କଣ ରିୟା ଯିବେ ଜେଲ? CBI ହାତର ରିୟାଙ୍କ ବିରୁଦ୍ଧରେ ଲାଗିଲା ଠୋସ ପ୍ରମାଣ

ସୁଶାନ୍ତଙ୍କ କେସରେ CBI ବର୍ତ୍ତମାନ ରିୟାଙ୍କୁ ଗିରଫତାର କରିବା ପାଇଁ ସମନ ଜାରି କରି ଦେଇଛନ୍ତି । ବର୍ତ୍ତମାନର ସବୁଠୁ ବଡ ଖବର ସାମ୍ନାକୁ ଆସୁଛି କି CBI ୨ ଦିନ ଭିତରେ ରିୟାଙ୍କୁ ଦିଲ୍ଲୀ ସ୍ଥିତ ତିହାର ଜେଲକୁ ପଠାଇ ପାରନ୍ତି ଓ ସବୁଠୁ ମୁଖ୍ୟ କଥା ଏହା ଅଟେ କି ଯଦି ଗିରଫତାର କରାଯିବ ତେବେ ମୁମ୍ବାଇ ପୋଲିସକୁ ଏହାର ଅନୁମତି ଦିଆଯିବ ନାହିଁ । ରିୟାଙ୍କୁ ଦିଲ୍ଲୀ ପୋଲିସ ଗିରଫତାର କରିବେ ।

ବର୍ତ୍ତମାନ ଦେଖିବାର ଅଛି କି ଦିଲ୍ଲୀ ପୋଲିସ ରିୟାଙ୍କ ସହ ଆଉ କାହାକୁ ତିହାର ଜେଲ ପଠାଇବେ । ଏହି ଖବର ସାମ୍ନାକୁ ଆସିବା ପରେ ସୁଶାନ୍ତଙ୍କ ଫ୍ୟାନମାନେ ବହୁତ ଖୁସି ହୋଇ ଯାଇଛନ୍ତି ।

ଆପଣଙ୍କୁ କହିଦେଉଛୁ କି NCB ରିୟା ଓ ତାଙ୍କ ଭାଇ ସୌଭିକଙ୍କୁ ବହୁତ ଜେରା କରିଥିଲେ । ଏହା ପରେ NCBକୁ ରିୟା ଓ ସୌଭିକ ଉପରେ କିଛି ସନ୍ଦେହ ସୃଷ୍ଟି ହେଲା । ଏହା ଛଡା ଆପଣଙ୍କୁ କହିଦେଉଛୁ କି ରିୟା ଚକ୍ରବତୀ ଓ ତାଙ୍କ ପିତାଙ୍କୁ ବି DRDO ଅଫିସରେ ଡକା ଯାଇ ଥିଲା । ରିୟାଙ୍କୁ ୧୦ ଘଣ୍ଟା ଧରି ଚାଲିଥିବା ପୁଛତାଛରେ CBIକୁ ବହୁତ ପ୍ରମାଣ ମିଳିଗଲା । ଏହା ସତ୍ବେ ବି CBI NCB ଟିମକୁ ଆହୁରି ଗମ୍ଭୀର ରୂପରେ ଯାଞ୍ଚ କରିବା ପାଇଁ କହିଥିଲେ । ଏମିତିରେ NCBକୁ ବି ଡ୍ରଗ୍ସକୁ ନେଇ ଆହୁରି କିଛି ପ୍ରମାଣ ମିଳିଥିଲା ।

ଏହା ସହ CBI ଓ NCB ୧୦ଟି ବଡ ନାଁକୁ ସାମନାକୁ ଆଣିବା ପାଇଁ ପ୍ରସ୍ତୁତି କରୁଛନ୍ତି । ଯିଏ ଏହି ଏହି ଘଟଣାକୁ ଅଞ୍ଜାମ ଦେବା ପାଇଁ ରିୟାଙ୍କୁ ଟ୍ରେନିଙ୍ଗ ଦେଇଥିଲେ । ଯେତେବେଳେ NCBର ଦୁଇ ଜଣ ବଡ ଅଧିକାରୀ ରିୟାଙ୍କୁ ପୁଛତାଛ କରୁଥିଲେ ତେବେ ରିୟାଙ୍କୁ ଦେଖି ଲାଗୁଥିଲା କି ରିୟା କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଏମିତିରେ CBI ସନ୍ଦେହ କରୁଛନ୍ତି କି ଏହି ଘଟଣାକୁ ଅଞ୍ଜାମ ଦେବା ପାଇଁ ରିୟାଙ୍କୁ କେହି ଟ୍ରେନିଗ ଦେଉଥିଲା ।

