ହବ ହବ ବୋଲି କହୁଛ ! ପଦ୍ମ କଳ୍ପ ମାଳିକାରୁ ମିଳିଲା ଦୃଢ ପ୍ରମାଣ, କେବେ ହେବ ଏବେ ଜାଣନ୍ତୁ

ମହାପୁରୁଷଙ୍କ ଦ୍ଵାରା ରଚିତ ୬୦୦ ବର୍ଷ ତଳର କାଳଯଇ ଲେଖା କିମ୍ବା ଆଗତ ଭବିଷ୍ୟତ ବର୍ତ୍ତମାନ ସମୟରେ ସତ୍ୟତା ରୂପରେ ପ୍ରମାଣିତ ହେଉଛି । କହିବାକୁ ଗଲେ ବହୁ ମହାପୁରୁଷମାନେ ସତ୍ୟ, ତ୍ରେତୟା, ଦ୍ଵାପର ଓ କଲି ଯୁଗକୁ ନେଇ ଭବିଷ୍ୟତ ବାଣୀ କରିଛନ୍ତି । ସେହିଭଳି କଳିଯୁଗରେ ଭବିଷ୍ୟତ ବିଷୟରେ ମହାପୁରୁଷଙ୍କ କହିବା ଅଟେ କି ଦିନେ ନା ଦିନେ ଚୀନ ଓ ଭାରତ ମଧ୍ୟରେ ବଡ ମାତ୍ରରେ ଯୁଧ୍ୟ ହେବ ।

କୁହାଯାଏ କି ୧୮ ଦିନର ମହାଭାରତ ଅର୍ଥାତ ବାକି ଥିବା ମହାଭାରତ ବର୍ତ୍ତମାନ ଏହି କଲି ଯୁଗରେ ପୂର୍ଣ ହେବ । ଅର୍ଥାତ ବିଶ୍ଵ ଯୁଧ୍ୟ ହେବ । ମହାପୁରୁଷ ଆଗକୁ କହୁଛନ୍ତି କି ଯେଉଁ ସମୟରେ ୪ଟି ଗ୍ରହଣ ପଡିବ ସେହି ସମୟରେ ଏହି ବିଶ୍ଵ ଯୁଧ୍ୟ ଆରମ୍ଭ ହେବ ।

ମହାଭାରତରେ ଯେଉଁ ଯୁଧ୍ୟ ବାକି ରହି ଯାଇଛି ତାହା ବର୍ତ୍ତମାନ ସମୟରେ ପୂର୍ଣ ହେବ । ଏହା ଛଡା ଚୀନ ଏକ ବିଶ୍ଵାସଘାତକ ଦେଶ ଅଟେ ବୋଲି ମହାପୁରୁଷ ମାନେ ନିଜର ରଚିତ ଗ୍ରନ୍ଥରେ ବି ଲେଖିଛନ୍ତି । ଚୀନ ଭାରତର କିଛି ଅଂସକୁ ଅଧିକାର କରି ନେବ । ଏହା ସହିତ ମହାପୁରୁଷ ଅଚ୍ୟୁତାନନ୍ଦ କହିଛନ୍ତି କି ଚୀନକୁ କେବେ ବି ବିଶ୍ଵାସ କରନ୍ତୁ ନାହିଁ ।

ଅର୍ଥାତ ଚୀନ ସବୁବେଳେ ନିଜର ସ୍ଵାର୍ଥକୁ ଦେଖିବ । ଚୀନ ଭାରତ ସହ ବାଣିଜ୍ୟ କାରବାରକୁ ବୁଦ୍ଧି କରି ଶେଷରେ ଭାରତରେ ନିଜ ଦେଶରେ ଉତ୍ପାଦ ସବୁ ଜିନିଷକୁ ବିକ୍ରି କରିବ । କିନ୍ତୁ ଭାରତ ସହ ବିଶ୍ଵାସଘାତକ ବି ଚୀନ କରିବ । କହିବାକୁ ଗଲେ ଚୀନ ସହ ଭାରତର ବିବାଦ ବିଷୟରେ ମହାପୁରୁଷମାନେ ଆଗରୁ ହିଁ କହିଦେଇ ଯାଇଛନ୍ତି ।

ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।