ଆଜିର ରାଶିଫଳ, 2 ଜାନୁୟାରୀ 2022, ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨ ଜାନୁୟାରୀ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକ ମାନଙ୍କର ଆଜି ଦିନ ଟି ଭଲ ରହିବ । ଆପଣଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ଆସିବାକୁ ଯାଉଛି । କୌଣସି ଦିଗରୁ ଅଚାନକ ଧନ ଲାଭ ହେବ । ସମାଜ ରେ ମାନ ସମାନ ବୃଦ୍ଧି ପାଇବ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହୋଇପାରେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣଙ୍କର ଅଧିକ ଧନ ଲାଭ ହେବା ସହ ନୂଆ ଯୋଜନା କରିବେ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ସନ୍ତାନ ମାନଙ୍କର ଉନ୍ନତି ରେ ଆପଣ ଖୁସି ପ୍ରକାଶ କରିବେ ।

ବୃଷ ରାଶି : ଆପଣଙ୍କର ଆଜି ଦିନ ଟି ଅନୁକୂଳ ରହିବ । ସମାଜ ରେ ଆପଣଙ୍କର ଖ୍ଯାତି ବୃଦ୍ଧି ହୋଇପାରେ । ବ୍ୟବସାୟ କ୍ଷେତ୍ର ରେ ଆପଣଙ୍କର ଉନ୍ନତି ହୋଇପାରେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ଗୃହରେ ଶୁଭ କାର୍ଯ୍ୟ ଆରମ୍ଭ ହେବ । ସେଥିପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । ପାରିବାରିକ ମାହୋଲ ସୁଖଦ ରହିବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କର ଅଟକି ରହିଥିବା କାମ ପୁରା ହେବ ।

ମିଥୁନ ରାଶି : ଏହି ରାଶିର ଲୋକ ମାନଙ୍କର ଜୀବନରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଚାକିରି କ୍ଷେତ୍ର ରେ ଆପଣଙ୍କର ଉଚ୍ଚ ପଦ ହାସଲ ହୋଇପାରେ । କୌଣସି ଦିଗରୁ ଅଚାନକ ଧନ ଲାଭ ହେବ । ଆପଣ ପ୍ରତେକ କାମ ସଫଳତାର ସହ ପୁରା କରିବେ । ବେପାର କ୍ଷେତ୍ର ରେ ଆପଣ ଲାଭବାନ ହେବେ । ନୂଆ କାମ ଆରମ୍ଭ କରିବେ । ଲମ୍ବା ପ୍ରୟାସ ତଥା ଧାର୍ମିକ ଯାତ୍ରା କରିବେ ।

କର୍କଟ ରାଶି : ଆଜି ଆପଣଙ୍କର ପ୍ରେମ ଜୀବନରେ ବହୁତ ଭଲ ସମୟ ରହିଛି । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ଆପଣଙ୍କର ସମ୍ପର୍କ ନିବିଡ ରହିବ । କୋର୍ଟ କଚେରୀ କ୍ଷେତ୍ର ରେ ଆପଣ ସଫଳ ହେବେ । ଆପଣଙ୍କର ଅଟକି ରହିଥିବା କାମ ପୁରା ହେବ । ଆପଣ ଜୀବନରେ କିଛି ନୂଆ କାମ କରିବା ପାଇଁ ପ୍ଳାନ କରିବେ । ବିଦେଶକୁ ଯାତ୍ରା କରିବାର ସୁଯୋଗ ପାଇବେ । ଆପଣଙ୍କୁ କିଛି ନୂଆ କରିବାର ସୁଯୋଗ ମିଳିବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

ସିଂହ ରାଶି : ଚାକିରି କରିଥିବା ବ୍ୟକ୍ତି ମାନଙ୍କର ବେତନ ବୃଦ୍ଧି ସହ ନୂଆ ଦାୟିତ୍ଵ ମିଳିପାରେ । କୌଣସି ମହତ୍ଵ ପୂର୍ଣ୍ଣ କାମ କରିବା ପାଇଁ ଅବସର ପ୍ରାପ୍ତ ହେବ । ଧନ ଅର୍ଜନ କରିବାର ନୂଆ ମାର୍ଗ ମିଳିବ । ସମାଜ ରେ ଆପଣଙ୍କର ଖ୍ଯାତି ବୃଦ୍ଧି ହୋଇପାରେ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । ପ୍ରତିଯୋଗୀ ପରୀକ୍ଷା ରେ ଆପଣ ସଫଳ ହେବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ତାଳମେଳ ଠିକ ରହିବ । ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବେ ।

କନ୍ୟା ରାଶି : ଆପଣଙ୍କ ଜୀବନରେ ବହୁତ ବଡ ଖୁସି ଖବର ଆସିବାକୁ ଯାଉଛି । ଆଜି ଦିନରେ କର୍ମ କ୍ଷେତ୍ର ରେ କୌଣସି କଥା କୁ ନେଇ ଆଲୋଚନା ହୋଇପାରେ । ମାନସିକ ଚିନ୍ତା ରୁ ପାନ ଦୂରେଇ ରୁହନ୍ତୁ । ଆପଣ କରଜ ରୁ ମୁକ୍ତି ପାଇବେ । ଅଚାନକ ଧନ ଲାଭ କରିବେ । ପ୍ରେମ ଜୀବନରେ ଆପଣ ମନ କଥା ସାଥି ଙ୍କୁ କହିବେ । ଆପଣଙ୍କ ପ୍ରେମ ଜୀବନ ସଫଳ ହେବ । ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ ।

