ଗାଡି ଉପରେ କୁକୁର ଆସି ପରିସ୍ରା କରିବା ଦ୍ଵାରା ମିଳିଥାଏ କେଉଁ ସଂକେତ ? ବଛା ବଛା Vastu Tips ଜାଣନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଯଦି ଘର ପାଖରେ ବିଲେଇ ଉଚ ସ୍ଵରରେ କାନ୍ଦିବାର ଶୁଣାଯାଇଥାଏ। ତେବେ ଏହାଶୁଭ ହୋଇଥାଏ । ଘର ଠାକୁରଙ୍କ ନିକଟରେ ଆରତୀ କରିବା ସମୟରେ ଅଚାନକ ବିନା କାରଣରେ ଆରତୀ ଲିଭିଯାଇଥାଏ । ତେବେ ଏହାକୁ ଅଶୁଭ ସଙ୍କେତ କୁହାଯାଇଥାଏ । ଯଦି ଘରେ କାଚ ଜିନିଷ ବାରମ୍ବାର ଭାଙ୍ଗେ, ତେବେ ଘର ଲୋକଙ୍କ ମଧ୍ୟରେ ମାନମାଳିନ୍ୟ ଦେଖାଦେଇଥାଏ । ଆପଣଙ୍କ କୌଣସି ସୁନା ଜିନିଷ ହଜିଥାଏ । ଯେତେ ଖୋଜିଲେ ମଧ୍ୟ ସେହି ସୁନାଟି ମିଳିନଥାଏ ।

ତେବେ ଆର୍ଥିକ ସ୍ଥିତି ଖରାପ ହେବାର ସଙ୍କେତ ଦେଇଥାଏ । ଘରକୁ କୌଣସି ଦିନ ଚେମେଣୀ ଚଢେଇ ପ୍ରବେଶ କରେ । କିମ୍ବା ଘର ପରିବାର ସଦସ୍ୟଙ୍କ କାହା ମୁଣ୍ଡ ମୁଣ୍ଡ ଉପରେ ଉଡି ବୁଲିଥାଏ । ଆଗାମୀ ଦିନରେ କିଛି ସମସ୍ଯା ଆସିବାର ସୁଚାଇଥାଏ । ଘରେ ଲାଗିଥିବା ତୁଳସୀ ଗଛ ଅଚାନକ ଭାବେ ଶୁଖିଯାଇଥାଏ । ତେବେ ଏହା ଆପଣଙ୍କ ଘର ଉପରକୁ ଆସୁଥିବା ଖରାପ ସମୟର ସଙ୍କେତ ଦେଇଥାଏ ।

ଘରେ ଲାଗିଥିବା ତୁଳସୀ ଗଛ ମଞ୍ଜି ଶୁଖିଯାଇଥାଏ । ତୁରନ୍ତ ତାହାକୁ ଗଛରୁ ଅଲଗା କରିଦେବା ଉଚିତ । ନଚେତ ଘରର ମୁଖ୍ୟ ଲୋକଙ୍କ ଉପରେ କରଜର ଭାର ବଢିଥାଏ । କୌଣସି ଦିନ ଘୋଡା ଦେଖିଲେ । ଘୋଡାର ମସ୍ତକରେ ଆପଣଙ୍କ ନଜର ପ୍ରଥମେ ପଡେ । ତେବେ ଶୁଭ ହୋଇଥାଏ । ଜୀବନରେ ଉନ୍ନତି ହେବାର ସମ୍ଭାବନା ବହୁତ ମାତ୍ରାରେ ରହିଥାଏ । ଘରକୁ ଗୁଣ୍ଡୁଚିମୂଷା ଆସିବା ବହୁତ ହିଁ ଶୁଭପ୍ରଦ ହୋଇଥାଏ । ଏହା ଘର ପରିବାରରେ କାହାର ସନ୍ତାନ ପ୍ରାପ୍ତିର ଶୁଭ ସମାଚାର ନେଇ କରି ଆସିଥାଏ ।

ନଚେ ଘରେ ଶାନ୍ତିର ବାତାବରଣ ଦେଖା ଦେଇଥାଏ । ଯଦି ରାତିରେ କୁକୁଡ଼ା ଚନ୍ଦ୍ରଙ୍କ ଆଡକୁ ଚାହିଁ ଭୂକେ । ତେବେ ଅଶୁଭ ହୋଇଥାଏ । କୌଣସି ଦିନ ଯଦି ମାଟିଆ ରଙ୍ଗର ମୂଷା ଦେଖନ୍ତି । ତେବେ ଏହା ଭଲ ସଂକେତକୁ ଦର୍ଶାଇ ନଥାଏ । ଘର କିମ୍ବା ଘର ପାଖରେ ରହୁଥିବା ବିଲେଇ ଅଚାନକ ଜାଗା ଛାଡି ପଳାଇଥାଏ । ତେବେ ଘର ପାଇଁ କିଛି ସମସ୍ଯା ଆସିବାର ସମାଚାର ମିଳିଯାଇଥାଏ ।

କୌଣସି ସ୍ଥାନକୁ ଯାଉଥିବା ସମୟ ରେ କୁକୁର ଆପଣଙ୍କ ପଛରୁ ପିନ୍ଧିଥିବା ବସ୍ତ୍ରକୁ ମୁହଁରେ ଟାଣେ । ତେବେ ତାହା ଧନ ହାନୀ ହେବାର ସୂଚକ ହୋଇଥାଏ । ଆପଣ ଖଟିଆ ଉପରେ ଶୋଇଥିବା ସମୟରେ ଆଚାନକ କୁକୁର ଖଟିଆ ତଳେ ପଶି ଭୁକିବା ଆରମ୍ଭ କରେ । ତେବେ ତାହା ବ୍ୟକ୍ତି ପାଇଁ ରୋଗରେ ପୀଡିତ ହେବାର କଥାକୁ ସୁଚାଇଥାଏ ।

ଯଦି କାର୍ଯ୍ୟରେ ଯିବା ସମୟରେ କୁକୁର ମଳ କିମ୍ବା ମୁତ୍ର ତ୍ୟାଗ କରୁଥିବାର ଦେଖନ୍ତି । ତେବେ ତାହା ଅଶୁଭ ହୋଇବା ସହ ଯାତ୍ରାରେ ବିଘ୍ନ ଆସିବାର ସଂକେତକୁ ସୁଚାଇ ଥାଏ । ଆପଣ ଯାଉଥିବା କାର୍ଯ୍ୟରେ ଅସଫଳ ମଧ୍ୟ ହୋଇପାରନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