ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ୟୁଟ୍ଯୁବରେ ଲକ୍ଷ ଲକ୍ଷ ପ୍ରଶଂସକମାନଙ୍କୁ ହାସଲ କରିଥିବା ରୂପା ପିଣ୍ଟୁଙ୍କ ଜୀବନରେ ଉପୁଜିଥିଲା ଝଡ ଯେଉଁଥି ପାଇଁ ସେ ହେଇଥିଲେ ସମାଆଲୋଚନାର ଶିକାର । ସୋସିଆଲ ମିଡିଆରେ ରୂପା ଓ ପିଣ୍ଠୁ କୋଣସି ସେଲିବ୍ରେଟିଙ୍କ ଠାରୁ କମ୍ ନ ଥିଲେ । ଉଭୟଙ୍କ ପ୍ରଶଂସକମାନେ ତାଙ୍କ ଦୁଃଖରେ ଦୁଃଖିତ ହେଇଥିଲେ ଏବଂ ଉଭୟଙ୍କ ଜୀବନରେ ଖୁସି ଫେରି ଆସିବା ପାଇଁ ପ୍ରାଥନା କରିଥିଲେ ।
ତେବେ ଆଜି ତାଙ୍କ ପାଖକୁ ଆସିଯାଇଛି ପଳେଇ ଯାଇଥିବା ଖୁସି । କହୁ କହୁ ପିଣ୍ଟୁ କହିଦେଇଥିଲେ ଯଥା ଅଦିନିଆ ଝଡ ସିନା ମୋ ଦୁନିଆକୁ ଉଜାଡି ପକେଇଥିଲା ମାତ୍ର ଏଥରର ରଜ ମୋ ସବୁ ଖୁସିକୁ ନେଉଟାଇ ଦେଇଛି । ତେବେ ପିଣ୍ଟୁ ଓ ରୂପା ହାପି ଫେରି ଆସିବା ପରେ କହୁଛନ୍ତି ଯଦି ଜୀବନରେ ଦୁଃଖ ଆସିବ ନାହିଁ ତେଵେ ଆମେ ସୁଖର ମହତ୍ଵ କିପରି ଭାବରେ ବୁଝିପାରିବା ।
ରାତ୍ରି ସମସ୍ତଙ୍କ ଜୀବନରେ ଆସିବା ଯେତେ ସତ୍ୟ ଅଟେ ସକାଳର ପ୍ରଭାତ ଆସିବା ସେତେ ହି ସତ ଅଟେ । ତେଣୁ ଦୁଃଖ ଆସିବା ପରେ ହିଁ ମୁଁ ଖୁସି କେମିତିଆ ବୁଝିଛି । ହାପି ଫେରିଛି ପିଣ୍ଟୁଙ୍କ ପାଖକୁ ସେ ବି ରଜଭାର ଓ ରଜପାନକୁ ହାତରେ ଧରି । ହାପି ରଜପାନ ନେଇ ପିଣ୍ଟୁ ଓ ରୂପାଙ୍କ ମୁହଁରେ ଖୁଆଇ ଦେଇଛନ୍ତି ଓ ପୁଣିଥରେ ସମସ୍ତେ ହସୁଛନ୍ତି ଓ ସମସ୍ତକୁ ହସାଇବାରେ ଲାଗିଛନ୍ତି ।
ଯେବେ ରୂପାପିଣ୍ଟୁଙ୍କ ଘରକୁ ଖୁସି ଫେରିଛି ତେବେ ତାଙ୍କ ଲକ୍ଷ ଲକ୍ଷ ପ୍ରଶଂସକମାନେ ମଧ୍ୟ ଖୁସି ହୋଇଛନ୍ତି । ଦର୍ଶକବନ୍ଧୁ ବଜାରରେ ଅନେକ ଚଳଚିତ୍ର ରିଲିଜ୍ ହୋଇଥିବା ବେଳେ ଲୋକେ ତାହାରି ମଜା ନେଉଛନ୍ତି ମାତ୍ର ରୂପାପିଣ୍ଟୁଙ୍କ ଖୁସିରେ ମଧ୍ୟ ସାମିଲ ହେଉଛନ୍ତି । ଏଥର ରଜ ତାଙ୍କୁ ସବୁକିଛି ଫେରାଇ ଦେଇଛି ତାଙ୍କୁ ହାପି ଫେରାଇଦେଇଛି ଓ ତାଙ୍କ ଭଉଣୀ ସୁନାକୁ ।
ତେବେ ଆଜି ହାପି ପିଣ୍ଟୁ ଓ ସୁନାକୁ ନେଇ ଯେଉଁ ବିବାଦ ଉଠିଥିଲା ତାହା ସବୁ ମାଟିରେ ମିଶିଯାଇଛି । ପରିବାରର ଖୁସି ଛାତ ଟପି ଯାଇଛି ଘର ପୁରା ହସମଉଜ ରେ ଭରିଛି । ତେବେ ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରିଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।