ଯଦି ଆପଣ ଗୋଡର ଦ୍ଵିତୀୟ ଆଙ୍ଗୁଠି ସବୁଠୁ ବଡ, ତ ଖୁସି କରି ଦେବ ଆପଣଙ୍କୁ ଏହି ଖବର

ବର୍ତ୍ତମାନ ସମୟରେ ଗୋଟିଏ ବ୍ୟକ୍ତି ବିଷୟରେ ସବୁକିଛି ଜାଣିବା ସମ୍ଭବ ନୁହେଁ । କିନ୍ତୁ ଅନ୍ୟ ପଟେ ଏହି କଥା ବି ସତ୍ୟ ଅଟେ କି ମନୁଷ୍ୟର ଶରୀର ଅଦ୍ଭୁତ ଅଟେ । ତାହାର କଥାବାର୍ତ୍ତା ଓ ସ୍ଵଭାବ ତାହା ସହିତ ଜଡିତ କୌଣସି ବି କଥାକୁ ଲୁଚାଇ ପାରେ ନାହିଁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ବ୍ୟକ୍ତିର ଶରୀର ହିଁ ବହୁତ ସହଜରେ ତାହାର ସ୍ଵଭାବର ରହସ୍ୟ ଖୋଲିଦିଏ ।

କହିବାକୁ ଗଲେ ଶାସ୍ତ୍ରରେ ଏହିଭଳି ଉପାୟ କିଛି କୁହାଯାଇଛି ଯାହା ଦ୍ଵାରା ଆପଣ ବ୍ୟକ୍ତିର ଶରୀରର ସଂରଚନା ଦେଖି ଆପଣ ତାହାର ସ୍ଵଭାବ ବିଷୟରେ ଜାଣି ପାରିବେ ଓ କେତେକ ବୈଜ୍ଞାନିକମାନେ ବି ଏହାର ବିଶ୍ଲେଷଣ କରି ସାରିଛନ୍ତି । ଯାହାର ଆଧାରରେ ଶାରୀରିକ ଅଙ୍ଗର ଆକଳନ କରି ମନୁଷ୍ୟର ସ୍ଵଭାବ ପର୍ଯ୍ୟନ୍ତ ପହଞ୍ଚି ହେବ । ଶାସ୍ତ୍ରରେ କୁହାଯାଇଛି କି ବ୍ୟକ୍ତିର ଆଖି, ଆଇବ୍ରୋ ଓ ଅନ୍ୟ କେତେକ ଅଙ୍ଗ ଜରିଆରେ ଆମେ ତାହାର ସ୍ଵଭାବ ବିଷୟରେ ଜାଣି ପାରିବା ।

ଆପଣଙ୍କୁ କହିଦେଉଛୁ କି ସମସ୍ତ ମନୁଷ୍ୟଙ୍କ ଅଙ୍ଗର ସଂରଚନା ଭିନ୍ନ ଭିନ୍ନ ହୋଇଥାଏ ଓ ତାହାର ସଂରଚନା, ଆକାର ଓ ବ୍ୟକ୍ତିତ୍ବ ତାହା ବିଷୟରେ ବହୁତ କିଛି କହିଥାଏ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି କେମିତି ଆପଣ ଗୋଟିଏ ବ୍ୟକ୍ତିର ଗୋଡର ଆକାର ଦେଖି ବ୍ୟକ୍ତିର ସ୍ଵଭାବ ବିଷୟରେ କେମିତି ଜାଣି ପାରିବେ । ଆଜି ଆମେ ଆପଣଙ୍କୁ ସେହି ଲୋକମାନଙ୍କ ବିଷୟରେ କହିବାକୁ ଯାଉଛୁ । ଯେଉଁମାନଙ୍କ ଗୋଡର ଦ୍ଵିତୀୟ ଆଙ୍ଗୁଠି ତାଙ୍କର ପ୍ରଥମ ଆଙ୍ଗୁଠି ଠାରୁ ବଡ ହୋଇଥାଏ ଓ ସେହି ଲୋକମାନେ ବହୁତ ହିଁ ଭାଗ୍ୟଶାଳୀ ପ୍ରମାଣିତ ହୋଇଥାନ୍ତି ।

ସର୍ବ ପ୍ରଥମେ ଆପଣଙ୍କୁ କହିଦେଉଛୁ କି ଯେଉଁ ଲୋକମାନଙ୍କ ଗୋଡର ଦ୍ଵିତୀୟ ଆଙ୍ଗୁଠି ପ୍ରଥମ ଆଙ୍ଗୁଠି ଠାରୁ ବଡ ହୋଇଥାଏ ସେମାନେ ନିଜ ଜୀବନରେ ବହୁତ ଅଧିକ ପରିଶ୍ରମ କରିଥାନ୍ତି । ଏହିଭଳି ଲୋକମାନଙ୍କୁ ଜୀବନରେ ଅଧିକ ସଂଘର୍ଷ କରିବାକୁ ପଡେ ନାହିଁ । ଏହି ଲୋକମାନଙ୍କ ଅନ୍ୟ ଲୋକମାନଙ୍କ ଠାରୁ ଅଧିକ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ପଢାଲେଖାରେ ବି ଭଲ ହୋଇଥାନ୍ତି ।

ଏହି ଲୋକମାନେ ଚାକିରି କରିବା ପରିବର୍ତ୍ତେ ବ୍ୟାପାର କରିବାକୁ ପସନ୍ଦ କରନ୍ତି । ଏହି ଲୋକମାନେ ଜୀବନରେ ଜୋଖିମ ଉଠାଇବାକୁ ପସନ୍ଦ କରନ୍ତି । ଏହା ସହିତ ଏହି ଲୋକମାନଙ୍କୁ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଭଲ ଲାଗେ । ଏହା ଛଡା ଆପଣଙ୍କୁ କହିଦେଉଛୁ କି ଏମାନେ ପ୍ରେମ ମାମଲାରେ ବହୁତ ଲଜ୍ୟା କରନ୍ତି । କିନ୍ତୁ ଯାହାକୁ ନିଜର ଜୀବନସାଥି କରନ୍ତି ତାହା ସହିତ ପୁରା ଜୀବନ ବ୍ୟତୀତ କରନ୍ତି ।

ଏହି ଲୋକମାନେ ନିଜର ପତ୍ନୀକୁ କୌଣସି ବି ସମସ୍ୟାରେ ଦେଖିବାକୁ ଚାହାନ୍ତି ନାହିଁ । ଏତିକି ନୁହେଁ ଏମାନେ ବହୁତ ଭଲ ଜୀବନସାଥି ହୋଇଥାନ୍ତି । ଯେଉଁ ବ୍ୟକ୍ତିମନଙ୍କ ଗୋଡର ଦ୍ଵିତୀୟ ଆଙ୍ଗୁଠି ଗୋଡର ପ୍ରଥମ ଆଙ୍ଗୁଠି ଠାରୁ ବଡ ହୋଇଥିବ ଓ ଅନ୍ୟ ଆଙ୍ଗୁଠି ଗୁଡିକ ଛୋଟ ଥିବ, ସେମାନେ ସମସ୍ତ କାମକୁ ନିଜ ହିସାବରେ କରିବାକୁ ପସନ୍ଦ କରନ୍ତି ।

ଏମାନେ କୌଣସି ବି କାମକୁ କରିବା ପୂର୍ବରୁ ପୁରା ପ୍ଲାନିଙ୍ଗ ସହ କରନ୍ତି । ଏହା ପରେ ହିଁ ସେହି କାମକୁ ଆରମ୍ଭ କରନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।