ଏହି ଝିଅମାନଙ୍କ ଭିତରେ ଭରି ରହିଥାଏ ଢେର ସାରା ରୋମାନ୍ସ, ଏମାନଙ୍କୁ ବିବାହ କଲେ ଜୀବନ ହେଇଥାଏ ସୁଖମୟ, ଜାଣନ୍ତୁ କଣ ଆପଣଙ୍କ ପାର୍ଟନର ଏଥିରେ ନାହାଁନ୍ତି ତ

ପ୍ରେମ ମାମଲାରେ ପ୍ରାୟତଃ କୁହାଯାଇଥାଏ କି ଝିଅମାନେ ନିଜ ପ୍ରେମକୁ ଜାହିର କରିବାରେ ଲାଜେଇ ଥାଆନ୍ତି ଓ କିଛି ଥର ଏହା ପୁଅମାନଙ୍କ ପାଇଁ ମଧ୍ୟ କୁହାଯାଇଥାଏ । କିନ୍ତୁ ସତ ତ ଏହା ଅଟେ କି ଆଜି ଜମାନା ବହୁତ ବଦଳି ଯାଇଛି । ଆଜି ଝିଅ ହୁଅନ୍ତୁ ବା ପୁଅ ନିଜ ବିଚାରକୁ ନେଇ ବହୁତ ଖୋଲା ଅଟନ୍ତି । ଏହି କାରଣରୁ ପବ୍ଲିକ ପ୍ଲେସ ରେ କିଛି ଥର ପୁଅ ଝିଅମାନେ ପରସ୍ପରର ହାତ ଧରି ବୁଲୁଥିବାର ନଜର ଆସନ୍ତି । ଆଜି ଆମେ ଆପଣଙ୍କୁ ସେହି ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବହୁତ ରୋମାଣ୍ଟିକ ହେଇଥାନ୍ତି । ରୋମାନ୍ସ କରିବାରେ ସେମାନେ ନିଜ ପାର୍ଟନରଙ୍କ ଠାରୁ କମ ହେଇ ନଥାନ୍ତି ।

A ନାମର ଝିଅ

ଯେଉଁ ଝିଅମାନଙ୍କର ନାମ A ରୁ ଆରମ୍ଭ ହେଇଥାଏ, ଏମାନଙ୍କୁ ଭଲ ପାଇବା ବହୁତ ଭଲ ଭାବରେ ଆସିଥାଏ । ଏମାନେ ନିଜର ପ୍ରେମକୁ ଜାହିର କରିବା ପାଇଁ ବିଜି ଲାଇଫରେ ବି ଛୋଟ ଛୋଟ ମୂହୁର୍ତ୍ତର ସାହାରା ନେଇଥାନ୍ତି । ଏମାନେ ନିଜ ପାର୍ଟନରଙ୍କ ଖୁସି ପାଇଁ କିଛି ବି କରି ପାରନ୍ତି ।

L ନାମର ଝିଅ

ଯେଉଁ ଝିଅମାନଙ୍କ ନାମ L ରୁ ଆରମ୍ଭ ହେଇଥାଏ, ସେମାନଙ୍କ ଜୀବନରେ ପ୍ରେମ ଓ ରୋମାନ୍ସ ବହୁତ ମହତ୍ତ୍ଵ ରଖିଥାଏ । ଏଥିପାଇଁ ଏମାନେ ବହୁତ ରୋମାଣ୍ଟିକ ହେଇଥାନ୍ତି । ଏମାନଙ୍କ ବିଷୟରେ କୁହାଯାଏ କି ଏମାନେ ହୃଦୟରୁ ଭାବିଥାନ୍ତି, ଯେଉଁ କାରଣରୁ ଏମାନେ ସଂପର୍କକୁ ରକ୍ଷା କରିବାରେ ଏମାନେ ନିପୁଣ ହେଇଥାନ୍ତି ।

N ନାମର ଝିଅ

N ନାମର ଝିଅ ବହୁତ ରୋମାଣ୍ଟିକ ହେଇଥାନ୍ତି । କିନ୍ତୁ ଟିକେ ଭାବୁକ ବି ହେଇଥାନ୍ତି । ଯେଉଁଠି ଏମାନଙ୍କ ପ୍ରେମ କଥା ଆସିଥାଏ ଏମାନେ ଛୋଟ ଛୋଟ କଥାକୁ ନେଇ ବି ଭାବୁକ ହେଇଯାନ୍ତି । କିନ୍ତୁ ଜ୍ଯୋତିଷ ଶାସ୍ତ୍ରରେ ଏମାନଙ୍କୁ ବହୁତ ରୋମାଣ୍ଟିକ କୁହାଯାଇଛି ।

S ନାମର ଝିଅ

ଏହି ଝିଅମାନେ ନିଜ ପାର୍ଟନରଙ୍କୁ ଖୁସି କରିବା ପାଇଁ ସବୁ ସମସ୍ୟାରେ ନୂଆ ନୂଆ ଉପାୟ ଆପଣାଇ ଥାଆନ୍ତି । ଏହି ଝିଅମାନଙ୍କୁ ବହୁତ ରୋମାଣ୍ଟିକ କୁହାଯାଏ । ଏହି କାରଣରୁ ଏମାନଙ୍କର ଇଚ୍ଛା ଥାଏ କି ଏମାନଙ୍କ ପାର୍ଟନର ବି ଏମାନଙ୍କ ପରି ରୋମାଣ୍ଟିକ ହେଇଥାନ୍ତୁ ।

R ନାମର ଝିଅ

ଏହି ଝିଅମାନେ ତ କିଛି ଅଧିକ ହିଁ ରୋମାଣ୍ଟିକ ହେଇଥାନ୍ତି । ଯେଉଁ କାରଣରୁ ଏମାନଙ୍କ ବୈବାହିକ ଜୀବନ ବହୁତ ଖୁସିମୟ ରହିଥାଏ । ଏମାନଙ୍କ ପାର୍ଟନରଙ୍କୁ କେବେ ବି ଏମାନଙ୍କୁ ନେଇ କୌଣସି ଅଭିଯୋଗ ନଥାଏ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।