Exclusive- ଇଏ ହେଉଛି ଦୁନିଆରେ ସବୁଠାରୁ ସସ୍ତା JIO ଫୋନ, ଜାଣନ୍ତୁ କେତେ ଟଙ୍କା ଓ କଣ ସବୁ ରହିଛି ଏହାର ଖାସିୟତ

ଯେଉଁ ଫୋନକୁ ଆପଣ ଲମ୍ବା ସମୟ ଧରି ଅପେକ୍ଷା କରିଥିଲେ ଆଜି ସେହି ଫୋନରୁ ଉଠିଗଲା ପର୍ଦ୍ଦା । ବହୁତ କମ୍ ମୂଲ୍ୟରେ ଯାହାର ଫିଚର ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ ।

ଏମିତି ଫିଚର ଯାହା ଆପଣଙ୍କ ପାଇଁ ବହୁତ ବ୍ୟବହାରକାରୀ ହେବ ଏବଂ ଅଧିକ ଲାଭବାନ ହେବେ । ହଁ ଆମେ କଥା ହେଉଛୁ ରିଲାଏନ୍ସ ଫୋନ ବିଷୟରେ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ଫୋନରେ ଥିବା ଫିଚର ବିଷୟରେ । ଏହି ଫୋନର ନାଁ ଜିଓ ଫୋନ ନେକ୍ସ୍ଟ । ଏହି ଶବ୍ଦ ରୁ ଜଣା ପଡ଼େ ଯେ ଆଗାମୀ ପିଢ଼ିକୁ ଲକ୍ଷରେ ରଖି ଏହି ଫୋନକୁ ବନାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ଫୋନର କିଛି ବିଶେଷତା ବା ଗୁଣ ବିଷୟରେ ।

ରିଲାଏନ୍ସ ଜିଓ ଏବଂ ଗୁଗଲ୍ ମିଶି ଏହି ଫୋନକୁ ବନାଇ ଛନ୍ତି । ଏହା ଆଣ୍ଡରୋଏଡ୍ ଆଧାରିତ ଫୋନ ଅଟେ । ଏଥିରେ ଆପଣ ଗୁଗଲ ପ୍ଲେ ଷ୍ଟୋରରୁ ଅପ୍ ଡାଉନଲୋଡ କରିପାରିବେ । ଏହି ସ୍ମାର୍ଟ୍ ଫୋନରେ ଆପଣଙ୍କୁ ସୁନ୍ଦର କ୍ୟାମେରା ଏବଂ ଆପ୍ ଅପଡେଟ ମିଳିବ । ଯେତେବେଳେ ଗୁଗଲ ଫୋନର କଥା ଉଠେ ସେତେବେଳେ ଆମର ଧ୍ୟାନ ଗୁଗଲ ପିକ୍ସେଲ୍ ଉପରକୁ ଯାହା ଆଜିର ସମୟରେ ମଧ୍ୟ ବହୁତ ଭଲ ରହିଛି । ତେବେ ଆପଣଙ୍କୁ ଗୁଗଲ ସହିତ ଜିଓର ମଧ୍ୟ ଫୋନ ମିଳୁଛି ଯାହାକୁ ଆପଣ କମ୍ବୋ କହିପାରିବେ । ଏହି ଫୋନ ରେ ୪ଜି ଉପରେ ଆଧାରିତ ।

ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏହି ଫୋନକୁ ଆପଣ କେବେ ମାର୍କେଟ ରେ ପାଇବେ ବା କିଣି ପାରିବେ ? ତେବେ ବେଶି ଦିନ ଆପଣଙ୍କୁ ଅପେକ୍ଷା କରିବାକୁ ପଡିବନି, ଏହି ଫୋନ ୧୦ ସେପ୍ଟେମ୍ବର ଅର୍ଥାତ୍ ଗଣେଶ ଚତୁର୍ଥୀ ଦିନ ଆପଣ ଏହି ଫୋନକୁ କିଣି ପାରିବେ । ଏହି ଫୋନକୁ ଆପଣ ରିଲାଏନ୍ସ ଜିଓ ସେଣ୍ଟର ରୁ ମଧ୍ୟ କିଣି ପାରିବେ ।

ଏବେ ଆପଣ ଭାବୁଥିବେ ଯେତେବେଳେ ଦୁଇଟି କମ୍ପାନୀ ପ୍ରସ୍ତୁତ କରିଛନ୍ତି ଏହି ଫୋନ ତେବେ ଏହି ଫୋନ ନିହାତି ମହଙ୍ଗା ହୋଇଥିବ ! ଏହି ଫୋନକୁ ଇଣ୍ଡିଆନ୍ ମାର୍କେଟ କୁ ଆଖି ଆଗରେ ରଖି ଖୁବ୍ କମ୍ ମୂଲ୍ୟ ରହିଛି ବୋଲି ମୁକେଶ ଅମ୍ବାନୀ କହିଛନ୍ତି । ସେ କହିଛନ୍ତି

୧- ଭଏସ ଆସିଷ୍ଟାଣ୍ଟ (ସ୍ବର ଦ୍ବାରା ଫୋନକୁ ନିୟନ୍ତ୍ରଣ କରି ପାରିବେ)

୨- ଆପେଆପେ ମୋବାଇଲର ବାର୍ତ୍ତାକୁ ପଢ଼ିବା

୩- ଭାଷା ଉଚ୍ଚାରଣ

୪- ସ୍ମାର୍ଟ କ୍ୟାମେରା (ନୂଆ ଫିଲ୍ଟର ସହିତ)

୫- ଆହୁରି ଅନେକ କିଛି

ତେବେ ତାଙ୍କ କଥାରୁ ଜଣା ପଡ଼େ ଯେ କେବଳ ଭାରତରେ ନୁହେଁ ବରଂ ପୂରା ବିଶ୍ଵ ବଜାରରେ ଖୁବ୍ କମ୍ ପଇସାରେ ମିଳିବ ଯାହା ପାଖାପାଖି ୨୫୦୦-୩୦୦୦ ଟଙ୍କା ଭିତରେ ରହିବ ଏବଂ ସେ ଏହା ମଧ୍ୟ କହିଛନ୍ତି ବହୁତ ଶିଘ୍ର ସେ ଏହି ଫୋନକୁ ୫ଜି ଅପଗ୍ରେଡ ସହିତ ମାର୍କେଟ କୁ ଆସିବା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।