ପର୍ଣ୍ଣ ଭିଡିଓ ଦେଖୁଥିଲେ ହୋଇ ଯାଆନ୍ତୁ ସାବଧାନ ! ଶରୀର ଉପରେ ପଡିଥାଏ ଏମିତି ପ୍ରଭାବ, ଜଲ୍ଦି ଦେଖନ୍ତୁ ନହେଲେ…

କରୋନା ଲକଡାଉନ ସମୟରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେଉଁଥିରେ ଉଲ୍ଲେଖ କରାଯାଇ ଥିଲା କି ଅ-ଶ୍ଳୀ-ଳ ଫିଲ୍ମ ଦେଖୁଥିବା ଲୋକମାନଙ୍କର ସଂଖ୍ୟା ଲକଡାଉନ ମଧ୍ୟରେ ବହୁତ ମାତ୍ରାରେ ବଢି ଯାଇଛି । କିନ୍ତୁ ସେହିଭଳି ସମାନ ରିପୋର୍ଟ ସାମ୍ନାକୁ ଆସୁଛି । ଗୋଟିଏ ରିପୋର୍ଟ ଅନୁସାରେ ଦେଶରେ ପୋ-ର୍ନ ଫି-ଲ୍ମ ଦେଖୁଥିବା ଦର୍ଶକମାନଙ୍କ ସଂଖ୍ୟା ଲଗାତର ବଢି ଚାଲିଛି । ସମୟରେ ଲୋକମାନେ କାମ ଧନ୍ଦା ନ ପାଇବା କାରଣରୁ ଘରେ ଅନ୍ଲାଇନରେ ଏହିଭଳି ସବୁ ଫିଲ୍ମ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି ।

ପୋ-ର୍ନ ଦେଖିବା ଏକ ସାଧାରଣ କଥା ହୋଇ ଗଲାଣି । କାରଣ ବଡ ହେଉ କିମ୍ବା ଛୋଟ ପ୍ରାୟତଃ ପିଲାମାନେ ଏହିଭଳି ଭିଡିଓ ବହୁତ ଦେଖୁଛନ୍ତି । ଯାହାକି ଏହି ରିପୋର୍ଟରେ କୁହାଯାଇଛି । ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ ଯାହାକି ଆହୁରି ଅଧିକ ସୁବିଧା କରି ଦେଉଛି । ରିପୋର୍ଟରେ କୁହାଯାଇଛି କି ନୂଆ ନୂଆ ଦର୍ଶକମାନେ ସବୁଦିନ ପୋ-ର୍ନ ଦେଖୁଛନ୍ତି । ବହୁତ ଦର୍ଶକମାନେ ପୋ-ର୍ନ ଦେଖି ମନୋରଞ୍ଜନ କରନ୍ତି ।

କିନ୍ତୁ ଜଣେ ମାନସିକ ଡାକ୍ତର କହିଛନ୍ତି କି କୌଣସି ବ୍ୟକ୍ତି ଅର୍ଥାତ ପିଲା ହେଉ କି ବୁଢା କିମ୍ବା ଆଉ କେହି ବି ଯଦି ସବୁଦିନ ପୋ-ର୍ନ ଦେଖୁଛନ୍ତି ତେବେ ତାହା ଅଭ୍ୟାସରେ ପରିଣତ ହୋଇଯାଏ । ଅର୍ଥାତ ଏହା ଏକ ନି-ଶା ହୋଇଯାଏ । ଏହି ଅ-ଶ୍ଳୀ-ଳ ନି-ଶା ଆପଣଙ୍କ ନି-ଦ, ମା-ନ-ସି-କ ସ୍ଥି-ତି ଓ ଯୌ-ନ ସ-ମ୍ପର୍କ- ଉପରେ ବି ଗଭୀର ପ୍ରଭାବ ପକାଇଥାଏ ।

ଯାହାକି ବର୍ତ୍ତମାନ ନୁହେଁ ଭବିଷ୍ୟତରେ ଜଣା ପଡିବ କି ଏହାର କ୍ଷତି କଣ । ଡାକ୍ତର କହିଛନ୍ତି ଏହା ଆପଣଙ୍କ ବ୍ରେନ ଉପରେ ବହୁତ ଖରାପ ପ୍ରଭାବ ପକାଇ ଥାଏ । ଏତିକି ନୁହେଁ ଏହିଭଳି ସବୁଦିନ କରିବା ଦ୍ଵାରା ବ୍ୟକ୍ତିର ଧର୍ଯ୍ୟ ଶକ୍ତି ଓ ଇଚ୍ଛା ଶକ୍ତି ବି କମ କରିଦିଏ । ବିଭିନ୍ନ ପ୍ରକାରର ରିପୋର୍ଟରେ ଏହା କୁହାଯାଇଛି କି ଯେଉଁମାନେ ଅଧିକ ଅ-ଶ୍ଳୀ-ଳ ଭି-ଡି-ଓ ଦେଖନ୍ତି ସେମାନଙ୍କ ମଧ୍ୟରେ ହିଂ-ସା ଭା-ବ ଅଧିକ ବଢିଯାଏ ।

ଯଦି ବିବାହ ପରେ ଆପଣ ଅଧିକ ପୋ-ର୍ନ ଭିଡିଓ ଦେଖନ୍ତି ତେବେ ଏହା ଆପଣଙ୍କ ବୈ-ବାହି-କ ଜୀବନ ଉପରେ ବହୁତ ମାତ୍ରାରେ ପ୍ରଭାବ ପକାଇଥାଏ । ଡାକ୍ତରମାନେ କହିଛନ୍ତି କି ଯେଉଁମାନେ ଅଧିକ ଅ-ଶ୍ଳୀ-ଳ ଭି-ଡି-ଓ ଦେଖନ୍ତି ସେମାନେ ଶା-ରୀ-ରି-କ ଓ ମା-ନ-ସି-କ ସ୍ତରରେ କ୍ଳା-ନ୍ତ ହୋଇ ପଡନ୍ତି । କୌଣସି କାର୍ଯ୍ୟ ପ୍ରତି ସେମାନଙ୍କର ମନ ଲାଗେ ନାହିଁ । ସେଥିପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି କି ଏହାକୁ ନି-ଶା କରନ୍ତୁ ନାହିଁ । କହିଦେଉଛୁ କି ପୋ-ର୍ନ ଭିଡିଓ ଦର୍ଶକମାନଙ୍କ ସଂଖ୍ୟା ଭାରତରେ ବହୁତ ଅଧିକ ଅଟେ ।