ସ୍ତ୍ରୀ ର ହଳଦିଆ ରଙ୍ଗର ନାଇଟ ପିନ୍ଧି ବିଚ୍ ରାସ୍ତାରେ ଅଚାନକ ନାଚିବାକୁ ଲାଗିଲେ ଯୁବକ, ସୋସିଆଲ ମିଡିଆରେ ଏବେ ନିଆଁ ପରି ଭାଇରାଲ ହେଉଛି ଏହି Video

ସୋ-ସି-ଆ-ଲ ମି-ଡି-ଆ-ରେ ଫେମସ ହେବା ପାଇଁ ଲୋକେ ଆଜିକାଲି କଣ ନ କରୁଛନ୍ତି ! ଏମିତି କିଛି ଏହି ଯୁବକ ମଧ୍ୟ କରି ପକାଇଛନ୍ତି । ଭିଡିଓରେ ଆପଣ ଦେଖି ପାରୁଥିବେ କଲିକତାର ମା ଫ୍ଲାଇଓଭର ଉପରେ ଏହି ବ୍ୟକ୍ତି ଜଣକ କିପରି ମହିଳାଙ୍କ ଡ୍ରେସ ପିନ୍ଧି ଡାନ୍ସ କରୁଛନ୍ତି । ଏହି ବ୍ୟକ୍ତିଙ୍କ ନାମ ଶ୍ୟାଣ୍ଡି ଶାହା ବୋଲି ଜଣାପଡିଛି । ଟ୍ରାଫିକ ଭିଡ ମଧ୍ୟରୁ କାରରୁ ବାହାରି ରାସ୍ତାରେ ଡାନ୍ସ କରୁଥିବା ନଜର ଆସିଥିଲେ ଏହି ବ୍ୟକ୍ତି ଜଣକ । ସେ ପ୍ରଥମେ କାରରୁ ଓହ୍ଲାଇ ଫ୍ଲାଇଓଭର ଯାଏଁ ଆସୁଛନ୍ତି ତାପରେ ଡାନ୍ସ କରିବା ଆରମ୍ଭ କରି ଦେଉଛନ୍ତି ।

ସେ ବି ବଲିଉଡର ଲୋକପ୍ରିୟ ଗୀତ “ମେ ଆୟି ହୁଁ ୟୁପି ବିହାର ଲୁଟନେ” ରେ । ଏହି ସମୟରେ ବ୍ୟକ୍ତି ଜଣକ ଗୋଟିଏ ହଳଦିଆ ରଙ୍ଗର ନାଇଟି ପିନ୍ଧିଛନ୍ତି ଓ ମହିଳାଙ୍କ ୱିଗ ମଧ୍ୟ ଲଗାଇଛନ୍ତି । ଭିଡିଓରେ ଶ୍ୟାଣ୍ଡିଙ୍କୁ ତୀବ୍ର ଗତିରେ ଯାଉଥିବା ଗାଡି ମାନଙ୍କ ମଧ୍ୟରେ ଅନେକ ଥର ସଡକ ପାରି ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହି ଭିଡିଓ ବନାଇବା ପରେ ଶ୍ୟାଣ୍ଡି ସୋ-ସି-ଆ-ଲ ମି-ଡି-ଆ-ରେ ସେ-ୟା-ର କରି ଦେଇଥିଲେ । ଏଥିରେ ତାଙ୍କୁ ଲକ୍ଷାଧିକ ଭ୍ୟୁ ମଧ୍ୟ ମିଳିଥିଲା ।

ସୋ–ସି-ଆ-ଲ ମି-ଡି-ଆ-ରେ ଲାଇକ ଏବଂ ଭ୍ୟୁ ପାଇବା ପାଇଁ ଶ୍ୟାଣ୍ଡି ଭିଡିଓ ବନେଇ ସେ-ୟା-ର କରିଦେଲେ । କିନ୍ତୁ ଏହାଯୋଗୁଁ ତାଙ୍କ ସମସ୍ଯା ମଧ୍ୟ ବଢିଗଲା । ମଝି ରାସ୍ତାରେ ଭିଡିଓ ଶୁ-ଟ କରିବା ମାମଲାରେ ତାଙ୍କ ବି-ରୁ-ଦ୍ଧ-ରେ କଲିକତା ପୋଲିସ ମାମ-ଲା ରୁ-ଜୁ କରିଛି । ଏହା ସହ କାର ର ମାଲିକଙ୍କୁ ମଧ୍ୟ ନୋଟିସ ପଠାଇଛି । ବିଚ୍ ରାସ୍ତାରେ ଯାତାୟାତ କରୁଥିବା ବାହନଙ୍କ ମଧ୍ୟରେ ଏଭଳି ଭିଡିଓ ବନାଇବା ଯୋଗୁଁ ପୋଲିସ ଶ୍ୟାଣ୍ଡି ଙ୍କ ଉପରେ ଜୋ-ରି-ମା-ନା ମଧ୍ୟ ଲଗାଇଛି ।

ତେବେ ଏଭଳି ମାମଲା କିଛି ନୂଆ ନୁହେଁ । ଏହା ପୂର୍ବରୁ ଇନ୍ଦୋରର ଶ୍ରେୟା କାଲଡା ମଧ୍ୟ ଏହିପରି ଏକ ଭିଡିଓ ପ୍ରସ୍ତୁତ କରି ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହୋଇଥିଲେ । ଯାହାପରେ ତାଙ୍କୁ ପରେ ପୋଲିସକୁ କ୍ଷମା ପ୍ରାର୍ଥନା ମାଗିବାକୁ ପଡିଥିଲା । ଏଥିରୁ ଶିକ୍ଷା ନେଇ ଆପଣ ମଧ୍ୟ ଏହିପରି ବି-ପ-ଦ-ଜ-ନ-କ ଷ୍ଟ-ଣ୍ଟ କରିବାରୁ ବଞ୍ଚିତ ରୁହନ୍ତୁ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।