ସାବଜୀ ଢୋକଲିୟା ଗତ ବର୍ଷ ଦୀପାବଳିରେ କର୍ମଚାରୀମାନଙ୍କୁ ଦେଇ ଥିଲେ ୬୦୦ କାର, ଏଥର ବି ଦେଲେ ଏହି ଉପହାର

ପୂଜା ସମୟରେ ସବୁ କମ୍ପାନୀ ମାନେ ନିଜର କର୍ମଚାରୀ ମାନଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଉପହାର ଦେଇ ଥାନ୍ତି । କିନ୍ତୁ ସୁରତରେ ଏକ ଏମିତି ବ୍ୟପାରି ଅଛନ୍ତି ଯିଏକି ସବୁ ବର୍ଷ ଦୀପାବଳିରେ ନିଜର କର୍ମଚାରୀମାନଙ୍କୁ କିଛି ନା କିଛି ବଡ ଉପହାର ଦେଇ ଥାନ୍ତି । ବର୍ଷ ୨୦୧୮ରେ ଏହି କଥା ନିଆଁ ଭଳି ବ୍ୟାପି ଯାଇ ଥିଲା କି ଏହି ବ୍ୟାପାରୀ ଜଣକ ନିଜର ମାର୍କଚାରୀମାନଙ୍କୁ କାର ଉପହାର ଦେଇ ଥିଲେ ।

ଏହି ବ୍ୟାପାରୀଙ୍କର ନାମ ସାବଜୀ ଢୋକଲିୟା ଅଟେ । ସାବଜୀ ଢୋକଲିୟା ଗତ ବର୍ଷ ଦୀପାବଳିରେ କର୍ମଚାରୀମାନଙ୍କୁ ୬୦୦ ଟି କାର ବାଣ୍ଟିଥିଲେ , ଏଥର କଣ ଦେବେ ଏହା ଏକ ବଡ ପ୍ରଶ୍ନ ଅଟେ ।

ସାବଜୀ ଢୋକଲିୟା ଗତ ବର୍ଷ ବାଣ୍ଟି ଥିଲେ ୬୦୦ କାର

ଯଦି ଆପଣ ଭାରତରେ କାମ କରୁଛନ୍ତି ତେବେ ଆପଣଙ୍କୁ ଦୀପାବଳିରେ ବୋନସ କିମ୍ବା ଗିଫ୍ଟ ନିଶ୍ଚିତ ମିଳିଥାଏ । ସମସ୍ତ କମ୍ପାନୀର ମାଲିକମାନେ ହଜାର ଠାରୁ ନେଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୋନସ ନିଜ କର୍ମଚାରୀମାନଙ୍କୁ ଦେଇଥାନ୍ତି । କିନ୍ତୁ ଏହା ମଧ୍ୟରେ ସବୁଠୁ ପ୍ରଥମରେ ନାମ ଆସିଥାଏ ଗୁଜରାଟର ବିଜନେସମ୍ୟାନ ସାବଜୀ ଢୋଲକିୟାଙ୍କର । ଯିଏକି ନିଜ କର୍ମଚାରୀମାନଙ୍କର ଖାସ ଧ୍ୟାନ ରଖନ୍ତି ।

ସାବଜୀ ଆରମ୍ଭରୁ ନିଜର କର୍ମଚାରୀମାନଙ୍କୁ ବୋନସ ରୂପରେ ଫ୍ଲାଟ, ଟ୍ରିପ ଭଳି ଜିନିଷ ଦେଇଥାନ୍ତି ଓ ଗତ ବର୍ଷ ସେ କାର ଉପହାର ଦେଇଥିଲେ । କିନ୍ତୁ ଏଥର ସାବଜି କର୍ମଚାରୀମାନଙ୍କୁ ବଡ ଉପହାର ଦେବା ପାଇଁ ଅସମର୍ଥ ଅଟନ୍ତି, ତାଙ୍କର କହିବା ଅଟେ କି ଏଥର ବ୍ୟାପାର ବହୁତ ମାନ୍ଦାରେ ଚାଲିଛି ।

ସାବଜୀଙ୍କ ଅନୁସାରେ, ଏହି ମାନ୍ଦା ୨୦୦୮ରୁ ବି ଅଧିକ ଖରାପ ଅବସ୍ଥାରେ ଅଛି । ଆମେ ବର୍ତ୍ତମାନ ଚିନ୍ତା କରୁଛୁ କି ଲୋକମାନଙ୍କର ଚାକିରି କେମିତି ବଞ୍ଚାଇବୁ । ଏଥର ୪୦ ହଜାର ଲୋକମାନଙ୍କର ଚାକିରି କେବଳ ହୀରା ଉଦ୍ୟୋଗରେ ଆସିଛି । ଆମକୁ ନିଜର ଉତ୍ପାଦନ ବି କମ କରିବାକୁ ପଡିଲା ଓ ତାହା ମଧ୍ୟ ଆମ ପାଇଁ ଏକ ସଂଘର୍ଷ  ଅଟେ। ଆମେ ସମସ୍ତେ ଚାହୁଁଛୁ କି ଏଥିରୁ କେମିତି ବାହାରିବୁ ।

ବର୍ତ୍ତମାନ ଆପଣ ବୁଝି ଯାଇଥିବେ କି ଯଦି ଉଦ୍ୟୋଗ ଭଳି ଲଗ୍ଜରୀ ବିଜନେସର ଏହି ଅବସ୍ଥା, ତେବେ ବାକି ଜାଗାରେ ଆଶା କରିବା ମୂଲ୍ୟହୀନ ଅଟେ । ଉଦ୍ୟୋଗ ଜଗତର ଲୋକମାନେ ଚେଷ୍ଟା କରୁଛନ୍ତି କି କୌଣସି ନା କୌଣସି ପ୍ରକାରରେ ଏହି ମାନ୍ଦାରୁ ବାହାରକୁ ବାହାରି ଆସିବା ପାଇଁ । କିପରି ପୁଣି ଥରେ ସେହି ସୁଖମୟ ଜୀବନ ଫେରି ଆସିବ ଓ ସେ ନିଜର କର୍ମଚାରୀମାନଙ୍କର ଧ୍ୟାନ ରଖି ପାରିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।