ରିୟାର ପାପକର୍ମର ୩ ମିନିଟର ନୂଆ ଭିଡିଓ ଆସିଲା ସାମ୍ନାକୁ, ସୁଶାନ୍ତଙ୍କୁ ଏମିତି ଫସେଇ ମାରିଥିଲେ

ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ଲଗାତାର ନୂଆ ଖୁଲାସା ହେଉଛି । ଏହା ଭିତରେ ରିୟା ଙ୍କ ସହିତ ସୁଶାନ୍ତ ଙ୍କ କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓ ରିୟା ନିଜ ଫାଇଦା ପାଇଁ କରିଥିଲେ, ସୁଶାନ୍ତ ଙ୍କୁ ବ୍ଲାକମେଲ କରିବା ପାଇଁ କରିଥିଲେ କିନ୍ତୁ ବର୍ତମାନ ଏହି ଭିଡ଼ିଓ ରିୟାଙ୍କ ପାଇଁ କାଳ ହୋଇଛି । କାରଣ ବର୍ତମାନ ଯେଉଁ ୩ ମିନିଟ ର ନୂଆ ଭିଡିଓ ସାମ୍ନାକୁ ଆସିଛି ତାହା ଦେଖିବାପରେ ରିୟାର ସବୁ ମିଛ, ସବୁ ପ୍ଲାନିଂ ର ପର୍ଦାଫାସ୍ ହୋଇଛି । ରିୟା କିପରି ସୁଶାନ୍ତଙ୍କ ପାଇଁ ଜାଲ ବିଛାଇଥିଲେ, କିପରି ସୁଶାନ୍ତଙ୍କୁ ବ୍ୟବହାର କରିଥିଲେ ସବୁ ସାମ୍ନାକୁ ଆସିଯାଇଛି । ଏହି ୩ ମିନିଟର ଭିଡିଓ ଦେଖିଲେ ଆପଣ କାନ୍ଦି ପାକାଇବେ । ତେବେ ଚାଲନ୍ତୁ ଜାଣିବା ।

ରିୟା ଚକ୍ରବର୍ତ୍ତୀ କହୁଥିଲେ କି ସେ କେବେ ମଧ୍ୟ ଡ୍ରଗ ନେଇ ନଥିଲେ ସେ ସବୁବେଳେ ସୁଶାନ୍ତ ଙ୍କ ପାଇଁ ଡ୍ରଗ ମଗାଉଥିଲେ କାରଣ ସୁଶାନ୍ତ ରିୟାଙ୍କୁ ବାଧ୍ୟ କରୁଥିଲେ କିନ୍ତୁ ବର୍ତମାନ ରିୟାର ସବୁ ମିଛ ସାମ୍ନାକୁ ଆସି ଯାଇଛି ଏବଂ ଏହାର ପ୍ରମାଣ ରିୟାଙ୍କ ଫୋନରୁ ହିଁ ମିଳିଛି । ରିୟା ଚକ୍ରବର୍ତ୍ତୀଙ୍କ ଫୋନରୁ ମିଳିଛି ୩ ମିନିଟର ଭିଡିଓ ଏବଂ ଏହି ଭିଡିଓ ରିୟାର କଳା କାରନାମା ସାମ୍ନାକୁ ଆଣିଛି ।

ଏହି ଭିଡିଓ ସୁଶାନ୍ତ ସିଂ ରାଜପୁତ ଙ୍କ ଘରର ଅଟେ ଯେଉଁଥିରେ ନିଜେ ସୁଶାନ୍ତ ସିଂ, ରିୟା ଚକ୍ରବର୍ତ୍ତୀ, ସିଦ୍ଧାର୍ଥ ପିଠାନି, ଏବଂ ସମୁଏଲ ଗୀଟାର ବଜାଉଥିଲେ ଏହି ଭିଡିଓ ରେ ସଫା ସଫା ଦେଖାଯାଇଛି କି ରିୟା ଡ୍ରଗ ନେଉଥିଲେ ତାହାବି ସମସ୍ତଙ୍କ ସାମ୍ନାରେ । ଯେତେବେଳେ କି ରିୟା ଏବେ ପର୍ଯ୍ୟନ୍ତ କହି ଆସିଥିଲେ କି ସେ କେବେ ମଧ୍ୟ ଡ୍ରଗ ନେଇ ନଥିଲେ ।

