ଏମିତି କେଉଁ ଶବ୍ଦ ଅଛି ଯାହାକୁ ସିଧା ଲେଖିଲେ ଝିଅର ନାଁ ହୋଇଥାଏ ଓ ଓଲଟା ଲେଖିଲେ ଫିଲ୍ମର ନାଁ ଆସିଥାଏ ? ଜାଣନ୍ତୁ ଏହିପରି ଆଉ 30ଟି Interesting GK Questions & Answers

ଆପଣ ମାନେ ଇଣ୍ଟରଭିୟୁରେ ବିଭିନ୍ନ ପ୍ରକାରର ପ୍ରଶ୍ନର ସାମ୍ନା କରିଥାନ୍ତି । ସାମ୍ନାରେ ବସିଥିବା ବ୍ୟକ୍ତି ଆପଣଙ୍କୁ ବହୁତ କଠିନ କଠିନ ପ୍ରଶ୍ନ ପଚାରି ଥାନ୍ତି । ସେଥି ମଧ୍ୟରୁ କିଛି ପ୍ରଶ୍ନର ଉତ୍ତର ଆପଣ ଜାଣି ଥାନ୍ତି ତ ଅନ୍ୟ କିଛି ପ୍ରଶ୍ନ ଆମ ପାଇଁ ନୂଆ ହୋଇଥାଏ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯାହା ମାଧ୍ୟମରେ ଆପଣ ବହୁତ କିଛି ଶିଖିବାକୁ ପାରିବେ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ତାର ଉତ୍ତର ବିଷୟରେ ।

୧ – ଅଜନ୍ତା ଗୁମ୍ଫା କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର – ମହରାଷ୍ଟ୍ର

୨ – ଶରୀରର କେଉଁ ଅଙ୍ଗ ସବୁବେଳେ ଗରମ ରହିଥାଏ ?

ଉତ୍ତର – ହୃଦୟ

୩ – କେଉଁ ଜୀବର ୮ ଟି ଆଖି ଅଛି ?

ଉତ୍ତର – ଷ୍ଟାର ଫିଶ

୪ – କିଏ ଦିଲ୍ଲୀରେ ଲାଲକିଲ୍ଲାର ନିର୍ମାଣ କରାଇଥିଲେ ?

ଉତ୍ତର – ଶାହଜହାଁ

୫ – କାହାକୁ ସୁନ୍ଦରୀମାନଙ୍କର ଦେଶ କୁହାଯାଏ ?

ଉତ୍ତର – ଫ୍ରାନ୍ସ

୬ – ରାଜ୍ୟର ଶାସନ ମୁଖିଆ କିଏ ହୋଇଥାନ୍ତି ?

ଉତ୍ତର – ରାଜ୍ୟପାଳ

୭ – ସବୁଠୁ ଠାରୁ ଛୋଟ ମହାଦ୍ଵୀପ କିଏ ?

ଉତ୍ତର – ଅଷ୍ଟ୍ରେଲିୟା

୮ – ଭାରତର ପଶ୍ଚିମ ବିନ୍ଦୁ ନାଁରେ କେଉଁ ରାଜ୍ୟ ପରିଚିତ ?

ଉତ୍ତର – ଗୁଜୁରାଟ

୧୦ – ଇଣ୍ଟରନେଟକୁ ଓଡିଆରେ କଣ କୁହନ୍ତି ?

ଉତ୍ତର – ଅନ୍ତରଜାଲ

୧୧ – କେଉଁ ସ୍ଥାନରେ ଦିନ ଓ ରାତି ସମାନ ହୋଇଥାଏ ?

ଉତ୍ତର – ବିଷୁବତ ରେଖା

୧୨ – ବିଶ୍ଵର ସବୁଠୁ ମହଙ୍ଗା ଫଳ କେଉଁଠି ମିଳିଥାଏ ?

ଉତ୍ତର – ଜାପାନ

୧୩ – କିଏ ପରମାଣୁର ଖୋଜ କରିଥିଲେ ?

ଉତ୍ତର – ରଦରଫୋର୍ଡ

୧୪ – ଫୁଲର ଚାଷକୁ କଣ କୁହାଯାଏ ?