ଆପଣଙ୍କୁ କହିଦେଉଛୁ କି ପୁଛତାଛ ସମୟରେ ସୌଭିକ ଚକ୍ରବତୀ, ସାମୁଏଲ ମିରାଣ୍ଡା ଓ ରିୟା ଚକ୍ରବତୀଙ୍କ ବୟାନ ମଧ୍ୟରେ ବହୁତ ପାର୍ଥକ୍ୟ ଦେଖା ଯାଇଛି । ଏହା ପରେ CBI ଅଫିସରମାନେ ରିୟା ଓ ସୌଭିକକୁ ଏକାଠି ବସାଇ ତାଙ୍କୁ ଭାଇରାଲ ହେଉଥିବା ୱ୍ହାଟ୍ସଆପ ଚାଟ ବିଷୟରେ ପୁଛତାଛ କରିଲେ । ଯାହା ପରେ ସୌଭିକ ଓ ରିୟାଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଗଲା । ଏହା ପରେ CBI ଅଫିସରମାନେ ଜାଣିଗଲେ କି ରିୟା ଚକ୍ରବତୀ ଏହି ଘଟଣାକୁ ନିଜେ କରି ପାରିବେ ନାହିଁ ।

ଏହି ସବୁ ଘଟଣା ପଛରେ ଅନ୍ୟ କାହାର ହାତ ଅଛି । ଯାହାର ଜାଲରେ ଏହି ଦୁଇ ଭାଇ ଭଉଣୀ ଫସି ଯାଇଛନ୍ତି । ଏମିତିରେ ଦେଖାଗଲେ ରିୟା ଚାରିଆଡୁ ଫସି ଯାଇଛନ୍ତି । ଏହା ଛଡା କୁହାଯାଉଛି କି ରିୟାଙ୍କୁ ରାସ୍ତାରୁ ହଟାଇବା ପାଇଁ ପ୍ଲାନିଙ୍ଗ କରା ଯାଉଛି । CBI ଯାଞ୍ଚରେ ଏହା ବି ସାମ୍ନାକୁ ଆସିଛି କି ସୁଶାନ୍ତଙ୍କୁ ଡ୍ରଗ୍ସ ଦିଆ ଯାଉଥିଲା । ରିପୋର୍ଟ ଅନୁସାରେ CBIର NCB ଅଫିସରମାନେ ରିୟା, ସୌଭିକ, ଜୟା ସାହା, ସ୍ରୁତି ମୋଦୀ, ଗୌରବ ଆରୟାଙ୍କୁ ନିଶା ଦ୍ରାବୟ ଓ ମାଦବ ଦ୍ରବ୍ୟ ଅଧିନିୟମ ଅନୁସାରେ ଦଣ୍ଡ ମିଳିପାରେ ।

ଏହା ଛଡା ଦ୍ରଗ୍ସ ମାମଲାରେ CBI କହିଲେ କି ରିୟା ଡ୍ରଗ୍ସ ଡିଲରଙ୍କ ସହ କଥାବାର୍ତ୍ତା କରୁଥିଲେ ଓ ତାଙ୍କ ସହ ଡିଲ କରୁଥିଲା । ରିୟା ଯେଉଁ ଡ୍ରଗ୍ସ ଆଣୁଥିଲେ ତାହା ସୁଶାନ୍ତଙ୍କୁ ଦେଇ ସୁଶାନ୍ତଙ୍କୁ ଅଳସୁଆ କରି ଦେଉଥିଲା । ଏହିଭଳି ଭାବରେ ସୁଶାନ୍ତ ନିଜର କଣ୍ଟ୍ରୋଲ ହରାଇ ବସୁଥିଲେ । ସବୁଠୁ ଖାସ କଥା ଏହା ଅଟେ କି ରିୟାଙ୍କ ୱ୍ହାଟ୍ସଆପ ଚାଟରୁ ହିଁ ଡ୍ରଗ୍ସର ଡ଼ିଲିଙ୍ଗର ସୂଚନା ମିଳିଛି । ଏମିତିରେ ରିୟାଙ୍କୁ ଜେଲ ଯିବା ପାଇଁ ଆଉ କେହି ଅଟକାଇ ପାରିବେ ନାହିଁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।