ଏହି 5 ଟି ନାମର ଝିଅ – ଗଙ୍ଗା ଭଳି ପବିତ୍ର…Sadhu Vani

ଏହି 5 ଟି ନାମର ଝିଅ ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି ! ବନ୍ଧୁଗଣ ଝିଅ ମାନଙ୍କର ବ୍ୟବହାର ଏତେ ଅଲଗା ପ୍ରକାରର ହୋଇଥାଏ । ଯେ ସେମାନେ କେତେବେଳେ କେଉଁ କଥା ଉପରେ ନିଜର କ’ଣ ପ୍ରତିକ୍ରିୟା ରଖିବେ ତାହା ସହଜରେ କେହି ଜାଣିପାରନ୍ତି ନାହିଁ । ତେଣୁ ନାରୀ ମାନଙ୍କୁ ଅତି ସହଜରେ ବୁଝିବା ସାଧାରଣ ଲୋକଙ୍କ ପକ୍ଷରେ ସମ୍ଭବ ହୋଇନଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ 5 ଗୋଟି ଝିଅଙ୍କ ବିଷୟରେ ଏଠାରେ କହିବୁ । ଯେଉଁ ମାନଙ୍କ ସ୍ଵଭାବ ଗଙ୍ଗା ଭଳି ପବିତ୍ର ହୋଇଥାଏ ।

P; – ଯେଉଁ ଝିଅ ମାନଙ୍କର ନାମ p ଲେଟରରୁ ଆରମ୍ଭ ହୋଇଥାଏ । ଏହି ନାମର ଝିଅ ମାନେ ବହୁତ ଭଲ ହୋଇଥାନ୍ତି । ଏମାନେ ତାଙ୍କ ସହ ଜଡିତ ପ୍ରତ୍ଯେକ ସମ୍ପର୍କକୁ ଭଲ ଭାବେ ନିଭାଇ ଥାନ୍ତି । ଏହି ଝିଅ ମାନେ ସମସ୍ତଙ୍କର ମନର କଥା ପ୍ରାୟତଃ ବହୁତ ଭଲ ଭାବେ ବୁଝି ଯାଇଥାନ୍ତି । ତେଣିକି ସେମାନେ ଏହି ଝିଅଙ୍କ ଠାରୁ ବୟସରେ ବଡ ହୋଇଥାନ୍ତୁ କି ସାନ । ହେଲେ ଏମାନେ ସମସ୍ତଙ୍କ ସହ ଭଲରେ ମିଶି ଯାଇଥାନ୍ତି ।

S; – ଯେଉଁ ଝିଅ ମାନଙ୍କର ନାମ s ଲେଟରରୁ ଆରମ୍ଭ ହୋଇଥାଏ । ଏହି ଝିଅ ମାନଙ୍କୁ ପବିତ୍ର କୁହାଯାଇଥାଏ । ଏହି ନାମର ଝିଅ ମାନେ ନିଜ ପରିବାରକୁ ବହୁତ ଅଧିକ ଭଲ ପାଇଥାନ୍ତି । ଯେଉଁ କାରଣରୁ କେବେବି ନିଜର କୌଣସି କାର୍ଯ୍ୟ ପାଇଁ ନିଜ ପରିବାରର ନାମ ତଳେ ପକାଇବା ପାଇଁ ଚାହିଁନଥାନ୍ତି ।

M; – ଯେଉଁ ଝିଅ ମାନଙ୍କର ନାମ m ଲେଟରରୁ ଆରମ୍ଭ ହୋଇଥାଏ । ଏହି ଝିଅ ମାନେ ସମସ୍ତଙ୍କୁ ଆଦର କରିଥାନ୍ତି । ଏମାନେ ବଡ ପାଟିରେ ଯଦିଓ କେବେ କାହା ସହ କଥା ହୋଇଯାଇଥାନ୍ତି । ହେଲେ ଏମାନଙ୍କ ମନ ବହୁତ ସଫା ହୋଇଥାଏ । ଏମାନେ ନିଜ ଜୀବନସାଥିକୁ ଖୁସିରେ ରଖିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି ।

B; – ଯେଉଁ ଝିଅ ମାନଙ୍କର ନାମ b ଲେଟରରୁ ଆରମ୍ଭ ହୋଇଥାଏ । ଏହି ଝିଅ ମାନେ ନିଜ ସ୍ଵାମୀଙ୍କର ବହୁତ ବିଶ୍ଵସ୍ତ ହୋଇଥାନ୍ତି । କୌଣସି ପରିସ୍ଥିତିରେ ବି ନିଜ ପାର୍ଟନରର ହାତ ଅଧା ବାଟରେ ଛାଡି ଦେଇ ଯିବାକୁ ଏମାନେ ଇଛା କରିନଥାନ୍ତି । ଏହି ଝିଅ ମାନଙ୍କର ବ୍ୟବହାର ମଧ୍ୟ ବହୁତ ଭଲ ହୋଇଥାଏ ।

N; – ଯେଉଁ ଝିଅ ମାନଙ୍କର ନାମ n ଲେଟରରୁ ଆରମ୍ଭ ହୋଇଥାଏ । ଏହି ଝିଅ ମାନେ ବହୁତ ତେଜସ୍ବୀ ହୋଇଥାନ୍ତି । ଏହି ଝିଅ ମାନେ ବୁଦ୍ଧିମତୀ ଓ ଗୁଣମତୀ ମଧ୍ୟ ହୋଇଥାଏ । ନିଜ ଘର ପରିବାରର ଭଲ ଭାବେ ଯତ୍ନ ନେବା ଏହି ଝିଅ ମାନଙ୍କୁ ବହୁତ ଭଲ ଭାବେ ଜଣା ଥାଏ । ଏହି ଝିଅଙ୍କର ଭଲ ଗୁଣ ଯୋଗୁ ଏମାନଙ୍କୁ ମଧ୍ୟ ପବିତ୍ର ବୋଲି ମାନାଯାଇଥାଏ ।

ଏହି ପୋଷ୍ଟଟି ପସନ୍ଦ ଆସିଥିଲେ । ଆମ ପେଜକୁ ଗୋଟିଏ ଲାଇକ୍ କରିବା ସହ ଶେୟାର ମଧ୍ୟ ଅନ୍ୟ ମାନଙ୍କ ସହ କରିଦିଅନ୍ତୁ । ଧନ୍ୟବାଦ