ଝିଅର Birthday ମନେଇବାକୁ Restaurant ଯାଇଥିଲେ ମା’, କିନ୍ତୁ Saree ପିନ୍ଧିଥିବାରୁ ହୋଟେଲର ଏହି 2 ଜଣ ଷ୍ଟାଫ ବନେଇଲେ ଏମିତି ତମାସା, ଦେଖନ୍ତୁ Viral video

ବର୍ତ୍ତମାନ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି । ଯେଉଁଥିରେ ଗୋଟିଏ ରେଷ୍ଟୁରାଣ୍ଟର କିଛି କର୍ମଚାରୀ ଜଣେ ମହିଳାଙ୍କୁ ଭିତରକୁ ପ୍ରବେଶ କରିବାକୁ ଦେଉ ନାହାନ୍ତି, କାରଣ ସେ ଶାଢୀ ପିନ୍ଧିଛନ୍ତି । ଆଉ ଏହାକୁ ନେଇ ଉକ୍ତ ମହିଳା ଏବଂ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ମଧ୍ୟରେ ଯୁ-କ୍ତି-ତ-ର୍କ ହେଉଛି । ମହିଳା ଜଣକ ବାରମ୍ବାର ତାଙ୍କୁ ପଚାରୁଛନ୍ତି ଶାଢୀ ପିନ୍ଧିଥିଲେ କଣ ପାଇଁ ପ୍ରବେଶ ନି-ଷେ-ଧ ବୋଲି । ଏହାର ଉତ୍ତରରେ ଜଣେ କର୍ମଚାରୀ କହୁଛନ୍ତି, ତାଙ୍କ ରେଷ୍ଟୁରାଣ୍ଟରେ କେବଳ ସ୍ମାର୍ଟ ଆଉଟଫିଟ ପିନ୍ଧିବା ନିୟମ ରହିଛି ।

ଶାଢୀ ସ୍ମାର୍ଟ ଆଉଟଫିଟ ନୁହେଁ । ତେବେ ମହିଳା ଜଣକ ଜଣେ ପୂର୍ବତନ ଜର୍ଣ୍ଣାଲିଷ୍ଟ ଥିବା ଜଣାପଡିଛି । ତାଙ୍କ ନାମ ହେଉଛି ଅନିତା ଚୌଧୁରୀ । ସେ ନିଜ ଝିଅର ଜନ୍ମଦିନ ପାଳିବାକୁ ସେହି ରେଷ୍ଟୁରାଣ୍ଟକୁ ଯାଇଥିବା ବେଳେ ଏପରି ଘ-ଟ-ଣା ଘ-ଟି-ଥି-ଲା । ତାଙ୍କୁ ରେଷ୍ଟୁରାଣ୍ଟର ଏହିପରି ନିୟମ ଏବଂ ବ୍ୟବହାର ପସନ୍ଦ ଆସି ନଥିଲା ଓ ଏହାର ପ୍ରତିବାଦ କରିବା ସହ ଏହି ଘ-ଟ-ଣାର ଭିଡିଓ ମଧ୍ୟ ବନାଇଥିଲେ ।

ଦିଲ୍ଲୀର ଖେଲ ଗାଓଁରେ ଅବସ୍ଥିତ ଆକ୍ୱିଲା (Aquila) ନାମକ ଏହି ରେଷ୍ଟୁରାଣ୍ଟର ଏଭଳି ଭିଡିଓ ଭା-ଇ-ରା-ଲ ହେବା ପରେ ସମସ୍ତେ ଉ-ତ୍ତ୍ୟ-କ୍ତ ହୋଇଛନ୍ତି ଓ ରେଷ୍ଟୁରାଣ୍ଟର ଏହିପରି ବ୍ୟବହାରକୁ ନି-ନ୍ଦା କରିଛନ୍ତି । ଶାଢୀ ଆମ ଦେଶର ଏକ ପ୍ରଧାନ ପୋଷାକ । ଆମ ଦେଶର ପ୍ରତ୍ଯେକ ମହିଳାଙ୍କ ପରିଚୟ କହିଲେ ଅତ୍ଯୁକ୍ତି ହେବ ନାହିଁ । ଆଉ ଦେଶର ରାଜଧାନୀ ଦିଲ୍ଲୀରେ ଏପରି ଏକ ଘଟଣା ଆମ ଦେଶର ସଂସ୍କୃତି ଓ ମହିଳାଙ୍କ ବେଶଭୁଷାକୁ ତା-ଚ୍ଛ-ଲ୍ୟ କରିବା ଠାରୁ କିଛି କମ ନୁହେଁ ।

ଅନିତାଙ୍କ ମୁତାବକ ତାଙ୍କ ଝିଅର ଜନ୍ମଦିନ ପୂର୍ବରୁ ହିଁ ସେ ସେଠାରେ ଟେବୁଲ ବୁକ କରିଥିଲେ । କିନ୍ତୁ ଜନ୍ମଦିନ ଅବସରରେ ସେଠାରେ ପହଞ୍ଚିବା ବେଳକୁ ସେ ଶାଢୀ ପିନ୍ଧିଥିବାରୁ ତାଙ୍କୁ ଏଣ୍ଟ୍ରି କରିବାକୁ ଦେଇ ନଥିଲେ । କାରଣ ସେମାନେ ଶାଢୀକୁ ସ୍ମାର୍ଟ ଆଉଟଫିଟ ବୋଲି ମାନୁ ନାହାନ୍ତି । ଏହାପରେ ଅନିତା ସେମାନଙ୍କୁ ରେଷ୍ଟୁରାଣ୍ଟର ନିୟମାବଳୀ ଦେଖାଇବାକୁ କହିଥିଲେ । କିନ୍ତୁ ତାଙ୍କ କଥା ନ ଶୁଣି ସେମାନେ ବାରମ୍ବାର ତାଙ୍କ ଶାଢୀ ପିନ୍ଧିବାକୁ ନେଇ କହିଥିଲେ ।

ଦେଶର ରାଜଧାନୀରେ ଆମ ସଂସ୍କୃତିର ଏଭଳି ଅ-ପ-ମା-ନ ନିହାତି ଭାବେ ନି-ନ୍ଦ-ନୀ-ୟ ଅଟେ । ଆପଣଙ୍କୁ ଆମ ପୋଷ୍ଟ ଭଲ ଅଲଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।