ଯଦି ସବୁଦିନ ଖାଉଛନ୍ତି ରୁଟି ତେବେ ଜାଣି ନିଅନ୍ତୁ ଏହି କଥା, ନହେଲେ ପସ୍ତେଇବେ

ରୁଟି ବା ଭାତ ଭାରତୀୟ ଡାଏଟର ମୁଖ୍ୟ ଅଂଶ ଅଟେ । ଏହାକୁ କେଉଁବି ତରକାରୀ, ଡାଲି ସହିତ ଖାଇ ପାରିବେ । ଏଥିରେ ଅନେକ ପୋଷକ ତତ୍ତ୍ଵ ଯେମିତିକି ଭିଟାମିନ (B1,B2,B3,B6, ଓ B9) ଆଇରନ, କ୍ୟାଲସିୟମ, ଫସଫରସ, ମ୍ୟାଗ୍ନେଶୀୟମ, ପୋଟାସିୟମ, ମିଳିଥାଏ । ପ୍ଲେନ ରୁଟିରେ ସଲ୍ୟୁବଲ ଫାଇବର୍ସ ରହିଥାଏ ଯାହାକି ରକ୍ତରେ କୋଲେଷ୍ଟ୍ରଲ ଲେବେଲ କମ କରିଥାଏ । କବ୍ଜ ହେବାକୁ ଦେଇ ନଥାଏ ଓ ଡାଇଜେଷ୍ଟିବ ସିଷ୍ଟମ ଠିକ ରଖିଥାଏ । ଏଥିରେ କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ ରହିଥାଏ ଯାହାକି ଭରପୁର ଏନର୍ଜି ଦେଇଥାଏ । ଏହାକୁ ବିନା ତେଲରେ ବନା ଯାଇଥାଏ ସେଥିପାଇଁ ଏହା ବହୁତ ହେଲଦି ହୋଇଥାଏ ।

ନିଉଟ୍ରୀଶ୍ନାଲ୍ ଭ୍ୟାଲୁ: ଛୋଟ ରୁଟିରେ 70 କ୍ୟାଲୋରୀ, 3 ଗ୍ରାମ ପ୍ରୋଟିନ, 0.4 ଗ୍ରାମ ଫ୍ୟାଟ ଏବଂ 15 ଗ୍ରାମ ଏନର୍ଜି ଦେବା ବାଲା କାର୍ବୋହାଇଡ୍ରେଟ ରହିଥାଏ ।

ଏନର୍ଜିର ସୋର୍ସ: ରୁଟି କାର୍ବୋହାଇଡ୍ରେଟର ବଢିଆ ସୋର୍ସ ହୋଇଥାଏ ଏଥିରୁ ଆପଣଙ୍କୁ ଭରପୁର ଏନର୍ଜି ମିଳିପାରିବ । ଏଥିରୁ ଆପଣଙ୍କ ଖାଲି ଏନର୍ଜି ହିଁ ମିଳି ନଥାଏ ବରଂ ମୁଡ଼ ବି ଭଲ ରହିଥାଏ ।

ସ୍କିନ ପାଇଁ ଭଲ ହୋଇଥାଏ: ଭାତରେ ସଲ୍ଯୁବୁଲ ଫାଇବର୍ଶ ରହିଥାଏ ଯାହା ଆରାମ ସେ ହଜମ ଯାଇ ପାରିବ । ଏଥିପାଇଁ ଭଲ ହେବକି ଆପଣ ଭାତ ଯାଗାରେ ରୁଟି ଖାଆନ୍ତୁ ।

କେମିତି ବନେଇ ପାରିବା ରୁଟିକୁ ଆହୁରି ହେଲଦି: ରୁଟିକୁ ଆହୁରି ହେଲଦୀ କରିବା ପାଇଁ ଅଟା ଚକଟିଲା ବେଳେ ସେଥିରେ ବିମସ୍, ଗାଜର, ପାଳଙ୍ଗ, ଇତ୍ୟାଦି ମିଶେଇ ପାରିବେ । ରିଫାଇନଡ ଅଟା ଯାଗାରେ ହୋଲ ୱ୍ହିଟ ଫ୍ଲୋରର ବ୍ୟବହାର କରନ୍ତୁ ଏବଂ ଏଥିରେ ସୋୟାବିନ ଅଟା, ଚଣାର ଅଟା ଇତ୍ୟାଦି ମିଶେଇ ପାରିବେ ।

ସବୁଦିନ ରୁଟି ଖାଇବା ଠିକ ନା ଭୁଲ: ରୁଟିରେ ନିୟୁଟ୍ରିଶ୍ନାଲ୍ ଭ୍ୟାଲୁ ଏତେ ବେଶୀ ଥାଏକି ଏହାକୁ ସବୁଦିନ ଖାଇଲେ କିଛି ଅସୁବିଧା ହେବ ନାହିଁ ଏଥିରେ ଭେରାଇଟି ଆଡ୍ଡ କରିପାରିବେ । ମଲ୍ଟି ଗ୍ରେନ୍ସ, ଚଣା ଅଟାର ରୁଟି, ବାଜରାର ରୁଟି ବିନା ଅସୁବିଧାରେ ବ୍ୟବହାର କରି ପାରିବେ । ଏହାର କାରଣ ଏହକି ସବୁବେଳେ ଗୋଟେ ପ୍ରକାର ଖାଇବା ଖାଇଲେ ଶରୀରରେ ଅନ୍ୟ ଜିନିଷର ଅଭାବ ହୋଇଥାଏ ଏବଂ ଡାଏଟ ବାଲାନ୍ସ ରୁହେ ନାହିଁ । କେତେଥର ଏଥିରେ ଆଲାର୍ଜିକ୍ ମଧ୍ୟ ହୋଇଥାଏ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।