Love Tips: ସଚ୍ଚା ପ୍ରେମକୁ ଚିହ୍ନିବାର 3 ଟି ସହଜ ଉପାୟ, ଭଗବାନ ଶ୍ରୀକୃଷ୍ଣ ନିଜେ ଗୀତାରେ କହିଛନ୍ତି ସଚ୍ଚା ପ୍ରେମ କରୁଥିବା ଲୋକଙ୍କ ଲକ୍ଷଣ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ୩ଟି ଉପାୟ କହିବୁ ଯାହାକୁ ଜାଣିବା ପରେ ଆପଣ ସାମନାବାଲାର ପ୍ରେମକୁ ସହଜରେ ବୁଝିପାରିବେ । ସେହି ବ୍ଯକ୍ତିର ପ୍ରେମ ସଚ୍ଚା ନା ମିଛ ଆପଣଙ୍କ ପ୍ରତି ରହିଛି ତାହା ଜାଣିପାରିବେ । ଆଜିକାଲି ଲୋକଙ୍କ ମନରେ ଭ୍ରମ ଧାରଣା ଆସୁଛି କି ସେ ଏମିତି ତ ତାର ପ୍ରେମ ସଚ୍ଚା ଅଟେ । ସେ ସେମିତି ହୋଇଥିବ ତ ତାର ପ୍ରେମ ମିଛ ହୋଇଥିବ ।

କିନ୍ତୁ ଆପଣ ଯେମିତି ଭାବୁଛନ୍ତି ଜରୁରୀ ନୁହେଁ କି ତାହା ସତ ହୋଇଥିବ । ତେବେ ଏହି ୩ଟି ଉପାୟ ଦ୍ଵାରା ସଚ୍ଚା ପ୍ରେମର ସଠିକ ଚିହ୍ନଟ କରିପାରିବେ । ୧- ଆପଣଙ୍କ ମନରେ ଘର କରିଯାଇଛି ଏହି କଥା କି ସଚ୍ଚା ପ୍ରେମ କରୁଥିବା ବ୍ୟକ୍ତି କେବେ ରାଗିବ ନାହି । କିନ୍ତୁ ଏମିତି ଜମା ବି ନୁହେଁ । ଯଦି ଆପଣଙ୍କ ସାଥି ବାରମ୍ବାର ଆପଣଙ୍କ ଉପରେ ରାହୁଛନ୍ତି ତେବେ ଆପଣଙ୍କୁ ଲାଗିଥାଏ କି ସେ ବହୁତ ରାଗୁଛନ୍ତି ତେବେ ଏହାର ଅର୍ଥ ତାଙ୍କର ପ୍ରେମ ଆପଣଙ୍କ ପ୍ରତି ସତ ନୁହେଁ ।

ବାସ୍ତବରେ ପ୍ରେମରେ କୌଣସି କଥାକୁ ନେଇ ଆପଣ ରାଗିପାରିବେ । କିନ୍ତୁ ପ୍ରେମରେ ଗର୍ବ ହେବା ଉଚିତ ନୁହେଁ । ତେଣୁ ସଚ୍ଚା ପ୍ରେମୀ ନିଜ ସାଥି ଉପରେ ରାଗିବା ନ୍ଯାଚୁରାଲ ଅଟେ । ୨- ଲୋକଙ୍କୁ ଲାଗିଥାଏ ସଚ୍ଚା ପ୍ରେମରେ ବନ୍ଧନ ନ ଥାଏ ଯେମିତି ଏଠିକି ଜୀବ ନାହି କି ସେ କାମ କରିବା ନାହି । ତେବେ ଏସଉ ଆପଣଙ୍କ ସହ କେହି କରଥିଲେ ଆପଣ ଭାବୁଥିବେ ସେ ଆପଣଙ୍କୁ ଭଲ ପାଉ ନାହାନ୍ତି । କିନ୍ତୁ ବନ୍ଧନ ଓ କେୟାର ଭିତରେ ଅନ୍ତର ଅଛି ।

ବନ୍ଧନର ଅର୍ଥ ରୋକ ଲଗାଇବା ଓ କେୟାର ର ଅର୍ଥ ଯତ୍ନ ନେବା । ଆପଣଙ୍କ ସାଥି ଆପଣଙ୍କୁ କିଛି କଥା ପାଇଁ ମନା କରୁଛନ୍ତି ତେବେ ଜାଣିବେ ସେ ଆପଣଙ୍କର କେୟାର କରୁଛନ୍ତି ଆଉ ଆପଣଙ୍କର ଚିନ୍ତା ଅଛି । ତାଙ୍କ ରୋକ କୁ କେବେ ବି ବନ୍ଧନ ଭବିବେ ନାହି ।

୩- ଅନେକ ଲୋକଙ୍କୁ ଲାଗିଥାଏ ସଚ୍ଚା ପ୍ରେମରେ ଶାରୀରିକ ସମ୍ପର୍କ ରଖାଯାଏ ନାହି କିନ୍ତୁ ଏହା ପୁରା ସତ ନୁହେଁ । କିନ୍ତୁ ସଚ୍ଚା ପ୍ରେମରେ ଶାରୀରିକ ସମ୍ପର୍କ ହୋଇପାରେ । ଯଦି ପ୍ରେମ କରୁଥିବା ପୁଅ ଝିଅ ଉଭୟଙ୍କର ଅନୁମତି ଥିବ ତେବେ ଏହା ସମ୍ଭବ ଅଟେ । କିନ୍ତୁ ଏହି ଭୁଲ ବୁଝାମଣା ମାଇଣ୍ଡରେ ରଖନ୍ତୁ ନାହି କି ସଚ୍ଚା ପ୍ରେମ କରୁଥିବା ମଣିଷ ଏମିତି କରିବ ନାହି କି ଏଭଳି କଥା କହିବ ନାହି ।

ଯଦି ଆପଣଙ୍କ ସାଥି ଶାରୀରିକ ସମ୍ପର୍କ ବିଷୟରେ କହୁଛି ବା ରଖିବାକୁ ଚାହୁଁଛି ତେବେ ଏହାର ଅର୍ଥ ନୁହେଁ କି ସେ ଆପଣଙ୍କୁ ଧୋକା ଦେବ କି ତାର ପ୍ରେମ ମିଛ । କିନ୍ତୁ ଏହି କ୍ଷେତ୍ରରେ ଯଦି ଜବରଦସ୍ତି କରାଯାଏ ତେବେ ତାର ପ୍ରେମ ମିଛ ହୋଇଥାଏ । ଏଭଳି ମଣିଷ ଆପଣଙ୍କୁ ଛାଡିବାକୁ ଆଉ ସମ୍ପର୍କ ଭାଙ୍ଗିବାକୁ କହିବେ ତେବେ ଜାଣିବେ ତାର ପ୍ରେମ ମିଛ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।