ଏମିତି ନଜାରା ବହୁତ କମ ଦେଖିବାକୁ ମିଳିଥାଏ, ରୋଷେଇ ଘରୁ ବାହାରିଲା ଚନ୍ଦ୍ରନାଗ, ମହିଳା ଜଣକ ଯାହା କଲେ ନଦେଖିଲେ ବିଶ୍ବାସ ହେବନାହିଁ, ଦେଖନ୍ତୁ Video

ସାପ ଦେଖିବା ମାତ୍ରେ ସମସ୍ତେ ଛାନିଆ ହୋଇଯାନ୍ତି । ସାପ କାମୁଡାକୁ ସମସ୍ତଙ୍କର ଭୟ । ଆମ ଓଡିଶାର ପାହାଡ ଓ ଜଙ୍ଗଲ ଇଲାକା ମାନଙ୍କରେ ଅନେକ ପ୍ରଜାତିର ବି-ଷ-ଧ-ର ସାପମାନ ଦେଖିବାକୁ ମିଳନ୍ତି । ପ୍ରାୟତଃ ଚାଳଘର ବା ମାଟି ଘର ମାନଙ୍କୁ ସାପମାନେ ପଶି ଆସନ୍ତି । ବିଶେଷ କରି ଭଦ୍ରକ ଜିଲ୍ଲାରେ ନାଗ ପ୍ରଜାତିର ସାପ ଅଧିକ ମାତ୍ରାରେ ଦେଖାଯାନ୍ତି । ସାପ କା-ମୁ-ଡି-ବା ପରେ ତୁରନ୍ତ ସଠିକ ଚିକିତ୍ସା କଲେ ବ୍ୟକ୍ତିଙ୍କ ଜୀବନ ବଞ୍ଚିଯାଏ । କିନ୍ତୁ ଆଜି ମଧ୍ୟ ଅନେକ ସ୍ଥାନରେ ଲୋକମାନେ ଅନ୍ଧବିଶ୍ଵାସର ଶି-କା-ର ହୋଇ ବି-ପ-ଦ-ରେ ପଡ଼ୁଛନ୍ତି ।

ପୂର୍ବେ ସାପ କା-ମୁ-ଡି-ବା ପରେ ଲୋକମାନେ ଝ-ଡା-ଫୁ-ଙ୍କା କରିବାକୁ ନେଉଥିଲେ । ବ୍ୟକ୍ତିଙ୍କ ଶରୀରକୁ କ-ମ ବିଷ ଯାଇଥିଲେ ସେ କିଛି ପ୍ରାଥମିକ ଚିକିତ୍ସାରେ ବଞ୍ଚି ଯାଉଥିଲେ ଓ ସୁସ୍ତ ହୋଇ ଘରକୁ ଫେରୁଥିଲେ । ସେଥିପାଇଁ ସମସ୍ତେ ଭାବୁଥିଲେ କି ଝ-ଡା-ଫୁ-ଙ୍କା କରିବା ଦ୍ଵାରା ସେ ଠିକ ହୋଇଗଲେ ବୋଲି । କିନ୍ତୁ ଅଧିକ ବି-ଷ ଚଢିବା ଫଳରେ ବ୍ୟକ୍ତି ମୃ-ତ୍ୟୁ-ବ-ର-ଣ କରୁଥିଲେ । ତେବେ ବର୍ତ୍ତମାନ ସାପ କା-ମୁ-ଡି-ବା ପାଇଁ ଅନେକ ପ୍ରକାର ଔଷଧ ଉପଲବ୍ଧ ହେଲାଣି ।

ଓଡିଶାର ଏକ ଗ୍ରାମରେ ଜଣଙ୍କ ରୋଷେଇ ଘରୁ ଉଦ୍ଧାର କରାଯାଇଛି ଏକ ଚନ୍ଦ୍ରନାଗ ତଥା ତମ୍ପ ସାପ । ଏହି ସାପ ଖୁବ ତେଜ ଏବଂ ବି-ଷ-ଧ-ର ମଧ୍ୟ ଅଟନ୍ତି । ଏହି ସାପ ଦେଖିବା ମାତ୍ରେ ତା’ଠାରୁ ଦୂରେଇ ରହିବା ଉଚିତ । ମହିଳା ଜଣକ ସାପ ଦେଖି ଖୁବ ଡ-ରି ଯାଇଥିଲେ ଓ ଘର ଭିତରେ ଯାଇ ରହିଥିଲେ । ଗାଁ ଲୋକେ ସ୍ଥାନୀୟ ସାପଧରାଳିଙ୍କୁ ଖବର ଦେବା ପରେ ସେ ଆସି ସାପକୁ ଧରି ବାହାରକୁ ଆଣିଥିଲେ ଓ ଏକ କପଡା ମୁଣା ଭିତରେ ତାକୁ ପୁରାଇ ନେଇ ଯାଇଥିଲେ ।

ସାପଧରାଳି ସାପକୁ ଧରି ବାହାରକୁ ଆଣିବା ପରେ ତାକୁ ଦେଖିବା ପାଇଁ ଗାଁ ଲୋକେ ସବୁ ରୁଣ୍ଡ ହୋଇ ଯାଇଥିଲେ । କେତେକ ଲୋକ ନିଜ ମୋବାଇଲରେ ସାପର ଫଟୋ ଏବଂ ଭି-ଡି-ଓ ମଧ୍ୟ କରିଥିଲେ । ସାପଧରାଳି ଜଣକ ସାପ କା-ମୁ-ଡି-ଲେ ପ୍ରଥମେ ହସ୍ପିଟାଲ ଯିବାକୁ ଉପଦେଶ ଦେଇଥିଲେ ଓ କଣ ପ୍ରାଥମିକ ପଦକ୍ଷେପ ନେବେ ତାହା ମଧ୍ୟ ଲୋକଙ୍କୁ କହିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।