ରାଉଲକେଲା ଇଣ୍ଟରସିଟି ଟ୍ରେନରୁ ତିନି ଦିନ ହେଲା ନିଖୋଜ ହେଲେଣି ମା ଓ ୭ ବର୍ଷର ଝିଅ, ସ୍ଵାମୀ ଏନେଇ ଯାହା ବୟାନ ଦେଲେ ଆପଣଙ୍କୁ ମଧ୍ୟ ଦୁଃଖ ଲାଗିବ, ଦେଖନ୍ତୁ Video

ଅପେକ୍ଷାରେ ଥିଲେ ସ୍ଵାମୀ ଓ ପରିବାର ଲୋକେ । ଆଶା ଥିଲା କି ଠିକ ସମୟରେ ସ୍ତ୍ରୀ ଓ ଝିଅ ଘରେ ପହଞ୍ଚିଯିବେ । କିନ୍ତୁ ଏହା ମଧ୍ୟରେ ଘଟଣାରେ ଏକେ ଟ୍ଵିଷ୍ଟ ଆସିଛି । ସେମାନଙ୍କର ଅ-ପ-ହ-ର-ଣ ହୋଇଥିବା ଅ-ଭି-ଯୋ-ଗ ଆଣିଛନ୍ତି ପରିବାର ଲୋକେ । ରାଉଲକେଲା ଇଣ୍ଟରସିଟି ଟ୍ରେନରୁ ମା ଓ ଝିଅ ଝିଅ ନି-ଖୋ-ଜ ହେବାର ତିନି ଦିନ ପରେ ମଧ୍ୟ ଏବେ ସୁଦ୍ଧା ସେମାନଙ୍କ ପତ୍ତା ମିଳି ପାରୁନାହିଁ । ସମ୍ବଲପୁରରୁ ଭୁବନେଶ୍ବର ଯିବା ପାଇଁ ରାଉଲକେଲା ଇଣ୍ଟରସିଟି ଟ୍ରେନରେ ମା ଝିଅ ଦୁହେଁ ଏକା ସାଥିରେ ବସିଥିଲେ ।

ସେମାନଙ୍କୁ ନେବା ପାଇଁ କଟକରେ ଟ୍ରେନ ପହଞ୍ଚିବା ପୂର୍ବରୁ ତାଙ୍କ ସ୍ଵାମୀ ଷ୍ଟେସନରେ ପହଞ୍ଚି ତାଙ୍କୁ କଲ୍ କରିଥିଲେ । କିନ୍ତୁ ସ୍ତ୍ରୀ କଲ୍ ରିସିଭ କରି ନଥିଲେ । ଏହାପରେ ଆଉ କିଛି ସମୟ ଛାଡି ଯେତେବେଳେ ସେ ତାଙ୍କୁ କଲ୍ କରିଥିଲେ ତାଙ୍କ ଫୋନ ବନ୍ଦ ଥିବା ଜଣା ପଡିଥିଲା । ତେବେ ବ୍ଯାଟେରୀ ନଥିବାରୁ କାଳେ ଫୋନ ହୋଇ ଯାଇଥିବ ବୋଲି ଭାବି ସେ ଯେତେବେଳେ ଯାଇ ସ୍ତ୍ରୀ ଓ ଝିଅ ଆସିଥିବା ବଗିରେ ତାଙ୍କୁ ଖୋ-ଜି-ଥି-ଲେ ସେଠି ମଧ୍ୟ ପାଇ ନଥିଲେ । ଏହାପରେ ସେ ବ୍ୟସ୍ତ ହୋଇ ରେଲୱେ ପୋ-ଲି-ସ-ର ସହାୟତା ଲୋଡିଥିଲେ ।

ସ୍ଵାମୀ ତାଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ସମ୍ବଲପୁର ଥା-ନା-ରେ ଏନେଇ ଏକ ଲିଖିତ ଅ-ଭି-ଯୋ-ଗ ଦିଆଯାଇଛି । ସୂଚନା ଅନୁଯାୟୀ ଜଗତସିଂପୁର ଜିଲ୍ଲାର ମଳୟ ରଞ୍ଜନ ମୈତ୍ରୀଙ୍କ ସ୍ତ୍ରୀ ଓ ତାଙ୍କ ୭ ବର୍ଷର ଝିଅ ହୀରାକୁଦରୁ ତାଙ୍କ ବାପାଙ୍କ ଘରୁ ଆସିଥିଲେ ଏବଂ ୨୫ ତାରିଖ ସକାଳେ ସିଟି ଷ୍ଟେସନରୁ ତାଙ୍କ ଭିଣୋଇ ତାଙ୍କୁ ରାଉଲକେଲା ଇଣ୍ଟରସିଟି ଟ୍ରେନରେ ବସାଇଥିଲେ ।

ସକାଳ ୭:୫୦ ମିନିଟରେ ଟ୍ରେନ ଷ୍ଟେସନରୁ ଛାଡିଥିଲା ଓ ଦିନ ୧୨ଟା ସମୟରେ ଭୁବନେଶ୍ବରରେ ପହଞ୍ଚିଥିଲା । କିନ୍ତୁ ମା’ ଝିଅ ଏହି ଟ୍ରେନରେ ନଥିଲେ । ପରିବାର ଲୋକଙ୍କ ଅ-ଭି-ଯୋ-ଗ ପରେ ଏବେ ପୋ-ଲି-ସ ତ-ଦ-ନ୍ତ ଆରମ୍ଭ କରିଛି । ତେବେ ସେମାନଙ୍କ ସମ୍ବନ୍ଧରେ ଏପର୍ଯ୍ୟନ୍ତ କୌଣସି ପତ୍ତା ଜଣା ପଡିନାହିଁ । ସେପଟେ ସ୍ଵାମୀ କହିଛନ୍ତି କି ତାଙ୍କ ସ୍ତ୍ରୀଙ୍କ ତାଙ୍କର ସମ୍ପର୍କ ଖୁବ ଭଲ ଥିଲା । ଅନ୍ୟ କାହା ସହ ସମ୍ପର୍କ ରଖି ସେ କୁଆଡେ ପଳାଇ ଯିବା ଅସମ୍ଭବ ଅଟେ ।

ଯଦି କେହି ଅ-ନ-ଲା-ଇ-ନ-ରେ ତାଙ୍କୁ କିଛି ଡା-ଇ-ଭ-ର୍ଟ କରିଥାଇ ପାରେ ତେବେ ହୁଏତ ଏମିତି କିଛି ହୋଇଥିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।