ସାଥିରେ ସୁଶାନ୍ତ ସିଂ, ପିଠାନି, ଏବଂ ସମୁଏଲ ମଧ୍ୟ ଡ୍ରଗ ନେଇଥିବାର ଜଣା ପଡିଛି । ଭିଡିଓ କରୁଥିବା ବ୍ୟକ୍ତି କହିଚନ୍ତି କି କଣ ତୁମେ ଡ୍ରଗ ନେଉଛ ଏବଂ ସୁଶାନ୍ତ ସିଂ କହିଛନ୍ତି କି ଏହା VFX ଅଟେ ଏହା ଏକ ହର୍ବାଲ ଷ୍ଟିକ ଅଟେ । ଏହି ଭିଡିଓ ଜାଣିଶୁଣି ରିୟା କରାଇଥିଲେ ଏବଂ ଏହାର ଭବିଷ୍ୟତରେ ବ୍ୟବହାର କରିବାର ମଧ୍ୟ ଭାବିଥିଲେ କିନ୍ତୁ ବର୍ତମାନ ରିୟା ନିଜ ଜାଲରେ ନିଜେ ଫସି ଜାଇଛନ୍ତି ।

ଏହାପରେ ରିୟା କହିଚନ୍ତି ଗାଡ଼ିକୁ ଆଗକୁ ବଢାଯାଉ ଏବଂ ଗୀତ ବଦଳା ଯାଉ ସୁଶାନ୍ତ ଏହି ଭିଡ଼ିଓରେ ବହୁତ ଭଲ ଗୀତ ମଧ୍ୟ ଗାଇଛନ୍ତି ଯାହା ଶୁଣିଲେ ଆପଣ ନିଜକୁ ଅଟକାଇ ପାରିବେନି ଏବଂ କାନ୍ଦି ପକାଇବେ । ସୁଶାନ୍ତଙ୍କୁ ରିୟା ସଦା ସର୍ବଦା ବ୍ଲାକମେଲ କରୁଥିଲେ ଯାହାଦ୍ଵାରା ସୁଶାନ୍ତ ରୀୟଙ୍କୁ ଛାଡି ପାରିନଥିଲେ । ରିୟା ଏବେ ଜେଲ ରେ ଅଛନ୍ତି ଏବଂ ରିୟା ଡରିଯାଇ ଧୀରେ ଧୀରେ ସବୁ କହିବାରେ ଲାଗିଛନ୍ତି ।

ସୁଶାନ୍ତ ଙ୍କ ମୃତ୍ୟୁ କୁ ୩ ମାସ ହୋଇଛି କିନ୍ତୁ ଏବେ ପର୍ଯ୍ୟନ୍ତ ସୁଶାନ୍ତ ଙ୍କ ହତ୍ୟାକାରୀ ସାମ୍ନାକୁ ଆସିନାହିଁ । CBI କହିଛି ସୁଶାନ୍ତ ଆତ୍ମହତ୍ୟା ନୁହଁ ବରଂ ସୁଶାନ୍ତ ଙ୍କୁ ହତ୍ୟା କରାଯାଇଛି । ଖୁବ ଶୀଘ୍ର ସୁଶାନ୍ତ ଙ୍କ କେଶ ସଲଭ ହେବାକୁ ଯାଉଛି ଏବଂ ଦୋଷୀ କୁ ଶାସ୍ତି ମିଳିବାକୁ ଯାଉଛି ।

ସୁଶାନ୍ତ ଙ୍କ ମାମଲାକୁ ସେୟାର କରି ଆଗକୁ ବଢାନ୍ତୁ ଏବଂ ଆପଣଙ୍କ ମତ କମ୍ମେନ୍ଟ ରେ ଯାଆନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।