ଯାହାବି ହେଇଯାଉ ସବୁ ସ୍ଵାମୀ ନିଜ ସ୍ତ୍ରୀ ଠାରୁ ଏହି ତିନୋଟି କଥା ନିଶ୍ଚିତ ଶୁଣି ଥାଏ

ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ଦୁନିଆର ସବୁଠୁ ବଡ ସମ୍ପର୍କ ଅଟେ । ଏହି ସମ୍ପର୍କ ମଧ୍ୟରେ ବିଶ୍ଵାସ ରହିବା ବହୁତ ହିଁ ଆବଶ୍ୟକ ଅଟେ ନଚେତ ଏହି ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ଚାଲେ ନାହିଁ । କହିବାକୁ ଗଲେ ବିବାହ ପରେ କିଛି କଥା ଏମିତି ହୋଇଥାଏ ଯାହାକୁ ଶୁଣିବା ପରେ ସ୍ଵାମୀ ବହୁତ ହିଁ ଖୁସି ହୋଇଯାଏ । କହିବାକୁ ଗଲେ ସ୍ଵାମୀମାନଙ୍କୁ ନିଜର ପ୍ରଶଂସା ଶୁଣିବାକୁ ବହୁତ ଭଲ ଲାଗେ । ଘର ଓ ଅଫିସର କିଛି କଥା ଶୁଣିବା, ତାଙ୍କର ଦୁଃଖର କାହାଣୀ କିମ୍ବା ଅନ୍ୟ କିଛି କଥା, ଇତ୍ୟାଦି ପରେ ସ୍ଵାମୀକୁ ପତ୍ନୀ ଠାରୁ କିଛି ଭଲ କଥା ଶୁଣିବାକୁ ଇଚ୍ଛା ଥାଏ ।

ଏମିତି କିଛି କଥା ଯଦି ପତ୍ନୀ ନିଜ ସ୍ଵାମୀକୁ କହିଦିଏ ତେବେ ସ୍ଵାମୀ ନିଜ ପତ୍ନୀର କଥା ଶୁଣି ବହୁତ ଖୁସି ହୋଇଯାଏ ଓ ନିଜର ସମସ୍ତ ଚିନ୍ତାକୁ ଭୁଲି ଯାଏ । କିନ୍ତୁ ଏମିତି ବି କିଛି କଥା ଅଛି ଯାହାକୁ ସ୍ଵାମୀ ଶୁଣିବାକୁ ଚାହେଁ ନାହିଁ କିନ୍ତୁ ପତ୍ନୀ ସବୁବେଳେ ସେହି କଥା ତାହାକୁ ଶୁଣାଇ ଥାଏ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ସେହି ତିନୋଟି କଥା ବିଷୟରେ ଯାହାକୁ ପତ୍ନୀ ସର୍ବଦା ନିଜ ସ୍ଵାମୀକୁ କହିଥାଏ ।

ସ୍ଵାମୀମାନେ ଶୁଣିବାକୁ ଚାହାନ୍ତି ଏହି କଥା

କୌଣସି ବି କାମକୁ ପୁରା ସଠିକ ରୂପରେ ପୁରା କରିବା ପାଇଁ ଆପଣ ଯେତେ ବି ଚେଷ୍ଟା କାହିଁକି ନ କରି ଦିଅନ୍ତୁ, ଏହା ଛଡା ଆପଣ ତାକୁ ପୁରା ବି କରି ଦିଅନ୍ତୁ । କିନ୍ତୁ ସ୍ଵାମୀକୁ ସ୍ତ୍ରୀ ଠାରୁ ସବୁବେଳେ ଏହା ଶୁଣିବାକୁ ମିଳିଥାଏ କି ତୁମେ କୌଣସି ବି କାମକୁ ଠିକ ଭାବରେ କରି ପାରୁ ନାହିଁ ।

ଗୋଟିଏ ପତ୍ନୀର ଆଲମାରି କପଡା ଦ୍ଵାରା ଭରପୁର ହୋଇ ଯାଉ ନା କାହିଁକି ତଥାପି ସେ କେବେ ବି କହିବ ନାହିଁ କି କପଡା କ୍ରୟ କରିବା ଆବଶ୍ୟକ ନାହିଁ କିମ୍ବା କପଡା ଦରକାର ନାହିଁ । ସେ ସର୍ବଦା ସ୍ଵାମୀକୁ କପଡା କ୍ରୟ କରିବା ପାଇଁ କହିଥାଏ ।

ସବୁ ସ୍ଵାମୀକୁ ପ୍ରାୟତଃ ଏହି କଥା ନିଶ୍ଚିତ ଶୁଣିବାକୁ ମିଳିଥାଏ କି ତୁମେ ବର୍ତ୍ତମାନ ପୂର୍ବ ଭଳି ନାହଁ । ତୁମେ ବିବାହ ପୂର୍ବରୁ ମୋର କେତେ ଧ୍ୟାନ ରଖୁଥିଲ, କିନ୍ତୁ ବର୍ତ୍ତମାନ ତୁମେ ମୋ ବିଷୟରେ ଜାଣିବାକୁ ଚେଷ୍ଟା ବି କରୁ ନାହଁ । ଅନ୍ୟ ପଟେ ବହୁତ କମ ସ୍ଵାମୀଙ୍କ ଜୀବନରେ ଏମିତି ଦିନ ଆସି ଥାଏ, ଯେତେବେଳେ ତାଙ୍କର ପତ୍ନୀଙ୍କ ଠାରୁ ତାଙ୍କୁ ଏହା ଶୁଣିବାକୁ ମିଳିଥାଏ କି ତୁମେ ପୂର୍ବ ଭଳି ମୋତେ ଭଲ ପାଉଛ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।