ରୋହିତଙ୍କ ଭବିଷ୍ୟତ ନେଇ ବିସିସିଆଇ କଲା ବଡ଼ ଖୁଲାସା । ଆଉ ଖେଳିବେ ନାହିଁ ଏହି ସବୁ ଫର୍ମାଟ ରେ Rohit Sharma

ରୋହିତ ଶର୍ମା ଙ୍କ ଭବିଷ୍ୟତକୁ ନେଇ ବିଶିସିଆଇ କରିଲା ବଡ ଖୁଲାସା । ରୋହିତଙ୍କ ଅଧିନାୟକତ୍ଵ ରହିବା ନେଇ ଏମିତି କହିଲା ବିଶିସିଆଇ । ରୋହିତ ଆଉ ଖେଳିବେ ନାହିଁ ଏହି ସବୁ ଫର୍ମରେ । ହଁ ଦର୍ଶକ ବନ୍ଧୁ ଭାରତ ବିଶ୍ଵକପ ହାରିବା ପରେ ଏବେ ବିଶିସିଆଇ ପୁରା ଆକ୍ସନ ମୁଡ ରେ ଅଛି । ଆହୁରି 4 ବର୍ଷ ପାଇଁ କିଏ ହେବ ଟିମ ଇଣ୍ଡିଆର ଅଧିନାୟକ ? କାହାର ଅଧିନାୟକତ୍ଵ ରେ ଭାରତୀୟ ଦଳ ଖେଳିବ 2027 ର ବିଶ୍ଵକପ ?

ରୋହିତ ଙ୍କ ସ୍ଥାନରେ କିଏ ଆସିବ ନା ବିରାଟ ପୁଣି ଥରେ ଦଳର ଅଧିନାୟକ ହେବେ ? ରୋହିତ ଆଉ ଭାରତୀୟ ଦଳ ପାଇଁ ଖେଳିବେ ନା ଦଳରୁ ବାହାରିଯିବେ କେବେଳ ଆଇପିଏଲ ରେ ଖେଳିବେ । ଏହାକି ନେଇ ବିଶିସିଆଇ ଏବେ ମିଟିଂ ପରେ ମିଟିଂ ରଖୁଛି । ଯେଉଁ ମିଟିଂ ରେ ରହିଛନ୍ତି ବିଶିସିଆଇ ର ମୁଖ୍ୟ ଚୟନ କର୍ତ୍ତା ଅଜିତା ଗର୍କର । ତେବେ ରୋହିତ ଙ୍କୁ ଏଭଳି କିଛି ନିଷ୍ପରି ନେଇପାରେ ବିସିସିଆଇ ।

ରୋହିତ ଶର୍ମାଙ୍କ ଫିଟନେସ କୁ ଏବେ ପ୍ରଶ୍ନ ଉଠିଛି । ରୋହିତ ଙ୍କୁ ବର୍ତ୍ତମାନ ବୟସ 36 ବର୍ଷ । ଯଦି ସେ 2027 ବିଶ୍ଵକପ ଖେଳନ୍ତି ତେବେ ତାଙ୍କୁ ସେତେ ବେଳକୁ 40 ବର୍ଷ ହୋଇଥିବ । ସେତେବେଳେ ରୋହିତ ଙ୍କ ଫିଟନେସ କୁ ଅନେକ ସମସ୍ଯା ଦେଖା ଯାଇପାରେ ଯାହାକୁ ନେଇ ରୋହିତ 2027 ବିଶ୍ଵକପ ଖେଳିବେ ନାହିଁ । ଆଉ ଏହା ପୂର୍ବରୁ ରୋହିତ ସନ୍ୟାସ ନେଇ ପାରନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି ।

ସେ ନିଜକୁ ନିଜେ କୁଆଡେ ଦଳରୁ ବାହାରିଯିବେ । ହେଲେ ଏଠାରେ ପ୍ରଶ୍ନ ଉଠୁଛି କି ରୋହିତ ଙ୍କୁ ତାଙ୍କର ଶେଷ ମ୍ଯାଚ ଖେଳିବାକୁ ଦିଆଯିବ କି ନାହିଁ ? ତେବେ 2023 ବିଶ୍ଵକପ ରେ ଅଷ୍ଟ୍ରେଲିୟା ଠାରୁ ଭାରତ 6 ୱିକେଟ ରେ  ପରାସ୍ତ ହୋଇଛି । ଯାହା ପରେ ଭାରତୀୟ କ୍ରିକେଟ ବୋର୍ଡ ପୁଣି ଠାରେ ଆରମ୍ଭ କରିଛି 2027 ବିଶ୍ଵକପ ପାଇଁ ପ୍ରସ୍ତୁତି । ସୂଚନା ଅନୁଯାୟୀ ଏହି ବୈଠକ ରେ ରୋହିତ ଙ୍କୁ ନେଇ ହୋଇପାରେ ବଡ ନିସ୍ପତି ।

ୱାନ-ଡେ କ୍ରିକେଟ କ୍ଯାରିୟର ଓ ଭାରତୀୟ ଦଳର ଭବିଷ୍ୟତ ନେଇ ଏହି ଆଲୋଚନା ହେବ । ଏଇ ବୈଠକ ରେ ରୋହିତ ଙ୍କୁ ତାଙ୍କର ଅଧିନାୟକତ୍ଵ ଓ ଭାରତୀୟ ଦଳର ଭବିଷ୍ୟତକୁ ନେଇ ପ୍ରଶ୍ନ କରା ଯାଇପାରେ । ସୂଚନା ଅନୁସାରେ ରୋହିତ ଆଉ ଭାରତୀୟ ଦଳ ଟି-20 ଫର୍ମାଟ ରେ ଖେଳିବେ ନାହିଁ । କେବଳ ଆଇପିଏଲ ଖେଳିବେ । କିନ୍ତୁ ଏ ଯାଏଁ ରୋହିତ ଙ୍କର ୱାନ-ଡେ କୁ ନେଇ କିଛି ସ୍ପଷ୍ଟ ସୂଚନା ରହି ନାହିଁ ।

ବୋଧ ହୁଏ କିଛି ମ୍ଯାଚ ପରେ ସେ ୱାନ-ଡେ ରୁ ବାହାରି ପାରନ୍ତି । ଯଦି ଦେଖିବା ରୋହିତ ଶର୍ମା 2025 ରେ ହେବାକୁ ଥିବା ଚାମ୍ପିୟାନ ଟ୍ରଫି ପାଇଁ ପାକିସ୍ତାନ ଯାଇ ପାରନ୍ତି । ସେପଟେ ଅଧିନାୟକତ୍ଵ ପଦ ପାଇଁ କେ ଏଲ ରାହୁଲ, ଶୁଭମନ ଗିଲ ଓ ଶ୍ରେୟସ ଆୟର ଙ୍କ ନାଁ ରେ ଚର୍ଚ୍ଚା ରେ ରହିଛି ।ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।