ଉତ୍ତର – ଫ୍ଲୋରି କଲ୍ଚର

୧୫ – ସୌରମଣ୍ଡଲର ସବୁଠୁ ଗରମ ଗ୍ରହ କିଏ ?

ଉତ୍ତର – ଶୁକ୍ର ଗ୍ରହ

୧୬ – କେଉଁ ଦେଶରେ କୁକୁରମାନଙ୍କୁ ପୂଜା କରାଯାଏ ?

ଉତ୍ତର – ନେପାଲ

୧୭ – ଭାରତର ସବୁ ବଡ ମୂର୍ତ୍ତିର ନାଁ କଣ ?

ଉତ୍ତର – ଷ୍ଟାଚୁ ଅଫ ୟୁନିଟ

୧୮ – କେଉଁ ଦେଶ ପ୍ରେସର କୁକୁରର ଖୋଜ କରିଥିଲେ ?

ଉତ୍ତର – ଇଂଲଣ୍ଡ

୧୯ – ଭୀମବେଟକା ଗୁମ୍ଫା କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର – ମଧ୍ୟପ୍ରଦେଶ

୨୦ – ଇଟାଲୀର ଗଙ୍ଗା କାହାକୁ କୁହନ୍ତି ?

ଉତ୍ତର – ପୋ ନଦୀ

୨୧ – ଭାରତର ଅନ୍ତିମ ଗଭର୍ନର ଜନରଲ କିଏ ଥିଲେ ?

ଉତ୍ତର – ଲର୍ଡ କେନିଙ୍ଗ

୨୨ – କେଉଁ କୀଟର ପର ରଙ୍ଗୀନ ହୋଇଥାଏ ?

ଉତ୍ତର – ପ୍ରଜାପତି

୨୩ –କେଉଁ ମହାନ ବ୍ୟକ୍ତିଙ୍କ ସମାଧି ସ୍ଥଳକୁ ବିଜୟ ଘାଟ କୁହାଯାଏ ?

ଉତ୍ତର – ଲାଲ ବାହୁଦୁର ଶାସ୍ତ୍ରୀ

୨୪ – ଭାରତରେ ସବୁଠୁ କମ ଜନସଂଖ୍ୟା ବାଲା ରାଜ୍ୟ କାହାକୁ କୁହାଯାଏ ?

ଉତ୍ତର – ସିକ୍କିମ

୨୫ – କେଉଁ ଦେଶ ରେଡାର ଆବିଷ୍କାର କରିଥିଲା ?

ଉତ୍ତର – ସ୍କଟଲ୍ୟାଣ୍ଡ

୨୬ – ସୁର ସରୋବର ପକ୍ଷୀ ବିହାର କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର – ଆଗ୍ରା

୨୭ – ଭାରତର ଭୂଗୋଳ ପୁସ୍ତକ କିଏ ଲେଖିଥିଲେ ?

ଉତ୍ତର – ଟାଲମି

୨୮ – କେଉଁ ଜୀବର ରକ୍ତ ନୀଳ ହୋଇଥାଏ ?

ଉତ୍ତର – ଅକ୍ଟୋପସ

୨୯ – ଅର୍ଥଶାସ୍ତ୍ରର ଜନକ କିଏ ଥିଲେ ?

ଉତ୍ତର – ଏଡମ ସ୍ମିଥ

୩୦ – ଆସିୟାନର ମୁଖ୍ୟାଳୟ କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର – ଜକାର୍ତା

୩୧ – କଇଁଛର ଜୀବନ କାଳ କେତେ ବର୍ଷର ହୋଇଥାଏ ?

ଉତ୍ତର – ୧୨୩ ବର୍ଷ

୩୨ – ଏମିତି କେଉଁ ଶବ୍ଦ ଅଛି ଯାହାକୁ ସିଧା ଲେଖିଲେ ଝିଅର ନାଁ ହୋଇଥାଏ ଓ ଓଲଟା ଲେଖିଲେ ଫିଲ୍ମର ନାଁ ଆସିଥାଏ ?

ଉତ୍ତର – ମଧୁ (ଧୁମ)