ରୁସର ଏହି ନିଷ୍ପତିକୁ ଦେଖି ଚୀନ କାନ୍ଦିବା ଆରମ୍ଭ କରିଦେଇଛି, ଭାରତକୁ ମଳିଆ ସେଇ ମଞ୍ଜୁରୀ ଯାହାର ଅନେକ ବର୍ଷରୁ ଥିଲା ଅପେକ୍ଷା

ଭାରତ ଓ ରୁସର ବନ୍ଧୁତା ବିଷୟରେ ତ ସମସ୍ତ ଜାଣିଛନ୍ତି । ରୁସ କହିବାକୁ ଗଲେ ଭାରତକୁ ସବୁବେଳେ ସବୁ କ୍ଷେତ୍ରରେ ସାହାର୍ଯ୍ୟ କରିବା ପାଇଁ ଆଗରେ ଥାଏ । ଏମିତିରେ ରୁସ ଭାରତ ପକ୍ଷ ନେଇ ଏକ ବଡ ନିଷ୍ପତି ନେଇଛି । ଏହି ନିଷ୍ପତିରେ ରୁସ ଭାରତର ହାତ ଖୋଲି ଦେଇଛି । କିନ୍ତୁ ରୁସରଏହି ନିଷ୍ପତିକୁ ଚୀନ ସହି ପାରୁ ନାହିଁ । କିନ୍ତୁ ଇଚ୍ଛା ଥିବା ସତ୍ବେ ବି ଚୀନ ନା ହିଁ ରୁସର ବିରୋଧ କରି ପାରିବ ଓ ନା ହିଁ ଆପତ୍ତି କରି ପାରିବ ।

ପ୍ରଥମ ତ ରୁସ ଚୀନକୁ ନିଜର ମିସାଇଲର ରପ୍ତାନିକୁ ବନ୍ଦ କରି ଦେଲା ଓ ବର୍ତ୍ତମାନ ରୁସ ଏକ ବଡ ନିଷ୍ପତି ଗ୍ରହଣ କରି ଭାରତକୁ ବ୍ରହ୍ମୋସ ମିସାଇଲ ଚୀନର ପଡୋଶୀ ଦେଶଙ୍କୁ ବିକ୍ରି କରିବା ପାଇଁ ମଞ୍ଜୁରୀ ଦେଇ ଦେଇଛି ।

ଆପଣଙ୍କୁ କହିଦେଉଛୁ କି ବ୍ରହ୍ମୋସ ମିସାଇଲ ଭାରତ ଓ ରୁସ ମିଶି ତିଆରି କରିଛନ୍ତି ଓ ବ୍ରହ୍ମୋସ ମିସାଇଲରେ ରୁସର ୫୦ ପ୍ରତିଶତ ପାର୍ଟନରଶିପ ଅଛି । ଏମିତିରେ ଭାରତକୁ ବ୍ରହ୍ମୋସ ମିସାଇଲ ବିକ୍ରି କରିବା ପାଇଁ ରୁସର ଅନୁମତି ଦରକାର ଥିଲା ଓ ବର୍ତ୍ତମାନ ଭାରତକୁ ଏହି ଅନୁମତି ମିଳିସାରିଛି । କିନ୍ତୁ ରୁସର ଏହି ନିଷ୍ପତି ଚୀନକୁ ପସନ୍ଦ ଆସିବ ନାହିଁ । କହିବାକୁ ଗଲେ ଏମିତି ବହୁତ ଦେଶ ଅଛି ଯେଉଁମାନେ ଭାରତର ଏହି ବ୍ରହ୍ମୋସ ମିସାଇଲକୁ କିଣିବାକୁ ଚାହୁଁଛନ୍ତି ।

କିନ୍ତୁ ଭିଏତନାମ ଏହି ମିସାଇଲକୁ କ୍ରୟ କରିବାରେ ପ୍ରଥମ ଦେଶ ହୋଇପାରେ । ଏହା ଛଡା ଭିଏତନାମ କେବଳ ବ୍ରହ୍ମୋସ ମିସାଇଲ ନୁହେଁ, ଅଥବା ସ୍ଥଲ ଭାଗରୁ ଆକାଶକୁ ଆକ୍ରମଣ କରୁଥିବା ଆକାଶ ମିସାଇଲକୁ ବି କ୍ରୟ କରିବାର ଇଚ୍ଛା ଜାହିର କରିଛି । କହିବାକୁ ଗଲେ ବ୍ରହ୍ମୋସ ମିସାଇଲରେ ବହୁତ କିଛି ଖାସ କଥା ଅଛି । ଏଥିପାଇଁ ଚୀନର ପଡୋଶୀ ଦେଶମାନେ ଭାରତର ବ୍ରହ୍ମୋସ ମିସାଇଲକୁ କିଣିବା ପାଇଁ ପ୍ରାୟତଃ ନିଜର ଇଚ୍ଛା ବ୍ୟକ୍ତ କରିଛନ୍ତି ।

ଏହା ଛଡା ରୁସ ନିଜ ଦେଶର କିଛି କମ୍ପାନୀମାନଙ୍କ ସୂଚୀ ତିଆରି କରିଛି ଯେଉଁମାନେ ଭରତ ସହ ମିଶି ବ୍ରହ୍ମୋସ ଭଳି ମିସାଇଲର ପରିଯୋଜନା ଗୁଡିକ ଉପରେ ପୁଣି ଥରେ କାମ ଆରମ୍ଭ କରିଦେବେ । ଅନ୍ୟ ପଟେ ପିଏମ ନରେନ୍ଦ୍ର ମୋଦୀ କହିଛନ୍ତି କି ସୀମିତ ସୁବିଧା ଓ ଦୂରଦର୍ଶିତା ନ ଥିବା କାରଣରୁ ହଥିୟାର କ୍ଷେତ୍ରରେ ଭାରତକୁ ବହୁତ କ୍ଷତି ହୋଇଛି । କିନ୍ତୁ ଭବିଷ୍ୟତ ପାଇଁ ହଥିୟାର ଭାରତରେ ହିଁ ତିଆରି କରାଯିବ । ଏଥିପାଇଁ ନୂଆ ନୂଆ ଟେକ୍ନୋଲୋଜି ବି ଭାରତରେ ଆବିଷ୍କାର କରାଯିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।