ଏହା ଆମ ଲେମ୍ବୁରେ ଥିବା ଭିଟାମିନ C ଠାରୁ ମଧ୍ୟ ଅଧିକ ରହି ଥାଏ ଏହା ସହ କ୍ଷୀର ରେ ଥିବା କ୍ୟାଲସିୟମ ଯେତେ ଅଧିକ ଥିଲେ ମଧ୍ୟ ଏହାର ପତ୍ରରେ ପାଞ୍ଚ ଗିଳାଷ ଭଳି କ୍ଷୀରର କ୍ୟାଲସିୟମ ରହି ଥାଏ । ଏହା ସହ ପୋଟାସିୟମ, ଭିଟାମିନA, ଭିଟାମିନ B ମଧ୍ୟ ଥାଏ । ଏହା ଝାଡା ବାନ୍ତି ଓ କାଶ ପାଇଁ ମଧ୍ୟ ଭଲ ହୋଇ ଥାଏ । ଯଦି ଆପଣଙ୍କୁ ଅଧିକ ଥାନ୍ତା ହୋଇଛି ତେବେ ଏହାର ପାତ୍ର କିମ୍ବା ଏହାର ଫଳକୁ ଆପଣ ଫୁଟାଇ ଏହାର ବାମ୍ଫ ନେବା ଦ୍ଵାରା ଏହା ଭଲ ହୋଇଥାଏ ।

ଆପଣ ଯଦି ଶରୀର ରେ ଥିବା କମ୍ଜୋରି ଯୋଗୁ କେଉଁ ଆଡେ ଚାଲି ବୁଲି ପାରୁ ନାହାଁନ୍ତି ତେବେ ଆପଣ ଏହାକୁ ସବୁ ଦିନ ଖାଇବା ଦରକାର ହୋଇ ଥାଏ । ଆପଣଙ୍କ ଶରୀର ରେ ବଥ ହୋଇ ଥାଏ ଏହା ମଧ୍ୟ ତାକୁ ଭଲ କରି ଦେଇଥାଏ । ଏହା ଦ୍ଵାରା ଏମିନିଆ ରକ୍ତ ହୀନତା ଭଳି ବେମାରି ମଧ୍ୟ ଭଲ ହହୋଇଯାଇ ଥାଏ  । ଏହା ଶିଶୁ ମାନଙ୍କୁ କୁପୋଷଣ ରୁ ମଧ୍ୟ ରକ୍ଷା କରି ଥାଏ ।

ଗର୍ଭ ବର୍ତ୍ତୀ ମହିଳା ମାନେ ଓ ସ୍ଥନ୍ୟପାନ କରାଉ ଥିବା ମହିଳା ଙ୍କୁ ମଧ୍ୟ ପୋଷଣ ଦେଇ ଥାଏ ଏହା ଆମ ପେଟର ସମସ୍ଯା କୁ ଦୂର କରିବା ସହ ପାଚନ ପ୍ରକ୍ରିୟା ମଧ୍ୟ ଭଲ ଭାବେ କରାଇ ଥାଏ । ଆପଣ ମାନେ ଯଦି କିଛି ପେଟ ସମସ୍ଯା ରେ ଅଛନ୍ତି ଏହା ତାକୁ ମଧ୍ୟ ଭଲ କରି ଦେଇଥାଏ । ଏହା ଶରୀର କୁ ଭଲ ପୋଷଣ ଦେବା ସହ ଏହା ଆମ ଶରୀର ରେ ଥିବା ସବୁ ପ୍ରକାର ସାଇଡ ଇଫେକ୍ଟ କୁ ମଧ୍ୟ ଭଲ କରି ଦେଇଥାଏ ।

ଏହା ସହଜରେ ମିଳି ଯାଇ ଥାଏ । ଯଦି ଆପଣକ ଉଚ୍ଚ ରକ୍ତ ଚାପ ଅଛି ତେବେ ଆପଣ ଏହାକୁ ଖୁବ ଜଲ୍ଦି ଖାଇବା ଆରମ୍ଭ କରିବା ଭଲ । ଏହା ଆମ ହାଡ କୁ ମଜବୁତ କରାଇବା ସହ ଆମ ଆଖି ଓ ଆମ ଚୁଟି କୁ ମଧ୍ୟ ଭଲ ରଖିଥାଏ । ଏହା ମଧ୍ୟରେ ଆପଣଙ୍କ ଔଷଧ ଭାବେ ମଧ୍ୟ ଖାଇବେ ଯଦି ଏହା ଭଲ ହୋଇଥାଏ ଆପଣ ଏହାର ଗୁଣ୍ଡ କରିକି ଆପଣ ଖାଇ ପାରିବେ । ଯଦି ହଇଜା ଭଳି ବେମାର ଅଛି ତେବେ ଆପଣ ଏହାର ପତ୍ରକୁ ନେଇକି ପାଣିରେ ଫୁଟାଇକି ଏହାକୁ ଭଲ ଭାବେ ରସ କାଢିକି ଏହାକୁ ଖାଇବା ଭଲ ହୋଇଥାଏ ।