ରୋଷୋଇ ଘରୁ ଏହି 5ଟି ଜିନିଷକୁ କେବେବି ଅନ୍ୟକୁ ଦେବେନି, ନଚେତ୍ ଆପଣଙ୍କ ଘରୁ ମାତା ଲକ୍ଷ୍ମୀ ପଳେଇଯିବେ ! ଶ୍ରୀ କୃଷ୍ଣଙ୍କ ସାଧୁବାଣୀ

ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ମହିଳା କେବେବି ରଶୋଇ ଘରେ ଥିବା ଏହି ପାଞ୍ଚ ଟି ଜିନିଷକୁ ଦେବା କଥା ନୁହେଁ । ସାଧରଣତଃ ଆମେ ସାନ ବେଳୁ ଶୁଣିଆସିଛୁ ଯେ ଅନ୍ୟର ଦୁର୍ଦଶା ବେଳେ ତାଙ୍କୁ ସାହାଯ୍ୟ କରିବା ଆମର ଧର୍ମ । ଯାହା ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ କରାଯାଇଛି । କାରଣ ଅନ୍ୟକୁ ସାହାଯ୍ୟ ଓ ଭଲ କର୍ମ କରିବା ଦ୍ଵାରା ମଣିଷ ମୋକ୍ଷ୍ୟ କୁ ପ୍ରାପ୍ତ କରିଥାଏ । ମାତ୍ର ଆମ ଶାସ୍ତ୍ର ରେ ଏମିତି କେତେକ ଜିନିଷ ବାବଦରେ କୁହାଯାଇଛି ।

ଯାହାକୁ ଅନ୍ୟକୁ ଦେବା ଅନୁଚିତ୍ ଅଟେ । ମହିଳାମାନଙ୍କୁ ଭୁଲରେ ଏହି ଜିନିଷ ଗୁଡାକୁ ଅନ୍ୟକୁ ଦେବା ଅନୁଚିତ୍ ହୋଇଥାଏ । କାରଣ ଏହି ଜିନିଷ ଗୁଡିକୁ ଅନ୍ୟକୁ ଦେବା ଦ୍ଵାରା ମାତା ଲକ୍ଷ୍ମୀ ଘର ଛାଡି ପଳେଇ ଯାଇଥାନ୍ତି । ବାସ୍ତୁ ଶାସ୍ତ୍ର ରେ ବର୍ଣ୍ଣନା କରାଯାଇଛି ଯଥା ଯେଉଁ ସ୍ଥାନରେ ମାତା ଲକ୍ଷ୍ମୀଙ୍କ ନିବାସ ହୋଇଥାଏ । ସେହି ସ୍ଥାନ ରେ ବା ସେହି ଘରେ ଧନର ଅଭାବ ଦେଖାଯାଇନଥାଏ ।

ମାତା ଲକ୍ଷ୍ମୀ ଥିବା ସ୍ଥାନ ଧନ ଦୌଲତ ଓ ସୁଖ ସମବୃଦ୍ଧିର ନିବାସ ହୋଇଥାଏ । ଏଣୁ କୋଣସି ମହିଳା ଏହା ଚାହିଁ ନା  ଥାଏ ଯେ ମାତା ଲକ୍ଷ୍ମୀ ତାଙ୍କ ଘର ତ୍ୟାଗ କରି ଚାଲିଯାଆନ୍ତୁ ବୋଲି ।ନାରୀର ସ୍ଵଭାବ ବହୁତ କୋମଳ ଓ ଶାନ୍ତ ଏବଂ ସ୍ଵଚ୍ଛ ହୋଇଥାଏ । ତେଣୁ ସେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଇଚ୍ଛା କରିଥାଏ । ମାତ୍ର ମହିଳାଙ୍କୁ ଏହି କେତୋଟି ଜିନିଷ ଯେଉଁଥିରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ତାହାକୁ ନ  ଦେବା ଉଚିତ୍ ହୋଇଥାଏ ।

ଆସନ୍ତୁ ଜାଣିବା ଏହି ଜିନିଷ 5 ଟି ଜିନିଷ ସମ୍ପର୍କରେ ପ୍ରଥମ ଝାଡୁ । ଆପଣ ଆପଣଙ୍କ ଘରେ ବ୍ୟବହାର କରୁଥିବା ଝାଡୁକୁ କାହାକୁ ଦେବେ ନାହିଁ । କାରଣ ଝାଡୁରେ ମାତା ଲକ୍ଷ୍ମୀଙ୍କ ବାସ ରହିଥାଏ ଏଣୁ ଏହା ଅନ୍ୟ ଘରକୁ ଯିବା ଦ୍ଵାରା ଆପଣଙ୍କ ଘରେ ଥିବା ଧନ ମଧ୍ୟ ପଳେଇଯାଇଥାଏ । 2-  ବିବାହିତ ମହିଳାଙ୍କ ଅଳଙ୍କାରକୁ ଅନ୍ୟ ମହିଳାଙ୍କୁ କେବେବି ପିନ୍ଧିବାକୁ ଦେବା କଥା ନୁହେଁ ।କାରଣ ବିବାହରେ ପିନ୍ଧା ହେଇଥିବା ଗ୍ରହଣା ସୁହାଗିନୀ ର ଶୋଭାଗ୍ଯ ଅଟେ ।

3- ରୋଷେଇ ଘରେ ଥିବା ବେଲଣା    କାଠି , କଡେଇ ଆଦି କୁ ଅନ୍ୟକୁ ଦେବା ଅନୁଚିତ୍ ହୋଇଥାଏ । ଏହା ଦ୍ଵାରା ଘରେ ଅନ୍ନ ର ଅଭାବ ଦେଖାଯାଇଥାଏ । 4- ସନ୍ଧ୍ୟା ସମୟରେ ମହିଳାଙ୍କୁ ନିଜ ଘରୁ ଦୁଧ ,ଦହି ,ପିଆଜ ଆଦିକୁ ଧାର ଦେବା ଅନୁଚିତ୍ ହୋଇଥାଏ । ଏହା କରିବା ଦ୍ଵାରା ଘରୁ ମାତା ଲକ୍ଷ୍ମୀ ପଳେଇ ଯାଇଥାନ୍ତି । 5- ଘର ର ରୋଷେଇ ଘରୁ ହଳଦୀକୁ କେବେବି ଦେବା କଥା ନୁହେଁ । କାରଣ ଏହା ସୁଖସମବୃଦ୍ଧି ଓ ଧନ ର ପ୍ରତୀକ ଅଟେ । ଏହାର ସରିଯିବା ମଧ୍ୟ ଘରୁକୁ ଅମଙ୍ଗଳ ଆଣିଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର ଓ କମେଣ୍ଟ କରନ୍ତୁ ।