ତୁଳା ରାଶି : ଆପଣଙ୍କର ସବୁ ଇଚ୍ଛା ପୁରା ହେବ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହୋଇପାରେ । ଆପଣଙ୍କର ଆଗାମୀ ସମୟ ଭଲ ରହିବ । ଜୀବନର ପ୍ରତେକ ଟି କ୍ଷେତ୍ର ରେ ଆପଣ ସଫଳ ହେବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବା ସହ ନୂଆ ଯୋଜନା ଆରମ୍ଭ କରିବେ । ପୁରୁଣା ଜିନିଷ ରୁ ଆପଣ ଖୁସି ପାଇବେ । ମାତା ପିତାଙ୍କର ସହଯୋଗ ଆପଣ ପାଇବେ । ଧନ କମାଇବାର ନୂଆ ଅବସର ପ୍ରାପ୍ତ କରିବେ । ପାରିବାରିକ ମାହୋଲ ସୁଖଦ ରହିବ ।

ବିଛା ରାଶି : ଆଜି ଆପଣ ଗରିବ ଲୋକ ମାନଙ୍କୁ ସାହାଜୟ କରିବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ଆଜି ଆପଣ କାର୍ଯ୍ୟ କ୍ଷେତ୍ର ରେ ଅଧିକ ରୁଚି ରଖିବେ । କୋର୍ଟ କଚେରୀ ମାମଲା ରେ ଆପଣ ମୁକ୍ତି ପାଇବେ । ସମାଜ ରେ ଖ୍ଯାତି ବୃଦ୍ଧି ହେବ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ । କୌଣସି ଦିଗରୁ ଅଚାନକ ଧନ ଲାଭ ହେବ ।

ଧନୁ ରାଶି : ଆପଣଙ୍କର ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ସନ୍ତାନ ମାନଙ୍କର ଶିକ୍ଷା କୁ ନେଇ ଆପଣ ଚିନ୍ତା ରେ ରହିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସାହା ପାନଙ୍କର ସମ୍ପର୍କ ନିବିଡ ରହିବ । ଆପଣଙ୍କର ଅଟକି ରହିଥିବା କାମ ପୁରା ହେବ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହୋଇପାରେ । ଆପଣଙ୍କର ବିବାହ ଯୋଗ ରହିଛି । ଯେଉଁ ମାନେ ବେରୋଜଗାର ଅଛନ୍ତି ସେମାନଙ୍କୁ ନୂଆ ରୋଜଗାର କରିବାର ସୁଯୋଗ ପାଇବେ ।

ମକର ରାଶି : ଆଜି ଆପଣଙ୍କୁ କୌଣସି ଦିଗରୁ ଶୁଭ ସମାଚାର ଶୁଣିବାକୁ ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ । ସମାଜ ରେ ମାନ ସମାନ ବୃଦ୍ଧି ହେବ । ଘର ପରିବାରେ ମାହୋଲ ସୁଖଦ ରହିବ । ଚାକିରି କ୍ଷେତ୍ର ରେ ଆପଣଙ୍କର ସାଲାରି ରେ ବୃଦ୍ଧି ହେବ । ଯେଉଁ ମାନଙ୍କର ବିବାହ ହେଉ ନ ଥିଲା ସେମାନଙ୍କର ବିବାହ ଯୋଗ ରହିଛି । ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ମାଙ୍ଗଳିକା କାର୍ଯ୍ୟ ରେ ଯୋଗ ଦେବେ । ଆପଣ କରଜ ରୁ ମୁକ୍ତି ପାଇବେ । ଜୀବନରେ କିଛି ନୂଆ କରିବା ପାଇଁ ପ୍ଳାନ କରିବେ । ସମାଜ ରେ କ୍ଷତି ବୃଦ୍ଧି ହେବ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ମାର୍ଗ ଅନୁସରଣ କରିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଅଚାନକ ଧନ ଲାଭ ହେବେ ।

ମୀନ ରାଶି : ଏହି ରାଶିର ଲୋକ ମାନଙ୍କର ପାରିବାରିକ ବାତାବରଣ ଭଲ ରହିବ । ଗୃହରେ ଶୁଭ କାର୍ଯ୍ୟ ହୋଇପାରେ । କୌଣସି ନୂଆ ଦାୟିତ୍ଵ ମିଳିପାରେ । ଶିକ୍ଷା କ୍ଷେତ୍ର ରେ ଛାତ୍ର ଛାତ୍ରୀ ମାନେ ଉନ୍ନତି କରିବେ । ପ୍ରେମ ଜୀବନ ଆପଣଙ୍କର ବହୁତ ଭଲ ରହିବ । ଆଜି ଆପଣଙ୍କର ଆୟ ରେ ବୃଦ୍ଧି ହେବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହୋଇପାରେ । ବେପାର ବାଣିଜ୍ୟ କ୍ଷେତ୍ର ରେ ନୂଆ ଯୋଜନା କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।