ଅସ୍ଥମା ଆଟାକ ପଛରେ ଥାଏ ଏହି ୫ଟି କାରଣ, ଏହିଭଳି ଭାବରେ କରନ୍ତୁ ନିଜର ରକ୍ଷା

ଆଜିର ଏହି ବ୍ୟସ୍ତପୂର୍ଣ୍ଣ ଜୀବନରେ ଲୋକମାନେ ନିଜର ସ୍ୱାସ୍ଥ୍ୟର ଧ୍ୟାନ ରଖି ପାରୁ ନାହାନ୍ତି । ଏଥିପାଇଁ ତାଙ୍କୁ କେବେ କେବେ ଗମ୍ଭୀର ରୋଗ ମଧ୍ୟ ହୋଇଯାଏ । ପ୍ରଦୂଷଣ ହେବା କାରଣରୁ ଲୋକମାନଙ୍କୁ ଆସ୍ଥମା ଭଳି ରୋଗ ବି ହୋଇଯାଏ ଓ ଏହାର ଅସଲ କାରଣ ବିଷୟରେ ବହୁତ ଲୋକମାନେ ଜାଣି ବି ନାହାନ୍ତି । ଏହି ରୋଗ ପାଇଁ ସମସ୍ତଙ୍କୁ ଜାଗୃତ ରହିବା ଉଚିତ ଓ ନିଜକୁ ଆସ୍ଥମା ଭଳି ରୋଗରୁ ବଞ୍ଚାଇବା ଉଚିତ । କହିବାକୁ ଗଲେ ଏହି ୫ଟି କାରଣରୁ ହୋଇପାରେ ଆସ୍ଥମା ଆଟାକ । ଏଥିରୁ ବଞ୍ଚି ଆପଣ ନିଜର ଓ ନିଜ ପରିବାରର ଜୀବନ ବଞ୍ଚାଇ ପାରିବେ ।

ଏହି ୫ଟି କାରଣରୁ ହୋଇପାରେ ଆସ୍ଥମା ଆଟାକ

ଯଦି ଆପଣ ଆସ୍ଥମା ରୋଗୀ ଅଟନ୍ତି ତେବେ ଆପଣଙ୍କୁ ଭଲ ଭାବରେ ଜଣା ଥିବ କି ଥଣ୍ଡା ଦିନରେ ଓ ବର୍ଷା ସମୟରେ ନିଶ୍ଵାସ ନେବା କେତେ କଷ୍ଟ ହୋଇଥାଏ । କିନ୍ତୁ କେବଳ ମୌସମ ପାଇଁ ଏହିଭଳି ହୋଇ ନ ଥାଏ ଅଥବା ପ୍ରଦୂଷଣ ଓ ଧୂଳି ବି ଆସ୍ଥମାର ଏକ କାରଣ ଅଟେ । କିନ୍ତୁ ଯଦି ଆପଣ ନିଜକୁ ଆସ୍ଥମାରୁ ବଞ୍ଚାଇବାକୁ ଚାହୁଁଛନ୍ତି ତେବେ ଏହିଭଳି କେତେକ ଜିନିଷରୁ ଦୂରେଇ ରୁହନ୍ତୁ ।

ମୋଟାପା

ଯଦି ଆପଣ ମୋଟା ଅଟନ୍ତି ତେବେ ଆପଣଙ୍କୁ ଆସ୍ଥମାର ଭୟ ଅଧିକ ରହିଥାଏ । କିଛି ଏକ୍ସପର୍ଟ୍ସଙ୍କ ମାନିବେ ତ ଯେଉଁ ଲୋକମାନେ ମୋଟା ହୋଇଥାନ୍ତି ତାଙ୍କର ଫୁସଫୁସ ତଳ ଆଡକୁ ବଢିବାକୁ ଲାଗିଥାଏ । ଯେଉଁ କାରଣରୁ ତାଙ୍କୁ ନିଶ୍ଵାସ ନେବାରେ ବହୁତ ଅସୁବିଧା ହୋଇଥାଏ । ସେଥିପାଇଁ ନିଜର ମୋଟାପାକୁ କମ କରନ୍ତୁ ।

