ରୋଷେଇ ଘରେ ନିଶ୍ଚୟ କରନ୍ତୁ ଏହି ଜରୁରୀ କାର୍ଯ୍ୟ ! ଭାଗ୍ୟ ପୁରା ଚମକି ଉଠିବ ! Vastu Gyan

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ରୋଷେଇ ଘର ବିଷୟରେ କିଛି ଏପରି କଥା କୁହନ୍ତି । ରୋଷେଇ ଘରକୁ ଏହିସବୁ ଜିନିଷ ନେଇକି ଯିବା ଉଚିତ ନୁହେଁ । ଯଦି ଶାସ୍ତ୍ରରେ ବର୍ଜିତ ହୋଇଥିବା ଜିନିଷ ଗୁଡିକୁ ରୋଷେଇ ଘରକୁ ନେଇକି ଯାଇଥାନ୍ତି । ବା ରୋଷେଇ ଘରେ ବର୍ଜିତ ଥିବା ଅକାର୍ଯ୍ୟ ଗୁଡିକ କରନ୍ତି । ତେବେ ସେଥିରୁ ସୃଷ୍ଟି ହେଉଥିବା ନକରାତ୍ମକତା ପୁରା ଘର ପାଇଁ ସମସ୍ଯା ଆଣିପାରେ ।

ବନ୍ଧୁଗଣ ରୋଷେଇ ଘର ବିଷୟରେ କୌଣସି ନିୟମ ଜାଣିବା ପୂର୍ବରୁ ପ୍ରଥମେ ଗୋଟିଏ କାମ ପ୍ରତି ପ୍ରଥମେ ଦ୍ରୁଷ୍ଟି ଦେବା ଆବଶ୍ୟକ ହୋଇଥାଏ । ଯାହା ହେଉଛି ରୋଷେଇ ଘରକୁ ସବୁବେଳେ ପରିଶରକ ଓ ପରିଚ୍ଛନ କରି ରଖିବେ । କାରଣ ରୋଷେଇ ଘରକୁ ସଫା ରଖିଲେ ହିଁ ସେଠାରେ ମା’ ଅର୍ଣ୍ଣପୂର୍ଣ୍ଣାଙ୍କର ବାସ ହୋଇଥାଏ ।

1- ରୋଷେଇ କରିବା ସମୟରେ ରୋଷେଇ କରୁଥିବା ମହିଳାଙ୍କ ମୁହଁ ଦକ୍ଷିଣ କି ପୂର୍ବ ଦିଗକୁ ହୋଇ ରହିବ ଉଚିତ । କାରଣ ଏହି ଦିଗକୁ ମୁହଁ କରି କରାଯାଉଥିବା ରୋଷେଇ ଖାଦ୍ୟକୁ ଯେଉଁ ବ୍ୟକ୍ତି ଖାଇଥାଏ । ତାହାର ସ୍ଵାସ୍ଥ ସବୁବେଳେ ସୁସ୍ଥ ରହିଥାଏ ।

2- ମଙ୍ଗଳବାର କି ଶନିବାର ଦିନ କୌଣସି ବି ଲୁହାର ଜିନିଷ କିଣିକି ରୋଷେଇ ଘରକୁ ଆଣନ୍ତୁ ନାହିଁ । ଏଥିଦ୍ବାରା ସେହି ବ୍ୟକ୍ତିକୁ ଏହାର ଦୋଷ ଲାଗିଥାଏ । ରୋଷେଇ ଘରେ ଅଧିକ ସଂଖ୍ୟାରେ ଛୁରୀ, ପନିକି ଭଳି ଧାରୁଆ ଅସ୍ତ୍ର ଅଧିକ ରଖନ୍ତୁ ନାହିଁ । ନଚେତ ଘରେ ସବୁବେଳେ ଅଶାନ୍ତି ଓ କ୍ଲେଶ ଦେଖାଯାଇଥାଏ ।

3- ରୋଷେଇ ଘରେ କୌଣସି ବି ଭାଙ୍ଗି ଯାଇଥିବା ଜିନିଷକୁ ରଖନ୍ତୁ ନାହିଁ । ନଚେତ ଏହି ଭଙ୍ଗା ଜିନିଷରୁ ସୃଷ୍ଟି ହେଉଥିବା ନେଗେଟିଭ ଇଫେକ୍ଟ ଘର ଉପରେ କୁ ପ୍ରଭାବ ପକାଇଥାଏ । ତେଣୁ ଏଥିପ୍ରତି ସବୁବେଳେ ଧ୍ୟାନ ରଖନ୍ତୁ । ରୋଷେଇ ଘରକୁ ଜୋତା, ଚପଲ ଆଦି ପିନ୍ଧିକି ଯିବା ଆସିବା କରନ୍ତୁ ନାହିଁ । ନଚେତ ମା’ ଲକ୍ଷ୍ମୀ କୋପ କରିଥାନ୍ତି । ଯାହା ଦ୍ଵାରା ସେହି ଘରେ ଆର୍ଥିକ ସମସ୍ଯା ଲାଗି ରହିଥାଏ ।

4- ରୋଷେଇ ଘରେ ରୋଷେଇ କରୁଥିବା ବ୍ୟକ୍ତି ବାରମ୍ବାର ଖାଇବାର ସ୍ଵାଦକୁ ଚାଖିବା ଅନୁଚିତ । କାରଣ ଅନେକ ଜଣ ଏପରି ଥାନ୍ତି । ଯେଉଁ ମାନେ ଖାଇବାର ସ୍ଵାଦ ଜାଣିବା ପାଇଁ ବାରମ୍ବାର ଖାଦ୍ୟକୁ ଚାଖିଥାନ୍ତି । ଏପରି କରିବା ଦ୍ଵାରା ମା’ ଲକ୍ଷ୍ମୀ ରୁଷ୍ଠ ହୋଇଥାନ୍ତି । ରୋଷେଇ ଘରେ ମହୁ। ଦେଶୀ ଘିଅ, ଜଳଭରା ପାତ୍ର ଓ ଚାଉଳକୁ ସବୁବେଳେ ଭରପୁର ମାତ୍ରାରେ ରଖନ୍ତୁ ।

ଏହି ସବୁ ଜିନିଷକୁ ରୋଷେଇ ଘରୁ ଖାଲି ନକରି ଭରପୁର କରି ରଖିବା ଦ୍ଵାରା ମା’ ଅର୍ଣ୍ଣପୂର୍ଣ୍ଣା ସେହି ଘର ଉପରେ କୃପା ବୃଷ୍ଟି କରିଥାନ୍ତି । କରୁଛୁ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିବ । ଯଦି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ।