ସବୁଦିନ ସକାଳେ ଗାଧୋଇବା ପୂର୍ବରୁ ମହିଳା – ପୁରୁଷମାନଙ୍କୁ ଏହି କାମ କରିବା ଉଚିତ, ଦେଖୁ ଦେଖୁ ଚମିକି ଉଠିବ ଆପଣଙ୍କର ଭାଗ୍ୟ

ଏମିତି କୁହାଯାଏ କି ଯେଉଁ ଲୋକମାନଙ୍କର ଜାତକରେ ଗ୍ରହ ଦୋଷ ଥାଏ, ତାଙ୍କୁ ଦେବୀ ଦେବତାଙ୍କର ଆଶୀର୍ବାଦ ମିଳେ ନାହିଁ । ଏହି ଲୋକମାନଙ୍କର ସବୁ କାମରେ ଅସୁବିଧା ହୋଇଥାଏ । ସେଥିପାଇଁ ଏମାନେ ପ୍ରଥମେ ନିଜର ଜାତକରେ ଥିବା ଗ୍ରହ ଦୋଷକୁ ଠିକ କରିବା ଉଚିତ । ଏମିତି ନ କରିବା ଦ୍ଵାରା ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାରର ଅସୁବିଧା ରହିଥାଏ ଏବଂ ତାଙ୍କୁ ସବୁ କାମରେ ଅସଫଳତା ମିଳିଥାଏ ।

Image courtesy: Google

ସମସ୍ୟା ସମସ୍ତଙ୍କ ଜୀବନର ସାଥି ଅଟେ । କାହର ଜୀବନରେ କମ ସମସ୍ୟା ଥାଏ ତେବେ କାହାର ଜୀବନରେ ବେଶି ସମସ୍ୟା ଥାଏ । ସ୍ତ୍ରୀ ହେଉ କିମ୍ବା ପୁରୁଷ କୌଣସି ବି ସମସ୍ୟା ଦୁଇଜଣଙ୍କ ଜୀବନରେ ପ୍ରଭାବ ପଡିଥାଏ । ସେଥିପାଇଁ ଶାସ୍ତ୍ର ଅନୁସାରେ ସକାଳୁ ଉଠି ସ୍ତ୍ରୀ କିମ୍ବା ପୁରୁଷ ଦୁଇଜଣ ଏହି ମନ୍ତ୍ରର ଜପ କରିବା ଉଚିତ ।

Image courtesy: Google

ମନ୍ତ୍ର

ବ୍ରହ୍ମା ମୁରାରି ସ୍ତ୍ରିପୁରାନ୍ତକାରୀ ଭାନୁ ଶଶୀଭୂ ମିସୁତୋ ବୁଧଶ୍ଚ ।

ଗୁରୁଶ୍ଚ ଶୁକ୍ର ଶନି ରାହୁକେତବ କୁର୍ବନ୍ତୁ ସର୍ବେ ମମ ସୁପ୍ରଭାତମ୍ ॥

ଅର୍ଥ ଏବଂ ପ୍ରଭାବ

ଏମିତି କୁହାଯାଏ କି ଏହି ମନ୍ତ୍ର କୁ ଜପ କରିବା ଦ୍ଵାରା ସମସ୍ତ ଦେବା ଦେବୀ ପ୍ରସନ୍ନ ହୋଇଥାନ୍ତି ଏବଂ ନବ ଗ୍ରହଙ୍କର କୃପା ମଧ୍ୟ ଆପଣଙ୍କ ଉପରେ ହୋଇଥାଏ । ଏହି ମନ୍ତ୍ରର ଅର୍ଥ ବ୍ରହ୍ମା, ବିଷ୍ଣୁ, ଶିବ, ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଲ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଏବଂ କେତୁ ସମସ୍ତ ମୋର ସକାଳକୁ ମଙ୍ଗଲ କରନ୍ତୁ । ଯେଉଁ କୌଣସି ବି ବ୍ୟକ୍ତି ଯଦି ଏହି ମନ୍ତ୍ରକୁ ଜପ ସକାଳେ ଉଠିବା ପରେ କରନ୍ତି, ତାଙ୍କୁ ଜୀବନରେ ଦୁର୍ଭାଗ୍ୟରୁ ମୁକ୍ତି ମିଳିଥାଏ ।

Image courtesy: Google

ଆମ ହାତରେ ହିଁ ତିନି ଦେବା ଦେବୀଙ୍କର ନିବାସ ହୋଇଥାଏ । ସେଥିପାଇଁ ସକାଳୁ ସକାଳୁ ଆମକୁ ମନ୍ଦିର ଯିବାକୁ ଆବଶ୍ୟକତା ହୋଇ ନଥାଏ । ହାତର ଅଗ୍ର ଭାଗରେ ଲକ୍ଷ୍ମୀ, ମଧ୍ୟ ଭାଗରେ ସରସ୍ଵତୀ ଏବଂ ହାତର ମୂଳରେ ଭଗବାନ ବିଷ୍ଣୁଙ୍କର ବାସ ହୋଇଥାଏ । ସେଥିପାଇଁ ସକାଳୁ ଉଠିବା ପରେ ନିଜର ହାତକୁ ଦେଖିବା ଏବଂ ଏହି ମନ୍ତ୍ରକୁ ପଢିବା ଉଚିତ ।

ମନ୍ତ୍ର

କରାଗ୍ରେ ବସତେ ଲକ୍ଷ୍ମୀ କରମଧ୍ଯେ ସରସ୍ୱତୀ ।

କରମୂଲେ ତୂ ଗୋବିଦ: ପ୍ରଭାତେ କରଦର୍ଶନମ୍ ॥

Image courtesy: Google

ହିନ୍ଦୁ ଧର୍ମ ଅନୁସାରେ ସବୁ ପୁରୁଷ ଏବଂ ମହିଳାଙ୍କୁ ବ୍ରହ୍ମା ମୁହୂର୍ତ ମାନେ ସୂର୍ଯ୍ୟଦୟ ପୂର୍ବରୁ ଉଠି ଯିବା ଉଚିତ । ଯେଉଁ ଲୋକମାନେ ସକାଳେ ଡେରି ପର୍ଯ୍ୟନ୍ତ ଶୋଇଥାନ୍ତି, ସେମାନଙ୍କର ବୁଦ୍ଧି କମ ହୋଇଯାଏ ଏବଂ ତାଙ୍କର ଜୀବନରେ ଦୁର୍ଭାଗ୍ୟ ବଢିଥାଏ । ସେଥିପାଇଁ ଭୁଲରେ ବି ସକାଳେ ବେଶି ସମୟ ପର୍ଯ୍ୟନ୍ତ ଶୋଇବା ଉଚିତ ନୁହେଁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।