ପାଳିତ ପଶୁ

ଯଦି ଆପଣ ଆସ୍ଥାମାର ରୋଗୀ ଅଟନ୍ତି ତେବେ ଆପଣଙ୍କୁ ନିଜର ପାଳିତ ପଶୁ ପ୍ରତି ପ୍ରେମ ତ୍ୟାଗ କରିବାକୁ ପଡିବ । କିଛି ଅଧ୍ୟୟନ ଅନୁସାରେ ପାଳିତ ପଶୁର ଲୋମ, ମୃତ କୋଶିକା ଓ ଲାଳ ଇତ୍ୟାଦିକୁ ଏକ ପ୍ରୋଟିନ ବହନ କରିଥାଏ । ଯାହା ଆସ୍ଥମା ରୋଗୀ ପାଇଁ ବହୁତ ଖରାପ ହୋଇଥାଏ ।

ପ୍ଲାସ୍ଟିକ ଓ ଆବର୍ଜନା

ପରିବେଶକୁ ସଫା ଓ ପରିଷ୍କାର କରିବା ପଛରେ ମାନବର ହିଁ ହାତ ଅଛି ତ ଅନ୍ୟ ପଟେ ଏହାକୁ ଅପରିଷ୍କାର ଓ ଆବର୍ଜନା ପଛରେ ବି ମାନବର ହାତ ଅଛି । ସେଥିପାଇଁ ଆପଣ ନିଜର ସମସ୍ତ ଅପରିଷ୍କାର ଜିନିଷକୁ ଏଠି ସେଠି ନ ଫୋପାଡି ଉଚିତ ସ୍ଥାନରେ ରଖନ୍ତୁ । ଯାହା ଦ୍ଵାରା ଆମର ପରିବେଶ ଆବର୍ଜନା ମୁକ୍ତ ହୋଇପାରିବ ।

କିନ୍ତୁ ଯଦି ଆପଣ ଏହିଭଳି କରୁ ନାହାନ୍ତି ତେବେ ଆପଣଙ୍କୁ ହିଁ ନିଶ୍ଵାସ ନେବାରେ ଅସୁବିଧା ହେବ ଓ ବେଳେ ବେଳେ ଆସ୍ଥମା ରୋଗୀକୁ ବି ଆହୁରି ବି ଅଧିକ ନିଶ୍ଵାସ ନେବାରେ ଅସୁବିଧା ହୋଇଥାଏ । ସେଥିପାଇଁ ଆପଣ ପ୍ଲାସ୍ଟିକ ଓ ଆବର୍ଜନା ଇତ୍ୟାଦିକୁ ଜଳାଇବା ପରିବର୍ତ୍ତେ ତାକୁ ପୁନଃ ଉପଯୋଗ କରିବାକୁ ଚେଷ୍ଟା କରନ୍ତୁ ।

ଅସରପା

କେତେକ ମାମଲାରେ ଏଲର୍ଜୀ କାରଣରୁ ବି ଅସ୍ଥମା ହୋଇଥାଏ । ମାଛିମାନଙ୍କ ଭଳି ଅସରପାର ଶରୀରରେ ବି ଅପରିଷ୍କାର ଜୀବାଣୁ ଥାଏ । ଏମିତିରେ ଯଦି ଆପଣଙ୍କ ଘରେ ଅସରପା ଅଧିକ ଅଛନ୍ତି ତେବେ ଏମାନଙ୍କ ଶରୀରର ସେହି ଜୀବାଣୁ ଦ୍ଵାରା ଆପଣଙ୍କୁ ଏଲର୍ଜୀ ହୋଇପାରେ । ଏଥିପାଇଁ ଯଦି ଆପଣ ଆସ୍ଥମାର ଶିକାର ଅଛନ୍ତି ତେବେ ଆପଣଙ୍କୁ ନିଜ ଘରକୁ ଅଧିକରୁ ଅଧିକ ଅସରପା ମୁକ୍ତ କରିବାର ଅଛି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।