ଏହି କାରଣ ପାଇଁ ହେଲେ ଝ-ଗ-ଡା ତ ବଡି ବିଲଡର ଉପରେ ଭାରି ପଡ଼ିଲା ଝିଅଟି, ଦେଖନ୍ତୁ ଭାଇରାଲ Video

ଆଜି ଆମେ ଆପଣଙ୍କୁ ଏକ ଏମିତି ଖବର କହିବୁ ଯାହା ସମ୍ପୂର୍ଣ୍ଣ ଅଲଗା ଓ ନିଆରା । ଆଜି ଆମେ ଆପଣଙ୍କୁ କହିବୁ ଯୋଧପୁର ରୁ ଯାହା ଏହି ଦିନରେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ୍ ଭା-ଇ-ରା-ଲ ହେଉଛି ।

ସୋ-ସି-ଆ-ଲ ମି-ଡି-ଆ-ରେ କେତେବେଳେ କଣ ଭା-ଇ-ରା-ଲ ହୋଇଯିବ ଏହା କେହି ଜାଣି ନାହାଁନ୍ତି । ସେହିପରି ଏକ ଭି-ଡି-ଓ ବହୁତ ଶିଘ୍ର ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଛି, ଯେଉଁଥିରେ ଜଣେ ସି-କ୍ୟୁ-ରି-ଟି ଗାର୍ଡ ଏବଂ ଗୋଟିଏ ଝିଅ ମଧ୍ୟରେ ଖୁ-ବ ଜୋ-ର-ରେ ମା-ଡ ପି-ଟି ହେଉଛି । ଏହି ଭି-ଡ଼ି-ଓ ରାଜସ୍ଥାନ ଯୋଧପୁରର ଅଟେ । ଭି-ଡି-ଓ ଦେଖିଲେ ଜାଣି ପାରିବେ ସେହି ଝିଅଟି କେମିତି ଗୋଟିଏ ସୁ-ର-କ୍ଷା-କ-ର୍ମୀ ଉପରେ ଭା-ରି ପଡୁଛି ।

ବାସ୍ତବରେ ସେହି ଗା-ର୍ଡ ଏବଂ ମହିଳା ଜଣକ ମଧ୍ୟରେ ପା-ଟି-ତୁ-ଣ୍ଡ ହେଲା ତାପରେ ଦୁହିଁଙ୍କ ଭିତରେ ଫା-ଇ-ଟ୍ । ଭି-ଡି-ଓ ରେ ସଫା ସଫା ଜଣା ପଡୁଛି ଯେ ଗାର୍ଡ ଜଣକ ହାତରେ ଚ-ପ-ଲ ଅଛି ଏବଂ ମହିଳା ଜଣକ ହାତରେ ହେଲମେଟ ଏବଂ ଦୁହିଁଙ୍କ ମଧ୍ୟରେ ଜ-ବ-ର-ଦ-ସ୍ତ ଲ-ଢେ଼-ଇ, ଏହା ଦ୍ବାରା ଖ-ରା-ପ ଭା-ଷା-ରେ ଗା-ଳି ମଧ୍ୟ ଖୁବ୍ ଚାଲିଛି ।

କୁହାଯାଉଛି ଯେ ଜୁବତୀ ଜଣକ ଅନେକ ସମୟ ଧରି ଘର ଭଡ଼ା ଦେଇ ନଥିଲେ ଏବଂ ବିଜୁଳି ବିଲ୍ ମଧ୍ୟ ଭରି ନଥିଲେ । ସେ କୈାଣସି କାରଣ ପାଇଁ କଲୋନୀ କୁ ଆସିଥିଲେ ଯାହାଫଳରେ ଗା-ର୍ଡ ତାଙ୍କୁ ଅଟକାଇ ଥିଲା ଏବଂ ଦୁହିଁଙ୍କ ଭିତରେ ଲ-ଢେ଼-ଇ ଆରମ୍ଭ ହୋଇଥିଲା ।

୨- ସାଧାରଣତଃ ଆମେ ଅ-ନ-ଲା-ଇ-ନ୍ ମାଧ୍ୟମରେ ଜିନିଷ ମଗାଇ ଥାଉ । ତେବେ ଭାବନ୍ତୁ ଯଦି ଆପଣ କୌଣସି ଜିନିଷ ଅର୍ଡର କରି ନାହାନ୍ତି ଏବଂ ଗୋଟିଏ ପରେ ଗୋଟିଏ ଜିନିଷ ଆପଣଙ୍କ ଘରକୁ ପ୍ରତିଦିନ ଆସେ, ତେବେ ଆପଣ କ’ଣ କରିବେ । ନ୍ୟୁୟର୍କ ରେ ଜଣେ ମହିଳାଙ୍କ ସହ ଏପରି ଘ-ଟି-ଛି । ସେ ବିନା ଅର୍ଡର ରେ ତାଙ୍କ ପାଖରେ ପ୍ରତିଦିନ ଗୋଟିଏ ପରେ ଗୋଟିଏ ପ୍ୟାକେଟ ପହଞ୍ଚୁ ଥିଲା ଆମାଜୋନ୍ ମାଧ୍ୟମରେ ।

ତାଙ୍କୁ ଗୋଟିଏ ଦିନରେ ଅନେକ ବକ୍ସ ମିଳୁଥିଲା ଯାହାଫଳରେ ତାଙ୍କ ପଡୋଶୀ କବାଟ ମଧ୍ୟ ଦେଖି ପାରୁନଥିଲେ । ୫ଜୁନ୍ ପାଖରୁ ପ୍ରଦାନ କରିବା ଟ୍ରକ ଘରେ ଜିନିଷ ପହଞ୍ଚାଇଲା । ପ୍ରଥମେ ମହିଳା ଜଣକ ଭାବିଲେ ତାଙ୍କ ବ୍ୟାପାରି ସାଙ୍ଗ ଏହିଭଳି କରୁଛି କିନ୍ତୁ ପରେ ମହିଳା ଜଣକ ବିରକ୍ତ ହୋଇ ଅ-ଭି-ଯୋ-ଗ କରିଥିଲେ ।

୩- ସୋ-ସି-ଆ-ଲ ମି-ଡି-ଆ-ରେ କାହାର କେତେବେଳେ ଜୀବନ ବଦଳି ଯିବ କହି ହେବ ନାହିଁ । ଆମେରିକାର ଜଣେ ବ୍ୟକ୍ତି ପ୍ରତିଦିନ କାମକୁ ଯିବା ପାଇଁ ୨୭ କିମି ଚାଲୁଥିଲେ । ଠିକ୍ ଏହି ସମୟରେ ଜଣେ ବ୍ୟକ୍ତି ସେହି ୨୦ ବର୍ଷୀୟ ଜୁବକ ଜଣକୁ ଲିଫ୍ଟ ଦେଲେ ଏବଂ ସମସ୍ତ କଥା ବୁଝିବା ପାରେ ସେ ତାଙ୍କୁ ଏକ ସାଇକେଲ ଗିଫ୍ଟ କରିଥିଲେ ଏବଂ ସୋସିଆଲ ମିଡ଼ିଆ ଫଣ୍ଡ ଜରିଆରେ ତାଙ୍କୁ ୩୫ ଲକ୍ଷର ସହାୟତା ମଧ୍ୟ ମିଳିଲା ।

ଏହି ଘ-ଟ-ଣା-କୁ ନେଇ ଆପଣଙ୍କ ମତାମତ କ-ମେ-ଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘ-ଟ-ଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।